ମଙ୍ଗଳବାର ଦିନ ଭୁଲରେ କେବେ ବି କିଣନ୍ତୁ ନାହିଁ ଏହି ୧ ଜିନିଷ ପୁରା ପରିବାର ହୋଇଥାଏ ବର୍ବାଦ, ଭୟଙ୍କର କଥା

ନମସ୍କାର ବନ୍ଧୁଗଣ । ଯେଉଁ ଲୋକ ମାନେ ପ୍ରଭୁ ଶ୍ରୀ ରାମ ଭକ୍ତ ହନୁମାନ ଙ୍କୁ ସତ୍ ମନରେ ମନି ଥାନ୍ତି, ସେମାନେ ଜାଣିଥାନ୍ତି କି ମଙ୍ଗଳବାର ଟି ହେଉଛି ହନୁମାନ ଜୀ ଙ୍କର ପ୍ରିୟ ବାର । ଯଦି ବନ୍ଧୁଗଣ ଆପଣ ପ୍ରଭୁ ଶ୍ରୀ ହନୁମାନ ଙ୍କର କୃପା ପାଇବାକୁ ଚାହୁଁଛନ୍ତି ତେବେ ଆପଣ ପ୍ରତ୍ଯେକ ମଙ୍ଗଳବାର ଦିନ ପ୍ରଭୁ ଶ୍ରୀ ହନୁମାନ ଙ୍କର ପୂଜାରଚନା ନିଶ୍ଚୟ କରନ୍ତୁ । ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ମଙ୍ଗଳ ବାର ଦିନ କିଛି କାମ କରାଯିବ ଉଚିତ ଓ କିଛି କାମ କରାଯିବା ଅନୁଚିତ ଅଟେ ।

କିନ୍ତୁ କିଛି ଲୋକ ଜଣା ବା ଅଜାଣତ ରେ ମଙ୍ଗଳ ବାର ଦିନ କିଛି ଏପରି କାର୍ଯ୍ୟ କରି ଦେଇଥାନ୍ତି, ଯେଉଁ କାରଣ ରୁ ସେମାନଙ୍କର ଜୀବନରେ ଦୁର୍ଭାଗ୍ୟ ଲାଗି ରହିଥାଏ । ବନ୍ଧୁଗଣ ପ୍ରତ୍ଯେକ ମଙ୍ଗଳ ବାର ଦିନ ଭଗବାନ ଶ୍ରୀ ରାମ ଚନ୍ଦ୍ର ଙ୍କର ମନ୍ଦିର ଯାଇ ପ୍ରଭୁ ଶ୍ରୀ ରାମ ଚନ୍ଦ୍ର ଭକ୍ତ ଶିରୋମଣି ହନୁମାନ ଓ ମାତା ସିତା ଙ୍କର ଦର୍ଶନ କରିବା ଦ୍ଵାରା ହନୁମାନ ଜୀ ଜୀବନ ର ସମସ୍ତ ଦୁଃଖ କଷ୍ଟ କୁ ଦୂର କରି ଜୀବନ ରେ ସବୁ ପ୍ରକାରର ସୁଖ ଶାନ୍ତି ଭରି ଦେଇଥାନ୍ତି ।

ଯଦି କେହି ମଙ୍ଗଳବାର ଦିନ ସକାଳେ ଖାଇବା ପୂର୍ବରୁ ହନୁମାନ ଚାଳିଶା ସବୁବେଳେ ପାଠ କରିଥାଏ, ତେବେ ସେହି ବ୍ୟକ୍ତି ର ଜୀବନରେ ଧନ ମାନ ସମ୍ମାନ ଓ ଐଶ୍ଵର୍ଯ୍ୟ ରେ ଭରି ଯାଇଥାଏ । ବନ୍ଧୁଗଣ ଯଦି ମଙ୍ଗଳବାର ଦିନ ଗାଈ କୁ ପୂଜା କରି ଗୁଡ ଖାଇବାକୁ ଦିଅନ୍ତି, ତେବେ ଆପଣଙ୍କ ଜୀବନରେ କୌଣସି ପ୍ରକାରର ମଙ୍ଗଳ ଗ୍ରହ ର ଦୋଷ ବା ପ୍ରଭାବ ରହେ ନାହିଁ । ତାହାଛଡା ବନ୍ଧୁଗଣ ମଙ୍ଗଳବାର ଦିନ ନାଲି ରଙ୍ଗର ପୋଷାକ ଧାରଣ କରିବା ଅତ୍ୟନ୍ତ ଶୁଭ ହୋଇଥାଏ ।

ବନ୍ଧୁଗଣ ମଙ୍ଗଳ ବାର ଦିନ କେବେ ଋଣ ଦେବା ବା ନେବା ଠିକ କଥା ହୋଇ ନଥାଏ । ମଙ୍ଗଳବାର ଦିନ ଋଣ ନେବା ଦ୍ଵାରା ନେଇଥିବା ଋଣ କେବେ ମଧ୍ୟ ଶୀଘ୍ର ସୁଝି ହୋଇ ନଥାଏ ଓ ଦେଇଥିବା ଋଣ ମଧ୍ୟ ଶୀଘ୍ର ମିଳି ପାରେ ନାହିଁ । ଦ୍ବିତୀୟରେ ମଙ୍ଗଳବାର ଦିନ କଳା ବସ୍ତ୍ର ପିନ୍ଧିବା ଦ୍ଵାରା ଶନି ଓ ମଙ୍ଗଳ ର କୁପ୍ରଭାବ ଜୀବନ ଉପରେ ପଡିଥାଏ । ତୃତୀୟରେ ମଙ୍ଗଳବାର ଦିନ ଘରକୁ କୌଣସି ପ୍ରକାରର ଲୁହା ବା ଧାରୁଆ ଜିନିଷ ଆଣିବା କଥା ନୁହେଁ । ଏହାଦ୍ବାରା ଘରକୁ ଦରିଦ୍ରତା ଆସି ଯାଇଥାଏ ।

ବନ୍ଧୁଗଣ ମଙ୍ଗଳବାର ଦିନ ଦାଢି, ନଖ, କେଶ ଆଦି କାଟିବା ଦ୍ଵାରା ଧନ ଓ ମାନ ହ୍ରାସ ପାଇଥାଏ ଓ ଘରକୁ ଦରିଦ୍ରତା ମଧ୍ୟ ଆସିଥାଏ । ବନ୍ଧୁଗଣ ମଙ୍ଗଳବାର ଦିନ ସୌନ୍ଦର୍ଜ୍ୟ କୁ ବଢାଉ ଥିବା ଭଳି କୌଣସି ଗହଣା ଆଦି କିଣିବା ଦ୍ଵାରା ବୈବାହିକ ସମ୍ବନ୍ଧ ମଧ୍ୟରେ ଫାଟ ସୃଷ୍ଟି ହୋଇଥାଏ ।

ବନ୍ଧୁଗଣ କୁହାଯାଇଥାଏ, ମନୁଷ୍ୟର କ୍ରୋଧ ହିଁ ମନୁଷ୍ୟର ବିନାଶର କାରଣ ହୋଇଥାଏ । ଯଦି ଆପଣ ମଙ୍ଗଳବାର ଦିନ ଆମିଷ ଆଦି ଭକ୍ଷଣ କରନ୍ତି, ତେବେ ଆପଣଙ୍କ କ୍ରୋଧ ଦିନ କୁ ଦିନ ବଢିଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଏହି ପୋଷ୍ଟ ଟି ଭଲ ଲାଗେ ତେବେ ଆପଣ ମାନେ ଆମର ଏହି ପେଜ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *