ବନ୍ଧୁଗଣ, ଘରେ ପୋଛା ଲଗାଉଥିବା ପାଣିରେ ମିଶାଇ ଦିଅନ୍ତୁ ନିମ୍ବ ପତ୍ର ଏହାଦ୍ଵାରା ଆପଣଙ୍କ ଘରେ ମାତାରାଣୀ ଙ୍କ ଆଗମନ ହୋଇଥାଏ । ଏହି ସମୟରେ ଭୁଲରେ ମଧ୍ୟ ପୋଛା ଲଗାନ୍ତୁ ନାହିଁ । ଧନ ର ଦେବୀ ମହା ଲକ୍ଷ୍ମୀ ଙ୍କ ବାସ ସେହି ଘରେ ହୋଇଥାଏ ଯେଉଁଘରେ ପୋଛା ଲଗାଉଥିବା ବେଳେ ଏହି ସବୁ କଥାର ଧ୍ୟାନ ରହିଥାଏ । ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ ଘରେ ପୋଛା ଲଗାଉଥିବା ସମୟରେ କେଉଁ କେଉଁ କଥା ପ୍ରତି ଧ୍ୟାନ ଦେବା ଉଚିତ । ଏବଂ ଏଭଳି କେଉଁ କାର୍ଯ୍ୟ କରିବା ଯାହା ଦ୍ଵାରା ଗୃହ କୁ ଧନ ଆସିବାର ସ୍ରୋତ ବନୁଥିବ ।
କିଛି ଲୋକ ପୋଛା ଲଗାଉଥିବା ସମୟରେ ଏଭଳି କିଛି ଭୁଲ କାର୍ଯ୍ୟ କରିଥାନ୍ତି ଜାହାଦ୍ଵାରା ଗରିବୀ ନିଜ ବାସ ବନାଇଥାଏ । ଏଥିପାଇଁ ପୋଛା ଲଗାଉଥିବା ସମୟରେ ଏଭଳି କିଛି ଜିନିଷ ପାଣିରେ ପକାଇ ପୋଛନ୍ତୁ ଯାହା ଫଳରେ ଘରେ ଧନ ର ବର୍ଷା ହେବ । ବାସ୍ତୁ ଅନୁସାରେ ଯଦି ଆପଣ ନିଜ ଘରେ ପୋଛା ଲଗାଉଛନ୍ତି ତେବେ ଦି ପହରର ୧୨ ଘଟିକା ସମୟରେ ଲଗାନ୍ତୁ ନାହିଁ ।
ଏହି ସମୟ ସଫା ସୁତରା ନିମନ୍ତେ ଉଚିତ ମାନା ଯାଇନଥାଏ । ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ଘରେ ଧନର ପ୍ରାପ୍ତି ହେଉ ଏବଂ ମାତା ଲକ୍ଷ୍ମୀ ଙ୍କ ବାସ ହେଉ ତେବେ ଆପଣ ସକାଳ ସମୟରେ ଘରେ ପୋଛା ଲଗାନ୍ତୁ । ଏଭଳି କରିବା ଦ୍ଵାରା ସକାରତ୍ମକ ପରିଣାମ ମିଳିଥାଏ । ଏହା ଉତ୍ତମ ସ୍ରୋତ ମଧ୍ୟ ବନିଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ସକାଳେ ଧନ ର ଦେବୀ ମାତା ଲକ୍ଷ୍ମୀ ଙ୍କ ଆଗମନ ହୋଇଥାଏ । ଏଣୁ ଆପଣ ସକାଳେ ଘରର ସଫା ସୁତରା କରନ୍ତୁ ।
ଆପଣ ନିମ୍ବ ପତ୍ର ନେଇ ପାଣିରେ ପକାଇ ଫୁଟାନ୍ତୁ । ଏହାପରେ ସେହି ପାଣି କୁ ନେଇ ପୋଛା ଲଗାଉଥିବା ବାଲ୍ଟି ରେ ପକାଇ ପୋଛା ଲଗାନ୍ତୁ ଆପଣ ଦେଖିବେ ଆପଣଙ୍କ ସମସ୍ତ ସମସ୍ୟା ଦୂର ହେବା ସହିତ ଆପଣଙ୍କ ଘରକୁ ମାତା ଲକ୍ଷ୍ମୀ ଙ୍କ ବାସ ହେବ । ଏହିଭଳି ଆପଣ ସପ୍ତାହ କୁ ୨ ଥର ପୋଛା ଲଗାନ୍ତୁ । ଏହାଦ୍ଵାରା ଆପଣଙ୍କ ଘରୁ ସମସ୍ତ ରୋଗବ୍ୟାଧି ମଧ୍ୟ ଦୂର ହୋଇଯିବ ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ