ମହିଳାମାନେ ରାତିରେ ଶୋଇବା ପୂର୍ବରୁ ନିଶ୍ଚୟ କରନ୍ତୁ ଏହି 1 କାମ, କେବେ ବି ହେବ ନାହିଁ ଧନର ଅଭାବ- Vastu Tips

ନମସ୍କାର ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ରେ ବହୁତ ଗୁଡିକ୍ ନିୟମ ରହିଛି ଏହି ସବୁ ନିୟମ ଆମ ଧର୍ମ ଗ୍ରନ୍ଥ ମଧ୍ୟ କୁହନ୍ତି । ଆମ ଦେଶରେ ମହିଳା ମାନଙ୍କୁ ଘରର ଲକ୍ଷ୍ମୀ ବୋଲି କୁହାଯାଏ । ସେମାନଙ୍କ ର ସମ୍ମାନ କରିବା ଉଚିତ ।

ଘରର ସମସ୍ତ ଦାୟିତ୍ୱ ମହିଳା ମାନଙ୍କ ହାତରେ ରହିଥାଏ । ମାନ୍ୟତା ରହିଛି କି ଯେଉଁ ଘରେ ମହିଳା ମାନଙ୍କ ସମ୍ମାନ ନ ହୋଇଥାଏ ସେହି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ ସେ ଘରେ ସର୍ଵଦା ଧନ ର ଅଭାବ ମଧ୍ୟ ଦେଖାଯାଏ ।

ମହିଳା ମାନଙ୍କ ଦ୍ୱାରା ହୋଇ ଥିବା ଛୋଟ ଛୋଟ କାମ ପୁରା ପରିବାର ଉପରେ ପ୍ରଭାବ ପକାଇଥାଏ । ଆଜି ଆମେ ବାସ୍ତୁ ଶାସ୍ତ୍ର ଅନୁସାରେ ରାତିରେ ଶୋଇବା ପୂର୍ବରୁ କଣ ସବୁ କରି ନେବା ଉଚିତ ତାହାର ଏକ ନିୟମ ଆମେ ଆଜି ଆଲୋଚନା କରିବୁ । ତେବେ ଆସନ୍ତୁ ଜାଣିନେବା ସେହି ସବୁ କଥା ଗୁଡିକ କଣ କଣ ।

୧- ପ୍ରଥମ ରେ ହେଉଛି ମହିଳା ମାନେ ସନ୍ଧ୍ୟା ସମୟରେ କିଏ ବି କେମିତି ବି ଆସୁ ଯାହା ମାଗୁ କିନ୍ତୁ ଆପଣ ଦହି,କ୍ଷୀର, ଲୁଣ, ରସୁଣ, ପିଆଜ,କେବେବି ଦେବା ଉଚିତ ନୁହେଁ । କ୍ଷୀର ଦହି ଦ୍ୱାରା ଆମ କୁଣ୍ଡଳି ର ଚନ୍ଦ୍ରମା ଗ୍ରହ ପ୍ରଭାବିତ ହୋଇ ଥାଏ । ଏହା ଆମ ମନ ର ସୁଖ ଶାନ୍ତି ହୋଇ ଥାଏ । ତେଣୁ ଏହାକୁ ଦାନ କରିବାଉଚିତ ନୁହେଁ ।

୨- ଦ୍ୱିତୀୟ ରେ ହେଉଛି ସନ୍ଧ୍ୟା ହେଲା ପରେ କେବେବି ଘର ଝାଡୁ କରିବା ଉଚିତ ନୁହେଁ । ଏଠି ସେଠି କିମ୍ବା ଖୋଲା ରେ ରଖନ୍ତୁ ନାହିଁ । ଝାଡୁ କୁ ଦକ୍ଷିଣ ପଶ୍ଚିମ ଦିଗ ରେ ହିଁ ରଖିବା ଉଚିତ । ଏହା ଦ୍ୱାରା ସୁଖ ସମୃଦ୍ଧି ବଜାୟ ରହିଥାଏ । ଏଵଂ ଝାଡୁ କୁ ଅଗଣା ରେ କିମ୍ବା ଛାତ ରେ କିମ୍ବା କୌଣସି ଖୋଲା ସ୍ଥାନରେ ରଖିବା ଉଚିତ ନୁହେଁ ।

୩- ତୃତୀୟ ଟି ହେଉଛି ମହିଳା ମାନେ କେବେବି ରାତି ସମୟରେ ନିଜ କେଶ କୁ ଖୋଲା ନ ରଖି ଶୋଇବା ଉଚିତ । କେଶ ଖୋଲା ରଖିବା ଦ୍ୱାରା ନକରାତ୍ମକ ଶକ୍ତି ଆକର୍ଷିତ ହୋଇଥାଏ । ଦୁଃଖ କଷ୍ଟ ଲାଗି ରହିଥାଏ । ତେଣୁ ସର୍ଵଦା କେଶକୁ ବାନ୍ଧି ଶୋଇବା ଉଚିତ ।

୪- ଚତୁର୍ଥ ରେ ହେଉଛି ରାତିରେ ଖାଇବା ବନେଇବା ପରେ ସଫା ସୁତୁରା କରିବା ପରେ । ଗ୍ୟାସ ଚୁଲା ବନ୍ଦ କରିବା ପରେ ଟିକେ କ୍ଷୀର ପକାଇ ଦେବା ଉଚିତ ନଚେତ ଅଟା ଚକଟିଲା ବେଳେ ଟିକେ କ୍ଷୀର ପକାଇ ଚକଟିବା । ଏହାର ସୁଗନ୍ଧ ରେ ଘରେ ସକରାତ୍ମକ ବାତାବରଣ ହୋଇ ଥାଏ । ମନ ଶୁଦ୍ଧ ରୁହେ ମାତା ଲକ୍ଷ୍ମୀ ମଧ୍ୟ ଖିସି ହୁଅନ୍ତି ।

୫- ପଞ୍ଚମ ରେ ହେଉଛି ଶୋଇବା ପୂର୍ବରୁ ଆପଣ ଏକ ପାତ୍ର ରେ ପାଣି ରଖନ୍ତୁ । ସକାଳେ ତାକୁ କୌଣସି ଗଛ ମୂଳରେ ଦେଇ ଦିଅନ୍ତି । ଏଭଳି କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବଢିଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *