ନମସ୍କାର ବନ୍ଧୁଗଣ ତେବେ ସାଧାରଣତଃ ମହିଳା ମାନଙ୍କୁ ଘରର ଲକ୍ଷ୍ମୀ କୁହା ଯାଇଥାଏ ଏବଂ ସେମାନଙ୍କ ପୂଜା ମଧ୍ୟ କରା ଯାଇଥାଏ । ହିନ୍ଦୁ ପରିବାରରେ ଗୋଟିଏ ଝିଅ ର ଜନ୍ମ ହୋଇଥାଏ ତ କୁହାଯାଇଥାଏ ଯେ ଘରକୁ ଲକ୍ଷ୍ମୀ ଆସିଛନ୍ତି । ଏହା ବ୍ୟତୀତ ଯେତେବେଳେ ଝିଅ ବଡ ହୋଇଥାଏ ଏବଂ ତାହାର ବିବାହ ହୋଇଥାଏ ଏବଂ ଯେବେ ସେ ପ୍ରଥମ ଥର ନିମନ୍ତେ ଶଶୁର ଘରକୁ ଯାଇଥାଏ ତେବେ ଲୋକେ ସେ ସମୟରେ ମଧ୍ୟ କହିଥାନ୍ତି ଯେ ତାଙ୍କ ଘରକୁ ଲକ୍ଷ୍ମୀ ଆସିଛନ୍ତି । ଅର୍ଥାତ ସ୍ତ୍ରୀ ର ରୂପ କୁ ଦେବୀ ଙ୍କର ସଂଜ୍ଞା ଦିଆ ଯାଇଥାଏ।
ତେବେ ଚମକୁଥିବା ନଖ, ବହୁତ ମହିଳା ମାନଙ୍କ ନଖ ବହୁତ ସୁନ୍ଦର ହୋଇଥାଏ । ଯେଉଁ ମହିଳା ମାନଙ୍କ ଗୋଲାପ୍ପୀ ନଖ ରହିଥାଏ ସେହି ମହିଳା ମାନେ ଉତ୍ତମ ସ୍ୱାସ୍ଥ୍ୟ ତଥା ଉତ୍ତମ ଚରିତ୍ରବାନ ହୋଇଥାନ୍ତି । ଏମାନେ ନିଜ ସ୍ଵାମୀ ତଥା ପରିବାର ଉଭୟଙ୍କ ପରିବାର ଲୋକଙ୍କର ସୁଖ ଏବଂ ଦୁଖର ଯତ୍ନ ରଖିଥାନ୍ତି।
ତେବେ ଯେଉଁ ମାହିଳା ମାନଙ୍କର ମାଧ୍ୟମ ଆଙ୍ଗୁଠି ଅପେକ୍ଷାକୃତ ବଡ ହୋଇଥାଏ, ସେମାନେ ବହୁତ ଦୁର୍ଭାଗ୍ୟଶାଳୀ ହୋଇଥାନ୍ତି । ଏଭଳି ମହିଳା ସାଙ୍ଗରେ ବିବାହ କରିବା କରିବା ପୂର୍ବ ରୁ ଭାବି ବିଚାରୀ କରିବା ଉଚିତ । ଯେଉଁ ମହିଳା ମାନଙ୍କର ବାମ ଗାଲରେ କଳାଜାଇ ରହିଥାଏ ସେମାନେ ଖାଦ୍ୟ ଖାଇବାକୁ ବହୁତ ଭଲ ପାଇଥାନ୍ତି ।
ଏମାନେ ନିଜ ସମସ୍ତପରିବାର ଭଲ ଭାବରେ ଧ୍ୟାନ ରଖିଥାନ୍ତି । ଏମାନେ ବହୁତ ଭଲ ଖାଇବା ବନାଇଥାନ୍ତି ଯାହା ଫଳରେ ତାଙ୍କ ପରିବାର ଲୋକେ ବହୁତ ଖୁସି ହୋଇଥାନ୍ତି।ଏହା ସହ ଯେଉଁ ମହିଳା ମାନଙ୍କ ନାକ ଲମ୍ବା ହୋଇଥାଏ, ସେମାନେ ସମସ୍ତ ପ୍ରକାରର ପରିସ୍ଥିତି ର ସାମ୍ନା କରିଥାନ୍ତି । ଏହି ମହିଳା ମାନଙ୍କୁ ଖର୍ଚ୍ଚ କରିବାର ଆନନ୍ଦ ରହିଥାଏ । ମାତ୍ର ଏମାନଙ୍କ ଦ୍ଵାରା କରାଯାଇଥିବା ଖର୍ଚ୍ଚ କେବେ ମଧ୍ୟ ବେକାର ଯାଇନଥାଏ ।
ତେବେ ଲମ୍ବା ଅଙ୍ଗୁଳି, ଯେଉଁ ମହିଳା ମାନଙ୍କ ଆଙ୍ଗୁଳି ଲମ୍ବା ହୋଇଥାଏ ସେମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ସେମାନଙ୍କୁ ପାଠ ପଢିବା ତଥା ଲେଖିବାର ବହୁତ ସଉକ ରହିଥାଏ । ଏହିଭଳି ମହିଳା ବ୍ୟର୍ଥ ଖର୍ଚ୍ଚ କରି ନଥାନ୍ତି । ଏହିଭଳି ମହିଳାଙ୍କୁ ଯଦି ପଇସା ଦିଆଯାଏ ତେବେ ସେ ତାଙ୍କୁ ଦୁଇ ଗୁଣା କରିବାକୁ ଚେଷ୍ଟା କରିଥାନ୍ତି ।
ଏମାନଙ୍କ ପରିବାର ଏବଂ ସ୍ଵାମୀ ଏମାନଙ୍କ ଠାରୁ ସବୁବେଳେ ଖୁସି ରହିଥାନ୍ତି । ଗୋଲାପି ପାଦ, ଯେଉଁ ମହିଳା ମାନଙ୍କ ପାଦ ଗୋଲାପି ଏବଂ କୋମଳ ରହିଥାଏ, ଏବଂ ସଂପୂର୍ଣ୍ଣ ଭାବରେ ବିକଶିତ ରହିଥାଏ । ତେବେ ଏହିଭଳି ମହିଳା ନିଜ ପ୍ରେମୀ ତଥା ସ୍ଵାମୀ ଙ୍କୁ ବହୁତ ଖୁସି ରେ ରଖିଥାନ୍ତି । ଏହା ବ୍ୟତୀତ ଶାରୀରିକ ସମ୍ବନ୍ଧରେ ଏମାନଙ୍କ ରୁଚି ଏହି ପ୍ରକାର ହୋଇଥାଏ ଯେ, ତାଙ୍କ ପାର୍ଟନର ସବୁବେଳେ ତାଙ୍କ ନିକଟତର ହୋଇ ରହିବାକୁ ଭଲ ପାଇଥାନ୍ତି ।
ତେବେ ଯେଉଁ ମହିଳାଙ୍କ ମୁହଁ ନିଜ ବାପାଙ୍କ ଭଳି ହୋଇଥାଏ ସେମାନେ ନିଜ ଜୀବନରେ ସବୁକିଛି ପାଇଥାନ୍ତି ଏବଂ ଖୁବ ଭାଗ୍ୟଶାଳୀ ମଧ୍ୟ ହୋଇଥାନ୍ତି। ତେବେ ଯେଉଁ ମହିଳାଙ୍କ ପଛ ବଡ଼ ହୋଇଥାଏ ସେମାନେ ଶୀଘ୍ର ସନ୍ତାନ ର ସୁଖ ଲାଭ କରିଥାନ୍ତି । ବୈଜ୍ଞାନିକ ଦୃଷ୍ଟି କୋଣରୁ ଦେଖିଲେ ବିବାହ ପରେ ସମ୍ବନ୍ଧ ବନେଇବା ଦ୍ଵାରା ମହିଳାଙ୍କ ଶରୀରରେ ଏକ ପ୍ରକାରର ହରମୋନ ବିକଶିତ ହୋଇଥାଏ । ଯେଉଁ କାରଣରୁ ସେମାନଙ୍କ ପଛ ଭାଗ ବଡ ହୋଇଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।