ନମସ୍କାର ବନ୍ଧୁଗଣ ଜୀବନରେ ଯଦି କିଛି ନିଶ୍ଚିତ ଅଛି କିମ୍ବା କିଛି ସତ୍ୟ ଥାଏ ତେବେ ତାହା ହେଉଛି ମୃ-ତ୍ୟୁ । ଅର୍ଥାତ ଯିଏ ବି ଜନ୍ମ ନେଇଛି ସେ ଦିନେ ନା ଦିନେ ନିଶ୍ଚୟ ମରିବ ।
କିନ୍ତୁ ମନୁଷ୍ୟ ଏହି ସତ୍ୟ କୁ ଜୀଵନ ଯାକ କେବେବି ସ୍ୱୀକାର କରି ନ ଥାଏ । ମୃ-ତ୍ୟୁ କୌଣସି ନା କୌଣସି ଦିନ ଅକସ୍ମାତ ଆସିବ ଭାବିବା ଭୁଲ । କାରଣ ହିନ୍ଦୁ ପୁରାଣରେ ଏହା ବର୍ଣ୍ଣିତ ଅଛି କି ମନୁଷ୍ୟ ମୃ-ତ୍ୟୁ ପୂର୍ବରୁ ତା ପାଖକୁ କିଛି ନା କିଛି ସଙ୍କେତ ମିଳି ଥାଏ । କିନ୍ତୁ ନିଜ ଅଜ୍ଞାନତା କାରଣରୁ ଏହାକୁ ବୁଝି ପାରି ନଥାଏ । ଆଜି ଆମେ ଶିବ ପୁରାଣରେ ମୃ-ତ୍ୟୁ ପୂର୍ବରୁ ଦେଖା ଯାଉଥିବା ଲକ୍ଷଣ ବିଷୟରେ ଆଲୋଚନା କରିବୁ ।
ତେବେ ଆସନ୍ତୁ ଜାଣିନେବା ସେହି ଲକ୍ଷଣ ଗୁଡିକ କଣ କଣ ଏବଂ କିପରି ସେହି ଲକ୍ଷଣ ଗୁଡିକୁ ଆମେ ଜାଣି ପାରିବା । ଗରୁଡ଼ ପୁରାଣରେ ମୃ-ତ୍ୟୁ ସମ୍ବନ୍ଧରେ କିଛି ସଙ୍କେତ କହିଛନ୍ତି । ସେହି ସଙ୍କେତ କୁ ବୁଝି କରି ଜାଣି ହେବ ଯେ କେଉଁ ବ୍ୟକ୍ତି ର ମୃ-ତ୍ୟୁ କେତେ ସମୟରେ ହୋଇଥାଏ । କୌଣସି ମଣିଷ ର ଶରୀର ଧଳା କିମ୍ବା ହଳଦିଆ ପଡ଼ିଯାଏ । ଉପରୁ କିଛି ଲାଲ ଦେଖାଯାଏ ତେବେ ମନୁଷ୍ୟ କୁ ଏହା ବୁଝି ଯିବାକୁ ପଡ଼ିବ କି ସେହି ମନୁଷ୍ୟ ର ନିକଟ ଅଛି ବୋଲି ।
ଏହା ଛଡା ଯେଉଁ ମଣିଷ ର ମୁହଁ,କାନ, ନାକ,ଆଖି ଏବଂ ଜିଭ ଠିକ ଭାବେ କାମ ନ କରେ ତେବେ ସେହି ମନୁଷ୍ୟ ର ମୃ-ତ୍ୟୁ ନିକଟ ଅଛି ବୋଲି ଜାଣିନେବା । ଯେଉଁ ମଣିଷ କୁ ଚନ୍ଦ୍ରମା କିମ୍ବା ସୂର୍ଯ୍ୟ ର ଆଖ ପାଖରେ ଚମକୁଥିବା ବଳୟ କଳା କିମ୍ବା ଲାଲ ଦେଖା ଯାଏ ତେବେ ସେହି ମନୁଷ୍ୟ ର ମୃ-ତ୍ୟୁ କିଛିଦିନ ଭିତରେ ହେବାକୁ ଯାଉଛି ।
ଯେବେ କୌଣସି ବ୍ୟକ୍ତି କୁ ତେଲ, ପାଣି, ଆଇନା ରେ ନିଜ ଚେହେରା ନ ଦେଖା ଯାଏ ଏବଂ ଆଇନା ରେ ନିଜର ବି-କୃ-ତ କିମ୍ବା ଅନ୍ୟ କାହାର ମୁହଁ ଦେଖା ଯାଏ ତେବେ ଏହା ମଧ୍ୟ ମୃ-ତ୍ୟୁ ର ସଙ୍କେତ । ତା ଛଡା ଯେଉଁ ମାନଙ୍କ ଶରୀର ରୁ ବହୁତ ଦୁର୍ଗନ୍ଧ ଆସିଥାଏ । ସେମାନଙ୍କ ର ମଧ୍ୟ ମୃ-ତ୍ୟୁ ନିକଟତର ଅଛି ବୋଲି ଜାଣିନେବା ଉଚିତ ।
ଏହା ଛଡା ପୁରାଣ ରେ ଏହା ମଧ୍ୟ କୁହାଯାଇଛି କି ଯେଉଁ ମନୁଷ୍ୟ ର ଛାଇ ତାର ସାଥ ଦିଏ ନାହିଁ କିମ୍ବା ବ୍ୟକ୍ତି କୁ ନିଜ ପୂର୍ବ ପୁରୁଷ ଙ୍କ ଦର୍ଶନ ହୁଏ ତେବେ ତାର ମୃ-ତ୍ୟୁ ମଧ୍ୟ ନିକଟ ହୋଇଥାଏ । ତେବେ ଯେଉଁ ମଣିଷ ଭଲ କର୍ମ କରିଥାଏ ତାକୁ ମୃ-ତ୍ୟୁ ପରେ ସ୍ୱର୍ଗ ପ୍ରାପ୍ତି ହୁଏ ଏବଂ ଯିଏ ଖରାପ କାମ କରିଥିବା ତାକୁ ମୃ-ତ୍ୟୁ ପରେ ନର୍କ ପ୍ରାପ୍ତି ହୋଇଥାଏ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।