ମୃତ୍ୟୁ ପରେ ଜୀବିତ ରହିଥାଏ ଆମ ଶରୀରର ଏହି ସବୁ ଅଙ୍ଗ, ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ…

ଆପଣ ମାନେ ଜାଣିଥିବେ ମୃତ୍ୟୁ ପରେ ମଣିଷ ଶରୀର ନିର୍ଜୀବ ହେବା ସହ କୌଣସି କାମ କରେ ନାହି । କିନ୍ତୁ ପ୍ରକୃତ କଥା ହେଉଛି ମୃତ୍ୟୁ ପରେ ଆମ ଶରୀରର କିଛି ଅଙ୍ଗ କାମ କରିଥାଏ ଯାହା ଧୀରେ ଧୀରେ ହୋଇଥାଏ । ଆଉ କିଛି ଅଙ୍ଗ ମୃତ୍ୟୁ ହେବାର ଏକ ଦିନ ପରେ ମଧ୍ୟ ଜୀବିତ ରହିଥାଏ । ଗରୁଡ ପୁରାଣରେ ଏହାର ଉଲେଖ ମିଳିଥାଏ କି ମୃତ୍ୟୁ ଆସିବା ପୂର୍ବରୁ ବ୍ୟକ୍ତି କିଛି ଅଲଗା ଅନୁଭବ କରିବା ସହ ଅଲଗା ପ୍ରକାରର ଶବ୍ଦ ଅନୁଭବ କରିଥାଏ ।

ଆଜି ଆମେ ଆପଣଙ୍କୁ ମୃତ୍ୟୁ ପରେ ଶରୀରର କେଉଁ ଅଙ୍ଗ ଜୀବିତ ରହିଥାଏ ସେହି ବିଷୟରେ କହିବାକୁ ଯାଉଛୁ । ମୃତ୍ୟୁ ପୂର୍ବରୁ ଆମ ଶରୀରର ଗୋଟିଏ ପରେ ଗୋଟିଏ ଅଙ୍ଗ କାମ କରିବା ବନ୍ଦ କରିଦିଏ । ପ୍ରଥମେ ଶ୍ଵାସ ପ୍ରକ୍ରିୟା କାମ କରିବା ବନ୍ଦ ହୋଇଯାଏ । ଯେବେ ମୃତ୍ୟୁ ପାଖେଇ ଆସିଥାଏ ତେବେ ନିଶ୍ଵାସ କମ ହେବାରେ ଲାଗିଥାଏ । ଏହା ସହ ମୃତକର ବିଚାର ଶକ୍ତି ଧୀରେ ଧୀରେ ସମାପ୍ତ ହେବାରେ ଲାଗିଥାଏ ।

ବ୍ୟକ୍ତିକୁ ନା ଭୋକ ଲାଗିଥାଏ ନା ଶୋଷ ଲାଗିଥାଏ । ଏହା ସହ ବ୍ୟକ୍ତିକୁ ଅଲଗା ପ୍ରକାରର ସ୍ଵପ୍ନ ଆସିଥାଏ । ଶେଷ ସମୟରେ ଶରୀରର ଅକ୍ସିଜେନ ଲେବଲ ବନ୍ଦ ହୋଇଯାଏ । ଏହା ସହ ଶରୀରରେ ଥିବା ପୋଷାକ ତତ୍ତ୍ଵ ବନ୍ଦ ହୋଇଥାଏ ଯାହା ଫଳରେ ଶରୀରର ତାପମାତ୍ରା ୧.୫ ଡିଗ୍ରୀ ରୁ କମ ହେବାରେ ଲାଗିଥାଏ । ଏମିତି ମାନାଯାଏ କି ଏଭଳି ସ୍ଥିତି ହେଲେ ବ୍ଯକ୍ତିର ମୃତ୍ୟୁ ନିଶ୍ଚିନ୍ତ ଅଟେ ।

ମାନବ ଶରୀରରେ ସବୁଠାରୁ ଅଧିକ ଜୀବିତ ରହୁଥିବା ଅଙ୍ଗ ହେଉଛି କିଡନୀ । ମୃତ୍ୟୁ ପରେ ଆମ ଶରୀରର କିଡନି ୨୬ ଘଣ୍ଟା ଯାଏଁ ଜୀବିତ ରହିଥାଏ । ଏହା ପରେ ଲିଭର ୧୫ ଘଣ୍ଟା ଯାଏଁ ଜୀବିତ ରହିପାରେ । ଏହା ପରେ ଫୁସଫୁସ ମୃତ୍ୟୁ ପରେ ୮ ଘଣ୍ଟା ଯାଏଁ ଜୀବିତ ରହିପାରେ ।

ଏହିପରି ଭାବେ ଆମ ମସ୍ତିସ୍କ ମଧ୍ୟ ୨୦ ମିନିଟ ଯାଏଁ ଜୀବିତ ରହିଥାଏ । ଶେଷରେ ଆମ ହୃଦୟ ମୃତ୍ୟୁ ପରେ ୧୦ ମିନିଟ ଯାଏଁ ଜୀବିତ ରହିଥାଏ । ଏହା ବ୍ଯତୀତ ମୃତ୍ୟୁ ପରେ ଆମ ସ୍କିନ ୨୪ ଘଣ୍ଟାର ରୁ ଅଧିକ ସମୟ ଯାଏଁ ଜୀବିତ ରହିଥାଏ । ଶରୀରର କିଛି କୋସିକା ଏମାନଙ୍କୁ ଜୀବିତ ରଖିବାରେ କାମ କରିଥାଏ । ମୃତ୍ୟୁ ପରେ କେଶ ଓ ନଖ ମଧ୍ୟ ଲମ୍ବା ସମୟ ଯାଏଁ ଜୀବିତ ରହିଥାଏ । ଏହି କାରଣରୁ ମୃତ୍ୟୁ ପରେ ଏଗୁଡିକ ବଢିବାକୁ ଆଗିଥାଏ ।

ଏମିତିକି ମୃତ୍ୟୁ ପରେ କିଛି ଲୋକଙ୍କର ଦାଢି ଆପେ ଆପେ ବଢିବାର ଦେଖା ଯାଇଛି । ଯାହା ଏହି ପ୍ରକ୍ରିୟା କାରଣରୁ ବଢିଥାଏ । କିନ୍ତୁ ଏହା ସମସ୍ତଙ୍କ ସହ ହେବ ତାହା କହିବା ଭୁଲ ହେବ । ମୃତ୍ୟୁ ପରେ ମୂତ୍ରାଶୟ ମଧ୍ୟ ଜୀବିତ ରହିଥାଏ ଯାହା ଶରୀରରୁ ବାହାର କରିବା ପାଇଁ ଲାଗିଥାଏ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *