ମହିଳା ମାନଙ୍କ ଏହି 3 ଟି ଭୁଲ ସ୍ୱାମୀକୁ ବନେଇଦିଏ ଭିକାରି- Chanakya Niti

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣଙ୍କ ଘରେ ଘଟୁଥିବା ଛୋଟ ଛୋଟ କଥା କିଛି ଜିନିଷ ର ସଙ୍କେତ ଦେଇଥାନ୍ତି । ଏହି ସଙ୍କେତ କୁ ଆମେ ଜାଣି ପାରିଲେ କିମ୍ବା ବୁଝି ପାରିଲେ ଆମେ ଭବିଷ୍ୟତ ରେ ଆସୁଥିବା ଘଟଣା କୁ ମଧ୍ୟ ଜାଣିପାରିବା ଏବଂ ସେଥିପାଇଁ ପ୍ରସ୍ତୁତ ମଧ୍ୟ ହୋଇ ପାରିବା ।

ସେହି ସମସ୍ୟା ର ସମାଧାନ ମଧ୍ୟ କରି ପାରିବା । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦାରିଦ୍ର୍ୟ ଆସିବା ପୂର୍ବ ରୁ ଆମ ଘରେ ଛୋଟ ଛୋଟ କଥା ସାହାଯ୍ୟ ରେ ଆମକୁ ସୂଚିତ କରି ଥାଏ ।

ଯାହା ଦ୍ୱାରା ଆମେ ସତର୍କ ହୋଇ ପାରିବୁ ଏବଂ ନିଜ ଭୁଲ କୁ ସୁଧାରି ମଧ୍ୟ ପାରିବୁ । ଆଜି ଆମେ ଗରିବୀ ବୃଦ୍ଧି ହେଲେ କେଉଁ କେଉଁ ସଙ୍କେତ ଆମକୁ ମିଳି ପାରିବ ସେ ବିଷୟରେ ଆଲୋଚନା କରିବା । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧- ବନ୍ଧୁଗଣ ପ୍ରଥମ ଲକ୍ଷଣ ହେଉଛି, ଯେତେବେଳେ ଘରେ କୌଣସି ଅସୁବିଧା କିମ୍ବା ସମସ୍ୟା ମାନ ଆସିବାର ଥାଏ ତେବେ ପ୍ରଥମେ ତାହାର ପ୍ରଭାବ ପ୍ରଥମେ ତୁଳସୀ ଗଛ ଉପରେ ଦେଖା ଦେଇଥାଏ । ତୁଳସୀ ଗଛ ସମ୍ପୂର୍ଣ୍ଣ ଶୁଖି ଯାଇଥାଏ । ଏହାକୁ ଦରିଦ୍ର ଏବଂ ଅସୁବିଧା ଆସିବାର ସଙ୍କେତ କୁହାଯାଇ ଥାଏ ।

୨- ବନ୍ଧୁଗଣ ଦ୍ୱିତୀୟ ସଙ୍କେତ ହେଉଛି, ଆମ ଖାଦ୍ୟ ପଦାର୍ଥ କଳା ପିମ୍ପୁଡ଼ି ହୋଇ ଯାଇଥାନ୍ତି । ଏହାକୁ ମଧ୍ୟ ଦୁର୍ଭାଗ୍ୟ ର ସଙ୍କେତ କୁହାଯାଏ ।

୩- ବନ୍ଧୁଗଣ ତୃତୀୟ ସଙ୍କେତ ହେଉଛି, ଯଦି ଘରେ ଲଗା ଯାଇଥିବା ଗଛର ପତ୍ର ଶୁଖି ଯାଇଥାଏ ତେବେ ତୁରନ୍ତ ତାକୁ କାଢି ଫୋପାଡ଼ି ଦିଅନ୍ତୁ । ଏହା ମଧ୍ୟ ଅଶୁଭ ଏବଂ ଦାରିଦ୍ର୍ୟ ଆସିବାର ସଙ୍କେତ ହୋଇଥାଏ । ଘରେ ଲଗା ଯାଇଥିବା ଗଛ ପତ୍ର ସର୍ଵଦା ହରା ଭରା ହେବା ଆବଶ୍ୟକ ।

୪- ବନ୍ଧୁଗଣ ଚତୁର୍ଥ ସଙ୍କେତ ହେଉଛି, ଘରେ ରଖୁଥିବା ଝାଡୁ ମାତା ଲକ୍ଷ୍ମୀ ଙ୍କ ସୂଚକ ହୋଇ ଥାଏ ଏବଂ କୁହାଯାଏ କି ଏହା ଦରିଦ୍ର କୁ ଘରୁ ବାହାର କରି ଦେଇଥାଏ । କେବେବି ଝାଡୁ ଉପରେ ପାଦ ରଖିବା ଉଚିତ ନୁହେଁ ଏହା କରିବା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଯାଆନ୍ତି ଏବଂ ଘରେ ଅଭାବ ଅନଟନ ମଧ୍ୟ ଦେଖା ଯାଏ ଏବଂ କେବେବି ସୂର୍ଯ୍ୟାସ୍ତ ପରେ ଘରେ ଝାଡୁ କରିବା ଉଚିତ ନୁହେଁ ।

ଝାଡୁ କୁ ସର୍ଵଦା ଏଭଳି ସ୍ଥାନରେ ରଖିବା ଆବଶ୍ୟକ ଯେଉଁଠି କାହାର ନଜର ନଯିବ ଏବଂ କେବେବି ଘରୁ କୌଣସି ସଦସ୍ୟ ବାହାରକୁ ଗଲେ ତୁରନ୍ତ ଝାଡୁ କରିବା ଉଚିତ ନୁହେଁ । କେବେବି ଝାଡୁରେ ଗାଈ କିମ୍ବା ଅନ୍ୟ ପଶୁପକ୍ଷୀ ଙ୍କୁ ମାରିବା ଉଚିତ ନୁହେଁ ।

୫- ବନ୍ଧୁଗଣ ପଞ୍ଚମ ସଙ୍କେତ ହେଉଛି, କ୍ଷୀର ଉତୁରିବା । ଘରେ ଯଦି ପ୍ରାୟତଃ ସମୟରେ କ୍ଷୀର ଉତୁରି ତଳେ ପଡେ ତେବେ ଅଚାନକ ଘରେ ଅଧିକ ଖର୍ଚ୍ଚ ବଢ଼ିଯାଏ ଏବଂ ଘରର ସଦସ୍ୟ ମାନଙ୍କ ଶରୀର ଅସୁସ୍ଥ ମଧ୍ୟ ରୁହେ । ତେଣୁ ଏହି କଥା ଉପରେ ଵିଶେଷ ଧ୍ୟାନ ଦେବା ଉଚିତ ।

୬- ବନ୍ଧୁଗଣ ଷଷ୍ଠ ସଙ୍କେତ ହେଉଛି, ଯଦି ଆପଣ ଘର ବାହାରେ ଅଛନ୍ତି ଏବଂ ଘରକୁ ଫେରିବା ସମୟରେ ଝିଟିପିଟି ଦେଖା ଯାଏ ତେବେ ଆପଣଙ୍କ ର ବହୁତ ଶୀଘ୍ର ଖରାପ ସମୟ ଆସିବାର ଅଛି । ତେଣୁ ସେଥିପାଇଁ ପ୍ରସ୍ତୁତ ହୋଇ ରହିବା ଉଚିତ କାରଣ ସମୟ କେବେବି ଏକା ଭଳି ରୁହେ ନାହିଁ । ତେଣୁ ଧର୍ଯ୍ୟ ର ସହିତ ରହିବା ଆବଶ୍ୟକ ।

୭. ବନ୍ଧୁଗଣ ସପ୍ତମ ଲକ୍ଷଣ ହେଉଛି, ଯଦି କୌଣସି ମହିଳା ଙ୍କ ଉପରେ କାଉ ଟିଏ ଆସି ବସିଯାଏ ତେବେ ଏହା ମହିଳା ଙ୍କ ପତି ଙ୍କ ଉପରେ ଆସିବାକୁ ଥିବା ବିପଦ ର ସୂଚନା ଦେଇଥାଏ । ଏହା ସହିତ ଯଦି ଗୋଟିଏ ଘର ସାମ୍ନା ରେ ବହୁତ ଗୁଡ଼ିଏ କାଉ ଆସି ରାବ ଦେଇଥାନ୍ତି ତେବେ ଏହା ସେହି ଘରର ମାଲିକ ଙ୍କ ଉପରେ ଆସୁଥିବା ସଙ୍କଟ ର ସୂଚନା ପ୍ରଦାନ କରିଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *