ମନୁଷ୍ୟ କେଉଁ କର୍ମ କଲେ, କେଉଁ ଜନ୍ମ ମିଳେ ? ଜାଣନ୍ତୁ ସଂପୂର୍ଣ୍ଣ ବିବରଣୀ

ବନ୍ଧୁଗଣ, ଆମ୍ଭ ହିନ୍ଦୁ ଧର୍ମର ପୁରାଣ ଶାସ୍ତ୍ର ରେ ଅନେକ ଭଲ ଭଲ କଥା ମାନ ଉଲ୍ଲେଖ ହୋଇଅଛି । ମାତ୍ର ଯଦି ଆପଣ କର୍ମ କରୁଛନ୍ତି ତେବେ ଆପଣଙ୍କ କର୍ମ କୁ ଠିକ ରଖନ୍ତୁ । କାରଣ ଆପଣଙ୍କ କର୍ମ ର ଫଳ ଆପଣଙ୍କୁ ଏହି ଜନ୍ମ ରେ ହିଁ ଭୋଗିବାକୁ ହୋଇଥାଏ । ଆପଣ ଯେଉଁଭଳି କର୍ମ କରିବେ ସେହିଭଳି ଫଳ ମଧ୍ୟ ପାଇବେ । ମାତ୍ର ଯଦି ଆପଣ ଚିନ୍ତା କରୁଛନ୍ତି ଯେ ଏହି ଜନ୍ମ ର କର୍ମଫଳ ଆର ଜନ୍ମ ରେ ପାଇବେ ତେବେ ତାହା ସଂପୂର୍ଣ୍ଣ ଭାବେ ଭୁଲ ଚିନ୍ତାଧାରା ଅଟେ ।

ଏଠି ନିମନ୍ତେ ଆପଣ ନିଜ କର୍ମ କୁ ଠିକ ରଖନ୍ତୁ । ଆଜି ଆମ୍ଭେ ଗରୁଡ ପୂରଣ ଅନୁଯାୟୀ କେଉଁ କର୍ମ କଲେ, ଯେଉଁ ଜନ୍ମ ପାଇବେ ? ତାହା ସମ୍ବନ୍ଧରେ ବିବରଣୀ ଦେବାକୁ ଯାଉଅଛୁ । ଆସନ୍ତୁ ଏବେ ଜାଣିନେବା ଏହି ମହତ୍ଵପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ୧- ଯଦି ଜଣେ ମନୁଷ୍ୟ ସନ୍ୟାସୀ ଗ୍ରହଣ କରୁଛନ୍ତି । ମାତ୍ର ସନ୍ୟାସୀ ହେବା ପରେ ପୁନ୍ନର୍ବାର ସ୍ତ୍ରୀ ସହିତ ସମ୍ପର୍କ ସ୍ଥାପନ କରେ ଅଥବା ଅନ୍ୟ ସ୍ତ୍ରୀ ସହିତ ସମ୍ଭୋବ କରେ ତେବେ ସେହି ପୁରୁଷ ବିଷ୍ଠା ରେ କୁର୍ମି ଜନ୍ମ ନେଇଥାଏ ।

୨- ଯେଉଁ ବ୍ୟକ୍ତି ସର୍ବଦା କଳି କରିବାକୁ ଭଲପାଏ । ଅର୍ଥାତ କାହା ସହିତ କଳି କଲେ ଜମା ଛାଡେନାହିଁ । ସେ ପର ଜନ୍ମ ରେ ବିରାଡି ଜନ୍ମ ହୋଇଥାଏ ।

୩- ଯେ ବିନା କାରଣରେ ସବୁବେଳେ ରାଉ ରାଉ ହୋଇଥାଏ, ତେବେ ସେ ପର ଜନ୍ମ ରେ କାଉ ଜନ୍ମ ନେଇଥାଏ ।

୪- ଯେଉଁ ବ୍ୟକ୍ତି ଅତ୍ୟନ୍ତ ଲୋଭୀ ପ୍ରକୃତିର ହୋଇଥାନ୍ତି, ସେମାନେ ପର ଜନ୍ମ ରେ ଛେଳି ହୋଇ ଜନ୍ମ ନେଇଥାନ୍ତି ।

୫- ଯେଉଁମାନେ ପର ନାରୀ ଅଥବା ପର ଧନ କୁ ମାଡି ବସିଥାନ୍ତି ସେମାନେ ପରଜନ୍ମ ରେ କଙ୍କଡା ହୋଇ ଜନ୍ମ ଗ୍ରହଣ କରିଥାନ୍ତି ।

୬- ଯେଉଁ ମାନେ ଅଖାଦ୍ୟ କୁ ଭୋଜନ ଭାବରେ ଗ୍ରହଣ କରିଥାନ୍ତି ସେମାନେ ପରଜନ୍ମ ରେ ଘୁଷୁରି ହୋଇ ଜନ୍ମଗ୍ରହଣ କରିଥାନ୍ତି ।

୭- ଯେଉଁମାନେ ହିଂସା ଆଚରଣ କରିବାକୁ ଭଲ ପାଇଥାନ୍ତି ସେମାନେ ପର ଜନ୍ମ ରେ କୁକୁର ଜନ୍ମ ନେଇଥାନ୍ତି ।

୮- ଯେଉଁମାନେ ଅତି ଜିଦଖୋର ସବୁବେଳେ ମାଲି ମୁକଦମା କରିବାକୁ ଚେଷ୍ଟା କରିଥାନ୍ତି ସେମାନେ ପର ଜନ୍ମ ରେ ମେଣ୍ଢା ଜନ୍ମ ନେଇଥାନ୍ତି ।

୯- ଯିଏ ବିନା ଦୋଷରେ ସବୁବେଳେ ଅନ୍ୟ କୁ ଦୋଷ ଦେଇ ଫଁ ଫଁ ହୋଇଥାଏ, ସେ ପର ଜନ୍ମ ରେ ସର୍ପ ଜନ୍ମ ନେଇଥାଏ ।

୧୦- ଯିଏ ପିତା ମାତା ଙ୍କୁ ଅଭାଷା କହିଥାଏ ସନମାନ ଦିଏ ନାହିଁ, ସେ ପର ଜନ୍ମ ରେ ମୁକ ହୋଇ ଜନ୍ମ ନେଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *