ବନ୍ଧୁଗଣ, ସନାତନ ଧର୍ମ ରେ ତୁଳସୀ ଗଛକୁ ସର୍ବାଧିକ ପୂଜନୀୟ ଗଛ ବୋଲି ମାନାଯାଇଅଛି । ଜଗତର ପାଳନକର୍ତ୍ତା ଶ୍ରୀହରୀ ବିଷ୍ଣୁ ଙ୍କୁ ସବୁଠାରୁ ଅଧିକ ପ୍ରିୟ ଅଟେ ତୁଳସୀ ପତ୍ର । ବିନା ତୁଳସୀ ପତ୍ର ରେ ଭଗବାନ ଶ୍ରୀହରି ବିଷ୍ଣୁ ଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ ତୁଳସୀ ପତ୍ର । ବିନା ତୁଳସୀ ପତ୍ର ରେ ଭଗବାନ ଶ୍ରୀ ହରୀ ବିଷ୍ଣୁ ଭୋଗ ସ୍ଵୀକାର କରନ୍ତି ନାହିଁ । ଭଗବାନ ବିଷ୍ଣୁ ଙ୍କୁ ଭୋଗ ଲଗାଇଲା ବେଳେ ଯଦି ଆମ୍ଭେ ତୁଳସୀ ପତ୍ର ଅର୍ପଣ ନ କରିଥାଉ ତେବେ ୫୬ ପ୍ରକାରର ଭୋଗ ଅର୍ପଣ କରିଲେ ମଧ୍ୟ ଭଗବାନ ବିଷ୍ଣୁ ତାକୁ ଗ୍ରହଣ କରି ନଥାନ୍ତି ।
ଆମର ଧାର୍ମିକ ଶାସ୍ତ୍ର ରେ ତୁଳସୀ କୁ ବହୁତ ମାନ୍ୟତା ଦିଆଯାଇଅଛି । କେବଳ ତୁଳସୀ ଗଛର ଦର୍ଶନ ମାତ୍ରେ ସମସ୍ତ ପ୍ରକାରର କଷ୍ଟ ଦୂର ହୋଇଯାଇଥାଏ । ଯଦି ଆମ୍ଭେ ନୀତିଦିନ ତୁଳସୀ ଗଛର ପୂଜା କରିଥାଉ ସନ୍ଧ୍ୟା ରେ ଦୀପ ଏବଂ ସକାଳେ ଜଳ ଅର୍ପିତ କରିଥାଉ ତେବେ ଆମ୍ଭ ଗୃହ କୁ ସକାରତ୍ମକ ଊର୍ଜା ର ଆଗମନ ହୋଇଥାଏ । ତୁଳସୀ ଗଛ ନିଜ ଘର ଅଗଣାରେ ଲଗାଇବା ଆବଶ୍ୟକ ।
ତୁଳସୀ ଗଛର ଘରେ ଅବସ୍ଥିତ ରହିବା ସୁଖ ସମୃଦ୍ଧି ର ପ୍ରତୀକ ଅଟେ । ମାତ୍ର ଯଦି ଆପଣଙ୍କ ଘରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଯାଉଅଛି ତେବେ ଆପଣ ଏହି ଉପାୟ କରନ୍ତୁ । ଏକାଦଶୀ ତିଥିରେ ଆପଣ ଏହି ଉପାୟ ଟିକୁ କରନ୍ତୁ । ମାସରେ ୨ ଥର ଏକାଦଶୀ ପଡିଥାଏ । ମାତ୍ର ଅନେକ ଲୋକ ପାଳନ କରି ବ୍ରତ କରିଥାନ୍ତି ଏବଂ ଅନେକ ଲୋକ କରି ନଥାନ୍ତି ।
ଯଦି ଆପଣ ବ୍ରତ କରୁଛନ୍ତି ତେବେ ତୁଳସୀ ଙ୍କ ପୂଜା ବିଧି ବିଧାନ ଅନୁଯାୟୀ କରିବା ଆବଶ୍ୟକ । ଏକାଦଶୀ ଦିନ ତୁଳସୀ ରେ ଆପଣ ଜଳ ଦିଅନ୍ତୁ ନାହିଁ । ସନ୍ଧ୍ୟା ସମୟରେ ଆପଣ ତୁଳସୀ ଗଛ ମୂଳରେ ଦୀପ ଜଳାନ୍ତୁ । ସନ୍ଧ୍ୟା ସମୟରେ ତୁଳସୀ ଗଛ ର ପୂଜା କିଭଳି କରିବେ ? ପ୍ରଥମେ ଆପଣ ଶୁଦ୍ଧ ଗୀଅ ର ଦୀପ ଜଳାନ୍ତୁ । ଏହାପରେ ଲାଲ ରଙ୍ଗର ପୁଷ୍ପ ଆପଣ ମାତା ତୁଳସୀ ଙ୍କୁ ଅର୍ପଣ କରନ୍ତୁ ।
ଯଦି ଆପଣ ଗୋଲାପ ଫୁଲ ମାତା ତୁଳସୀ ଙ୍କୁ ଅର୍ପଣ କରନ୍ତି ତେବେ ତାହା ଉତ୍ତମ ସାବ୍ୟସ୍ଥ ହେବ । ତୁଳସୀ ଙ୍କ ପାଖରେ କରିଥିବା ସମସ୍ତ ପ୍ରାର୍ଥନା ଭଗବାନ ଶ୍ରୀ ହରୀ ପାଖକୁ ଯାଇଥାଏ । ଭଗବାନ ଆପଣଙ୍କ ଇଛାକୁ ଅବଶ୍ୟ ପୂର୍ଣ୍ଣ କରିଥାନ୍ତି । ସୁହାଗ ର ସାମଗ୍ରୀ ଆପଣ ଅର୍ପଣ କରନ୍ତୁ ଏହାପରେ ଆପଣ ମାତା ଙ୍କୁ ଭୋଗ ଅର୍ପଣ କରନ୍ତୁ । ଏହି ଦିନ ଆପଣ ତୁଳସୀ ମାତାଙ୍କୁ ଧଳା ମିଠାର ଭୋଗ ଲଗାଇ ପାରନ୍ତି ।
ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ