ବନ୍ଧୁଗଣ, ମଣିଷ ପାଖରେ ପଇସା କାହିଁକି ରୁହେ ନାହିଁ ? କେଉଁ କେଉଁ ଦୁ-ର୍ଗୁ-ଣ ଥିଲେ ମଣିଷ ପାଖରୁ ପଇସା ପଳେଇଯାଏ ? ପଇସା ଙ୍କୁ ଅନ୍ୟ ଅର୍ଥ ରେ ଲକ୍ଷ୍ମୀ କୁହାଯାଏ । ଏଣୁ ଲକ୍ଷ୍ମୀ ଙ୍କ ବାର ଗୁରୁବାର ରେ କଣ କଣ ପାଳନ କରିବା ଆବଶ୍ୟକ ମନେ ରଖନ୍ତୁ । ଗୁରୁବାରରେ ଚାଉଳ, ଖଇ, ଚୂଡା ଆଦି ଭାଯିବେ ନାହିଁ । ଆମିଷ ଭୋଜନ କରିବେ ନାହିଁ । ତୁଳା ଭିଡିବେ ନାହିଁ । ଲାଉ ରେ ଆମିଷ ମିଶାଇ ଭ-କ୍ଷ-ଣ କରିବେ ନାହିଁ । ଖଟର ଛାଇ ତଳେ ଶୋଇବେ ନାହିଁ ।
ଧ୍ୟାନ ରଖିବେ ଖାଇଲା ବେଳେ ଭାତ ହାତରୁ ଅର୍ଣ୍ଣ ତଳେ ପଡିଲେ ଧରିତ୍ରି କୋପ କରେ । ଧରିତ୍ରି ମାତା କୁହନ୍ତି ତୁ ଟ ନିଜେ ଖାଇଲୁ ମାତ୍ର ଅଇଁଠା ଟା ମତେ ଦଉଛୁ ତୁ ? ମୁଁ ଧରିତ୍ରୀ ମାତା ମତେ ଦଉଛୁ ତୁ ? ଏହିଭଳି ଭାବରେ ଧରିତ୍ରୀ ମାତା କୋପ କରିବେ । ମୁହଁ ନ ଧୋଇ ଯଦି ଭୋଜନ କରିବେ, ସଭା ରେ ବସି ମି-ଛ ଯଦି କହିବେ, ନିଦରୁ ଊଠି ମୁହଁ ଯଦି ନ ଧୋଇବେ, ବିନା ଆସନରେ ଭୂମିରେ ବସିବେ, ଅନ୍ଧାର ଘରେ ଭୋଜନ କରିବେ, ପିନ୍ଧାଲୁଗା କାନିରେ ବିଞ୍ଚି ହଉଥିବେ, ନଖ ମୁନରେ ଭୂମି ବି-ଦା-ଡି-ତ କରୁଥିବେ, ଯଦି ଗୁରୁଜନ ଙ୍କୁ ଭକ୍ତି କରିବେ ନାହିଁ ।
ସ୍ନାନ ପରେ ତୈଳ ଲାଉଥିବେ ଦେହରେ ଆଜିକାଲି ପ୍ରାୟ ସମସ୍ତେ ଏହା କରୁଛନ୍ତି, ତେବେ ମନୁଷ୍ୟ ର ଧନହୀନ ହୋଇଥାଏ । ଧନହାନି ଅର୍ଥାତ ମନୁଷ୍ୟ ପାଖରେ ଆଦୌ ଧନ ରହିବ ନାହିଁ । ଆପଣଙ୍କ ପାଖକୁ ଆସିବ ଯେଉଁଭଳି ସେଭଳି ପଳେଇଜିବ । ଏହି କାର୍ଯ୍ୟ ପ୍ରତି ଆପଣଙ୍କର ସ-ତ-ର୍କ-ତା ଅବଲମ୍ବନ କରିବା ଆବଶ୍ୟକ । ସାଧାରଣତ ଆମ୍ଭେ ଜଣା ଅଜାଣରେ ଅନେକ ଗୁଡିଏ ଭୁଲ କରିଥାଉ ।
ଏହାର ପରିଣାମ ଆମ୍ଭକୁ ଅନେକ ସମୟରେ ଭୋଗିବାକୁ ପଡିଥାଏ । ନାନା ପ୍ରକାରର ସମସ୍ୟା ର ସମୁଖୀନ ହେବାକୁ ପଡିଥାଏ । ଏହା ଆମ୍ଭ ପରିବାର ସଦସ୍ୟ ଙ୍କୁ ମଧ୍ୟ ବହୁତ କଷ୍ଟ ଦେଇଥାଏ । ଆମ୍ଭର ଛୋଟ ଛୋଟ ଭୁଲ ହିଁ ଆମ୍ଭ ଜୀବନରେ ବିଶାଳ ସମସ୍ୟା ନେଇ ଆସିଥାଏ । ଶାସ୍ତ୍ର ଅନୁଯାୟୀ ଏହି ବିଷୟ ବସ୍ତୁ ସମ୍ବନ୍ଧରେ ସଂପୂର୍ଣ୍ଣ ଭାବରେ ବର୍ଣ୍ଣନା କରାଯାଇଅଛି ।
ଯଦି ଆମ୍ଭେ ତାହାର ପାଳନ କରିବା ତେବେ ମଙ୍ଗଳ ହେବ । ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ