ମହିଳା ମାନେ ଅଧିକ ସମ୍ବଦ୍ଧ ବନାଇଲେ ମୋଟା ହୋଇଯାଇଥାନ୍ତି କାହିଁକି ? ବିବାହିତା ମହିଳା ଚୁପଚାପ ଜାଣିନିଅନ୍ତୁ…

ବନ୍ଧୁଗଣ ପୁରୁଷ ଓ ନାରୀଙ୍କର ଏକ ନିର୍ଦ୍ଧିଷ୍ଟ ସମୟ ପରେ ପରେ ଶାରୀରିକ ସମ୍ପର୍କ ରଖିବାକୁ ଇଛା କରିଥାନ୍ତି । ସମ୍ବନ୍ଧ ରଖିବା ହେଉଛି ବ୍ୟକ୍ତି ପାଇଁ ଏକ ସାଧାରଣ କଥା । ପୁରାତନ କାଳରେ ଲୋକ ମାନେ ବିବାହ ପରେ ସମ୍ବନ୍ଧ ରଖିବାର ନିୟମ ଥିଲା । କିନ୍ତୁ ଆଜିକାଲି ସମୟରେ ଯୁବ ପିଢୀ ମାନେ ବିବାହ ପୂର୍ବରୁ ହିଁ ଏହିସବୁ କଥା ପ୍ରତି ବେଶୀ ଆଗ୍ରହୀ ରହୁଥିବାର ଜଣାପଡୁଛି । ଶାରୀରିକ ସମ୍ବନ୍ଧ ରଖିବା ଫଳରେ ଶରୀରରେ ଅନେକ ଲାଭ ହୋଇଥାଏ ।

ସୂଚନା ଅନୁସାରେ ସମ୍ବନ୍ଧ ରଖିବା ଦ୍ଵାରା ନାରୀ ମାନେ ଦେଖିବାକୁ ବହୁତ ସୁନ୍ଦର ହୋଇବା ସହ ତାଙ୍କ ଚେହେରାରେ ଏକ ନିଆରା ଚମକ ଆସିଯାଇଥାଏ । ଅପର ପକ୍ଷରେ ଦେଖିବାକୁ ଗଲେ କିଛି ଲୋକ ମାନଙ୍କ ମତରେ ସମ୍ବନ୍ଧ ରଖିଲେ ନାରୀ ମାନେ ଅଧିକ ମୋଟା ହୋଇଯାଆନ୍ତି । ତେବେ ଆପଣ ମାନଙ୍କର ଯଦି ମନରେ ଏଭଳି କିଛି ପ୍ରଶ୍ନ ରହିଥାଏ ? ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ପ୍ରଶ୍ନର ସଠିକ ଉତ୍ତର ଦେବାକୁ ଯାଉଛୁ ।

ତେବେ ସମ୍ବଦ୍ଧ ରଖିଲେ ନାରୀ ମାନେ କଣ ସତରେ ମୋଟା ହୋଇଯାଇଥାନ୍ତି ସେ ସମ୍ପର୍କରେ ଆସନ୍ତୁ ଜାଣିବା । କିଛି ଲୋକ ମାନଙ୍କ ମତରେ ପୁରୁଷ ଓ ନାରୀ ସମ୍ବଦ୍ଧ ରଖିଲେ ନାରୀ ମାନେ ଅଧିକ ମୋଟା ହୋଇଥାନ୍ତି । ସତ କଥା ହେଉଛି ସମ୍ବଦ୍ଧ ରଖିବା ଦ୍ଵାରା ଅଧିକ ଭୋକ ଲାଗିଥାଏ ଓ ନିଦ ମଧ୍ୟ ଲାଗିଥାଏ । ତେଣୁ ଅଧିକ ଖାଇବା ଓ ଶୋଇବା ଫଳରେ ନାରୀ ମାନେ ଅଧିକ ମୋଟା ହୋଇ ଯାଆନ୍ତି ।

ଶାରୀରିକ ସମ୍ବଦ୍ଧ ବନାଇବା ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ବେଶ ଲାଭଦାୟକ ହୋଇଥାଏ । କାରଣ ଏହା ନାରୀ ଓ ପୁରୁଷଙ୍କ ମଧ୍ୟରେ ଏକ ଏମିତି ସମ୍ପର୍କ ଗଢିଥାଏ । ଯେ ଯାହାଫଳରେ ସମ୍ବଦ୍ଧ ରଖିବା ଦ୍ଵାରା ବ୍ୟକ୍ତିର ଅଧିକାଂଶ ଚିନ୍ତା କିଛି ସମୟ ମଧ୍ୟରେ ଦୂର ହୋଇଯାଇଥାଏ । ସେମାନେ ଆଗ ଅପେକ୍ଷା ଅଧିକ ଆକ୍ଟିଭ ଓ ଫ୍ରେସ ଫିଲ୍ କରିଥାନ୍ତି।

ବିଶେଷ କରି ମହିଳା ମାନଙ୍କ କଥା ଯଦି କହିବାକୁ ଯିବା । ତେବେ ଯେତେବେଳେ କୌଣସି ମହିଳା ଶାରୀରିକ ସମ୍ପର୍କ ବନାଇଥାଏ । ସେତେବେଳେ ସେ ପୂର୍ବ ଅପେକ୍ଷା ଉଭୟ ଶାରୀରିକ ଓ ମାନସିକ ସ୍ତରରୁ ସୁନ୍ଦର ଓ ସୁସ୍ଥ ହୋଇଯାଇଥାଏ ।

ବନ୍ଧୁଗଣ ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଏହିଭଳି ଭଲ ଭଲ ଅପଡେଟ ପାଇବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *