Health Tips- ପ୍ରତିଦିନ ସକାଳୁ ମହୁ ସହିତ ଏହାକୁ ଖାଆନ୍ତୁ, ଡାଇବେଟିସ, ଏସିଡିଟି, ଆସ୍ଥମା ଓ ଦୁର୍ବଳତା ପରି ସବୁ ପୁରୁଣା ରୋଗ ହେବ ଶେଷ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରକୃତିରୁ ମିଳୁଥିବା ସମସ୍ତ ତତ୍ଵର ଆମ ଶରୀର ପାଇଁ କିଛି ନା କିଛି ଅବଦାନ ରହିଛି । ତେଣୁ ସେହି ପ୍ରକୃତି ଦତ୍ତ ସାମଗ୍ରୀକୁ ନେଇ ଆଜି ଆପଣ ଏପରି ରେମିଡି ବିଷୟରେ ଜାଣିବାକୁ ପାଇବେ । ଯାହାର ସେବନ ଦ୍ଵାରା ଶରୀରକୁ ବହୁ ବିଦ୍ଧ ଉପକାର ମିଳିପାରିବ । ଏହି ରେମିଡି ପାଇଁ ପ୍ରଥମ ଜିନିଷଟି ହେଉଛି ମହୁ । ବନ୍ଧୁଗଣ ଆପଣ ସମସ୍ତେ ଜାଣିଥିବେ, ଏହା କିଜେ ମହୁ ଆମ ଶରୀର ପାଇଁ ବହୁତ ମାତ୍ରାରେ ସ୍ଵାସ୍ଥକର ପୋଷକ ତତ୍ଵଟିଏ ଅଟେ ।

ଏହାର ସେବନ ଦ୍ଵାରା ଶରୀରରେ ଅନେକ କିଛି ଫାଇଦା ହୋଇଥାଏ । ମହୁ ସହିତ ଆଉ ଏକ ଜିନିଷ ଅଛି । ଯାହାକୁ ମହୁ ସହିତ ମିଶାଇ ଖାଇବା ଦ୍ଵାରା ଏହାର ଫାଇଦା ଆହୁରି ଅଧିକ ବଢିଯିବ । ତେଣୁ ସେହି ଦିତୀୟ ସାମଗ୍ରୀଟି ହେଉଛି ଅଁଳା । ଆପଣ ମାନେ ଅଁଳାର ଗୁଣାବଳୀ ବିଷୟରେ ଆଗରୁ ନିଶ୍ଚିତ ଜାଣିଥିବେ । ଅଁଳା ମଧ୍ୟ ଶରୀରର କେତେ ଗୁଡିଏ ରୋଗ ବେମାରୀ ପାଇଁ ରାମବାଣ ଭଳି କାର୍ଯ୍ୟ କରିଥାଏ ।

ଏହି ରେମିଡିକୁ କରିବା କିଛି ଗୋଟା ଅଁଳାକୁ ନେଇ ତାକୁ ପାଣିରେ ପକାଇ କିଛି ସମୟ ପର୍ଯ୍ୟନ୍ତ ଗରମ ଫୁଟାଇ ଦିଅନ୍ତୁ । ତାପରେ ଅଁଳା ଟିକେ ନରମ ହୋଇସାରିଲା ପରେ ତାହାକୁ ଆଣି ଛୁରୀ ସାହାଜ୍ଯରେ ଟିକେ ଅଁଳାରେ କିଛି ଛେଦ ବା କଣା ସୃଷ୍ଟି କରନ୍ତୁ । ତାପରେ ସେହି ସବୁ ଅଁଳାକୁ ନେଇ ଏକ ଡବାରେ ରଖନ୍ତୁ । ସେହି ଡବାରେ ମହୁ ନେଇ ଢାଳନ୍ତୁ ।

ଯେପରି ସବୁ ତିକ ଅଁଳା ମହୁରେ ବୁଡିକି ରହିବ । ତାପରେ ଡବାର ଢକନକୁ ଟାଇଟ କରି ବନ୍ଦ କରି ଦିଅନ୍ତୁ । ପ୍ରଦିଦିନ ସକାଳୁ ସେଥିରୁ ଗୋଟିଏ ଲେଖାଏଁ ଅଁଳାର ସେବନ ଖାଲି ପେଟରେ କରନ୍ତୁ । ଯଦି ଅଁଳା ମିଳିବା ସମ୍ଭବପର ହେଉ ନାହିଁ । ତେବେ ଆପଣ ୧ ଚାମଚ ଅଁଳା ପାଉଡର ସହିତ ୧ ଚାମଚ ମହୁ ମିଶାଇ ମଧ୍ୟ ଖାଇପାରିବେ ।

ଏହାକୁ ଖାଇବା ଦ୍ଵାରା ଡାଇଜେସନ ପାୱାର ବହୁତ ଅଧିକ ଶକ୍ତିଶାଳୀ ହୋଇଯାଇଥାଏ । ଗ୍ଯାସ, ଏସିଡିଟି ଓ କୋଷ୍ଠକାଠିନ୍ୟ ଭଳି ସମସ୍ଯା ଗାୟବ ହୋଇଯାଇଥାଏ । ଏହା ସହିତ ଶରୀରର ବିଷାକ୍ତ ପଦାର୍ଥକୁ ଶରୀରରୁ କାଢି ଥାଏ । ଯାହା ଦ୍ଵାରା ଲିଭର ମଧ୍ୟ ସୁସ୍ଥ ରହିଥାଏ । ଏହାକୁ ଖାଇବା ଦ୍ଵାରା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢିଯାଇଥାଏ ।

ଯେଉଁ କାରଣରୁ ଋତୁ ଅନୁସାରେ ହେଉଥିବା ପରିବର୍ତ୍ତନ ଅନୁସାରେ ଶରୀରରେ ଥଣ୍ଡା, କାଶ ଓ ଜ୍ଵର ଭଳି ସମସ୍ଯା ଆସିନଥାଏ । ଏହା ସହିତ ଏହା କେଶ ଓ ସ୍କିନ ପାଇଁ ବହୁତ ଭଲ ଉପଚାର ହୋଇଥାଏ । ଶ୍ଵାସ ସମସ୍ଯା ଥିବା ଲୋକ ମାନେ ଏହାକୁ ଖାଇବା ଉଚିତ । ଏହି ଉପଚାରକୁ ୧ ମାସ ପର୍ଯ୍ୟନ୍ତ ଖାଇବା ଦ୍ଵାରା ଏହାର ଭଲ ପ୍ରଭାବ ଶରୀରରେ ଦେଖିବାକୁ ପାଇବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *