ମହିଳା ମାନେ ମରିଗଲେ ବି ପିନ୍ଧନ୍ତୁ ନାହିଁ 5 ଟି ଜିନିଷ ସ୍ଵାମୀ ହେବେ କାଙ୍ଗାଳ 

ନମସ୍କାର ବନ୍ଧୁଗଣ , ବିବାହ ବନ୍ଧନ ହେଉଛି ସବୁଠାରୁ ପବିତ୍ର ଓ ଶ୍ରେଷ୍ଟ ବନ୍ଧନ । ପ୍ରାଚୀନ କାଳ ରୁ କୁହାଯାଇ ଆସୁଛି ଯେ ସ୍ଵାମୀ ସ୍ତ୍ରୀଙ୍କ ବନ୍ଧନକୁ ସ୍ଵର୍ଗ ରୁ ନିର୍ଣ୍ଣୟ ହୋଇ  ପୃଥିବୀ ପୁଷ୍ଟ କୁ ଆସିଥାଏ ।  ଯାହାକୁ ଏହି ଧାରା ପୁଷ୍ଟରେ ବିବାହ ବନ୍ଧନ ରେ ଦୁଇ ହିଁଙ୍କୁ ଏକାଠି କରିଥାଏ । ବିବାହ ପରେ ଦୁଇ ଜଣ ଜନ୍ମ ଜନ୍ମାନ୍ତର ପାଇଁ ଏକାଠି ହୋଇଯାଇଥାନ୍ତି । ବିବାହ ପରେ ଉଭୟଙ୍କ କାର୍ଯ୍ୟ ତାଙ୍କ ଜୀବନକୁ ପ୍ରଭାବିତ କରିଥାଏ ।

ସ୍ତ୍ରୀ ଯେଉଁ ସବୁ କାମ କରିଥାଏ ତାହାର ଭଲ ଓ ମନ୍ଦ ପରିଣାମ ସ୍ଵାମୀ ଉପରେ ପଡିଥାଏ । ସ୍ତ୍ରୀମାନଙ୍କ ଦ୍ଵାରା ହୋଇଥିବା ଭୁଲ କାମର ଭାର ସ୍ଵାମୀ କୁ ଭୋଗିବାକୁ ପଡିଥାଏ । ପତ୍ନୀ ପିନ୍ଧିଥିବା କିଛି ଗୁଡାଏ ଜିନିଷ ସ୍ଵାମୀକୁ କାଙ୍ଗାଳ କରିଥାଏ । ଆଜି ଆମେ ଆପଣମାନଙ୍କୁ କହିବୁ ଯେ ସ୍ତ୍ରୀମାନେ  ମରିଗଲେ ପଛେ ପିନ୍ଧିବେ   ନାହିଁ ଏହି 5 ଟି ଜିନିଷ  । ଜ୍ୟୋତିଷ ଶାସ୍ତ୍ରରେ ସ୍ତ୍ରୀମାନଙ୍କ ଅଳଙ୍କାର କୁ ବହୁତ ମାନ୍ୟତା ଦିଆଯାଇଥାଏ ।

ତହି ମଧ୍ୟରୁ କିଛି ଗୁଡାଏ ଅଳଙ୍କାର କୁ ଭୁଲ ବା ଅଶୁଭ ମାନା ଯାଇଥାଏ । ଆସନ୍ତୁ ଜାଣିବା ସେହି ସବୁ ଅଳଙ୍କାର ଗୁଡିକ କଣ ଯାହା ସ୍ଵାମୀକୁ କରିଦେଇଥାଏ କାଙ୍ଗାଳ  । 1- ସୁନାରେ ନିର୍ମିତ ଗ୍ରହଣା ପ୍ରତ୍ୟେକ ବିବାହିତ ମହିଳା ଧାରଣ କରିଥାଏ ଓ ଏହା ଶୁଭ ହୋଇଥାଏ । ମାତ୍ର ସୁନା ରେ ନିର୍ମିତ ପାଉଜି ପିନ୍ଧିବା ଅଶୁଭ ହୋଇଥାଏ । ଏହାକୁ ପିନ୍ଧିବା ଦ୍ଵାରା ପରିବାରରେ କ୍ଷତି , ଧନର ଅଭାବ , କଳି ଝଗଡା ଆଦି ଦେଖାଯାଇଥାଏ ।

 

2- ଆଧୁନିକ ଯୁଗରେ ଲୋକମାନେ ଧଳା ରଙ୍ଗ ର ଶାଢୀ , ବସ୍ତ୍ର ଆଦି ସମାଜରେ ସ୍ଟାଇଲ ରଖିବା ପାଇଁ ଧଳା ରଙ୍ଗ ର ବସ୍ତ୍ର ପରିଧାନ କରନ୍ତି । ମାତ୍ର ଶାସ୍ତ୍ର ଅନୁସାରେ ଏହା ଅନୁଚିତ୍ ଏହା ର ଅର୍ଥ ଯେ ସ୍ତ୍ରୀ ସ୍ଵାମୀ ର ମୃତ୍ୟୁ କୁ ଆମନ୍ତ୍ରଣ କରିଥାଏ । ଆମ ଶାସ୍ତ୍ର ରେ ବିଧବା ମହିଳାମାନଙ୍କୁ ହିଁ ଧଳା ବସ୍ତ୍ର ପିନ୍ଧିବା ର ନିୟମ ରହିଛି ।  3- ସ୍ମାର୍ଟ ଯୁଗରେ ସ୍ତ୍ରୀମାନେ ମଙ୍ଗଳସୂତ୍ର କୁ ବେକ ର ଧାରଣ ନ କରି ଗଳାରେ ପରିଧାନ କରିଥାନ୍ତି ।

ମାତ୍ର ଏହା ଅଶୁଭ କାରଣ ଶାସ୍ତ୍ର ନିୟମ ଅନୁଯାୟୀ ବେକରେ ଧାରଣ କରିବା ଉଚିତ୍ । ନଚେତ୍ ସ୍ଵାମୀଙ୍କ ପ୍ରାଣ ଉପରକୁ ଅମଙ୍ଗଳ ଘଟିବାର ସମ୍ଭବନା ରହିଥାଏ । 4- ବିବାହ ପରେ ପ୍ରତ୍ୟେକ ନାରୀମାନେ ସିନ୍ଦୂର  ଲଗେଇଥାନ୍ତି ଓ ଏହା ସ୍ଵାମୀର ଦୀର୍ଘାୟୁ ଓ ସୁସ୍ଥ ଜୀବନ ପାଇଁ କରନ୍ତି । ମାତ୍ର ଆଜି କାଲିର ମହିଳାମାନେ ଚାକିରୀ ଓ ବ୍ୟସ୍ତ ଜୀବନ ଶୈଳୀ କୁ ଅପେଣାଇ ଲଗାଉ ନାହାନ୍ତି ।

ଆଉ କିଛି ଲୋକମାନେ ଲାଲୀ ରଙ୍ଗର ସିନ୍ଦୂର ବଦଳରେ ଅନ୍ୟାନ ରଙ୍ଗ ର ସିନ୍ଦୂର ପରିଧାନ କରିଥାନ୍ତି । ତେଣୁ ଆପଣମାନଙ୍କୁ ଏହି ସବୁ ଜିନିଷ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ , କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *