ଯୋନିରେ ଇନଫେକ୍ସନ କାହିଁକି ହୋଇଥାଏ ? ଜାଣନ୍ତୁ ଏହାର କାରଣ ଓ ଉପଚାର !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବ୍ୟକ୍ତିର ଶରୀରରେ ବହୁତ ଗୁଡିଏ ଆଭ୍ୟନ୍ତରୀଣ ଅଙ୍ଗ ରହିଥାଏ । ସେହି ସମସ୍ତ ଅଙ୍ଗର ସ୍ଵତନ୍ତ୍ର କିଛି କାର୍ଯ୍ୟ ରହିଥାଏ । ସେହି ଅଙ୍ଗ ମଧ୍ୟରୁ କେତୋଟି ଅଙ୍ଗକୁ ନେଇ UTI ବା ୟୁରିନାରୀ ଟ୍ରାକ ଗଠିତ ହୋଇଥାଏ । ଯେଉଁଥିରେ ଶରୀରର ପ୍ରମୁଖ ଅଙ୍ଗ କିଡ୍ନୀ ମଧ୍ୟ ରହିଥାଏ । ୟୁରିନ ଟ୍ରାକରେ କୌଣସି ଇନଫେକସନ ହେଲେ ୟୁରିନ ଇନଫେକସନ ହେବାର ସମ୍ଭାବନା ବଢିଯାଇଥାଏ ।

ତେଣୁ ଆଜି ୟୁରିନାରୀ ଟ୍ରାକ ସହ କିଡ୍ନୀର କଣ ସଂଯୋଗ ରହିଥାଏ । ସେହି ବିଷୟରେ ଆଲୋଚନା କରିବା । ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଠାରେ ଅଧିକ ୟୁରିନ ଇନଫେକସନ ହୋଇଥାଏ । କାରଣ ମହିଳାଙ୍କର ୟୂରେଥ୍ରା ପୁରୁଷଙ୍କ ତୁଳନାରେ ଛୋଟ ହୋଇଥାଏ । ଏହି କାରଣରୁ ବ୍ୟକେଟେରିଆ ବହୁତ ଶୀଘ୍ର ବ୍ଳାଡରରେ ପହଞ୍ଚିଥାଏ ।

ଯେହେତୁ ଏହିଠାରେ ଆଦ୍ରତା ଥାଏ, ତେଣୁ ଏଠାରେ ବ୍ୟାକ୍ଟେରିଆ ବହୁତ ଶୀଘ୍ର ବ୍ଯାପିଯାଇଥାଏ । ବହୁତ ମହିଳାଙ୍କର ବିବାହ ପରେ ପରେ ୟୁରିନାରୀ ଇନଫେକସନ ହେବାର ସମ୍ଭାବନା ବହୁତ ମାତ୍ରାରେ ବଢି ଯାଇଥାଏ । ଯେଉଁ ମହିଳା ମାନେ  ଭଯାଇନାଲ ପାର୍ଟରେ କୌଣସି ପ୍ରକାର ଟାଲ୍କମ ପାଉଡର ବା ପର୍ଫ୍ଯୁମର ବ୍ୟବହାର କରିଥାନ୍ତି ।

ଡାକ୍ତରଙ୍କର କହିବା ଅନୁସାରେ ଏଭଳି ଭୁଲ ମହିଳାଙ୍କୁ ଜମାରୁ ବି କରିବା ଉଚିତ ହୋଇନଥାଏ । କାରଣ ଏପରି କିଛି ଟାଲ୍କମର ଭଯାଇନାଲର ପାର୍ଟରେ ପ୍ରୟୋଗ ଦ୍ଵାରା ମହିଳାଙ୍କ ଠାରେ ଓଭାରିଆନ କ୍ୟାନ୍ସର ହେବାର ସୂଚନା ମିଳୁଛି । ବହୁତ ମହିଳାଙ୍କ ଠାରେ ଏହି କ୍ୟାନ୍ସର ହେବାର ସମ୍ଭାବନା ମଧ୍ୟ ଧୀରେ ଧୀରେ ବଢୁଛି । ତେଣୁ ଭଯାଇନାଲ ପାର୍ଟରେ ଡାକ୍ତରଙ୍କର ବିନା ପରାମର୍ଶରେ କୌଣସି ପାଉଡର କିମ୍ବା ପର୍ଫ୍ଯୁମ ପ୍ରୟୋଗ କରିବା ଅନୁଚିତ ।

ୟୁରିନାରୀ ଟ୍ରାକର ସମସ୍ଯାକୁ ସିରିଏସ ନେଇ ଏହାର ସଠିକ ଚିକିତ୍ସା କରିବା ଉଚିତ । କାରଣ UTI ର ସଂଯୋଗ କିଡ୍ନୀ ସହିତ ରହିଥାଏ । ବ୍ୟକ୍ତିର ବ୍ଲଡ଼ପ୍ରେସରକୁ ନିୟନ୍ତ୍ରଣ କରି ରଖିବାରେ ହାର୍ଟ ପରେ କିଡ୍ନୀର ହିଁ ଭୂମିକା ରହିଥାଏ । କିଡ୍ନୀରେ ରକ୍ତର ପରିଷ୍କରଣ କରାଯାଇ ସେଥିରେ ଥିବା ଅଦରକାରୀ ପଦାର୍ଥ ଶରୀରରୁ ମୁତ୍ର ଆକାରରେ ବାହାରିଥାଏ ।

ଯେତେବେଳେ କିଡ୍ନୀରେ କୌଣସି କାରଣରୁ ବ୍ଲଡ଼ର ଠିକ ଭାବରେ ଫିଲ୍ଟର ନହୋଇ ପରିସ୍ରା ହେବାରେ ଅସୁବିଧା ଆସିଥାଏ । ସେତେବେଳେ ଏହାର ବ୍ଲଡ଼ପ୍ରେସରକୁ ବଢାଇଦେଇଥାଏ । ଯେତେବେଳେ କିଡ୍ନୀର କାର୍ଯ୍ୟକାରୀ ଦକ୍ଷତା କମିଯିବା କାରଣରୁ ବ୍ଲଡ଼ ଠିକ ସେ ଫିଲ୍ଟର ହୋଇପାରିନଥାଏ । ତେବେ କିଡ୍ନୀ ନିଜ ଉପରେ ଅଧିକ ପ୍ରେସର ପକାଇ ନିଜର ପ୍ରକ୍ରିୟା ଚାଲୁରଖିଥାଏ ।

ଯାହା ଦ୍ଵାରା କିଡ୍ନୀ ଅଧିକ ଡାମେଜ ହେବାର ମଧ୍ୟ ସମ୍ଭାବନା ରହିଥାଏ । ତେଣୁ ବ୍ୟକ୍ତିର ୟୁରିନାରୀ ଟ୍ରାକ ଜନିତ କିଛି ବି ସମସ୍ଯାକୁ ଅଣଦେଖାନକରି ଡାକ୍ତରଙ୍କର ପରାମର୍ଶ ନେବା ଉଚିତ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍,କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *