ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବା ଶୁଣିଥିବେ ମନ୍ଦିର ହେଉଛି ଆସ୍ଥା ର କେନ୍ଦ୍ର । ମନ୍ଦିର ଗଲେ ବ୍ୟକ୍ତି ଶାନ୍ତି ଓ ସନ୍ତୋଷ ଅନୁଭବ କରିଥାଏ । ଏହା ସହ ଆତ୍ମାକୁ ତୃପ୍ତି ମଧ୍ୟ ମିଳିଥାଏ । ମନ୍ଦିର ରେ ଥିବା ପ୍ରତେକ ବସ୍ତୁ ପେଜଟିଭ ଊର୍ଜା ସୃଷ୍ଟି କରିଥାଏ । କାରଣ ମନ୍ଦିର ରେ ହେଉଥିବା ଧୂପ, ଦୀପ କାରଣରୁ ପଜେଟିଭ ଊର୍ଜା ଅଧିକ ର୍ହାଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି କେଉଁ ଜିନିଷ ମନ୍ଦିର ରୁ ଆଣିଲେ ଜୀବନରେ ସୁଖ ସମୃଦ୍ଧି ଲାଭ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।
ପ୍ରଥମ କଥା ହେଉଛି ଯେଉଁ ଜିନିଷ ମନ୍ଦିର ରୁ ଆଣିବେ ପ୍ରଥମେ ପୂଜାରୀଙ୍କ ଅନୁମତି ନେବେ । ଏହି ସବୁ ଜିନିଷ ମନ୍ଦିର ରୁ ଆଣି ଘରେ ସ୍ଥାପନ କରିଲେ ଜୀବନରେ କେବେ କୌଣସି ଜିନିଷର ଅଭାବ ହେବ ନାହି । ସେହି ସମସ୍ଯା ଗ୍ରହ ନକ୍ଷତ୍ର ପୀଡା ହେଉ ବା ଚାକିରି ସମ୍ଭଧୀୟ ହେଉ ବା ବ୍ୟବସାୟ ଜନିତ ସମସ୍ଯା ହେଉ ସବୁ କିଛି ଦୂର ହୋଇଯିବ ।
୧- ଯଦି ଆପଣ ମନ୍ଦିର ଯାଇଛନ୍ତି ତେବେ ମନ୍ଦିର ଲାଗୁଥିବା ଧୂପକାଠି ର ଭସ୍ମ ଘରକୁ ଆଣି ଏହାକୁ ସିଂଚନ କରନ୍ତୁ । କାରଣ ଧୂପକାଠି ମନ୍ଦିର ରେ ଲାଗିବା କାରଣରୁ ପବିତ୍ର ହେବା ସହ ପଜେଟିଭ ଊର୍ଜା ରେ ଭରପୁର ରହିଥାଏ । ଏହାକୁ ଘରେ ଆଣି ସିଂଚନ କରିଲେ ମାତା ଲକ୍ଷ୍ମୀ ଙ୍କ ଆଗମନ ହୋଇଥାଏ ।
୨- ନଡିଆ : ମନ୍ଦିର ରେ ଯେଉଁ ନଡିଆ ଚଢାଯାଏ ଓ ସେଥିରେ ଲାଗିଥିବା କପଡା ତାକୁ ପୂଜାରୀଙ୍କୁ ଟଙ୍କା ଦେଇ ଆଣିଲେ ଶୁଭ ହୋଇଥାଏ । ଏହାକୁ ଘରକୁ ଆଣି ମୁଖ୍ୟ ଦ୍ଵାରା ରେ ବାନ୍ଧି ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ଘରେ ଥିବା ଖରାପ ଶକ୍ତି ର ବିନାଶ ହେବ । ଏହା ସହ ଘରେ ଅର୍ଣ୍ଣ ଓ ଧନଧାନ୍ୟ ରେ ଭରିଯିବ ।
୩- ଚନ୍ଦନ : ମନ୍ଦିର ରେ ବ୍ୟବହାର ହେଉଥିବା ଚନ୍ଦନ ବା ତିଳକ ଘରକୁ ଆଣନ୍ତୁ । ଏହାକୁ ମସ୍ତିସ ରେ ଲଗାଇଲେ ଭାଗ୍ୟ ପରିବର୍ତ୍ତନ ହୋଇଥାଏ । ଏହା ସହ ଘରୁ ବାହାରିବା ସମୟରେ ହେଉ ବା ପ୍ରତି ଦିନ ମନ୍ଦିର ର ଚନ୍ଦନ ମଥା ରେ ଲାଗିଲେ ସୁଖ ସମୃଦ୍ଧି ପ୍ରାପ୍ତ ହେବା ସହ ସବୁ କାର୍ଯ୍ୟରେ ସଫଳତା ଲାଭ ହୋଇଥାଏ ।
୫- ମନ୍ଦିର କୁ ମାସ କୁ ଥରେ ବା ୧୫ ଦିନରେ ଥରେ ଯାଇ କରି ହଳଦିଆ ବା ନାଲି ସୂତା ବାନ୍ଧିକି ଆସନ୍ତୁ । ଏହା ଦ୍ଵାରା ଆପଣଙ୍କ ଜୀବନରେ ଲାଗି ରହିଥିବା ସବୁ ସମସ୍ୟାର ନିବାରଣ ହେବ ।
ତେବେ ଏହି ସବୁ ସହଜ ଓ ସରଳ ଉପାୟ କରିବା ଦ୍ଵାରା ଜୀବନରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।