ମହିଳା ମାନଙ୍କ ଏହି ଅଙ୍ଗକୁ ଛୁଇଁଲେ ଭିକାରି ବି ହୋଇଯିବ କୋଟିପତି

ନମସ୍କାର ବନ୍ଧୁଗଣ , ମହିଳାମାନଙ୍କୁ ମା ‘ ଲକ୍ଷ୍ମୀଙ୍କ ଓ ଦେବାଦେବୀମାନଙ୍କ  ସହ ତୁଳନା କରାଯାଇଥାଏ । ଝିଅମାନେ ଦେଖିବାକୁ ବହୁତ ସୁନ୍ଦର ଓ ଆକର୍ଷଣ ଜନିତ ହୋଇଥାନ୍ତି । ଆମ ହିନ୍ଦୁ ପରମ୍ପରା ରେ ମହିଳାମାନଙ୍କୁ ଗୁରୁତ୍ଵପୂର୍ଣ୍ଣ ଭୂମିକା ଦିଆଯାଇଥାଏ । ଦୂର୍ଗା ପୂଜା ଦିନମାନଙ୍କ ରେ  ଝିଅପିଲାମାନଙ୍କୁ ପୂଜା କରାଯାଏ.  କାରଣ ସ୍ତ୍ରୀ ଦେହରେ ଏତେ ଶକ୍ତି ରହିଥାଏ ଯାହା ଲୋକମାନଙ୍କ ଭାଗ୍ୟ କୁ ପରିବର୍ତ୍ତନ କରିପାରିବ ।

ଆପଣମାନେ ଯଦି ହେବାକୁ ଚାହୁଛନ୍ତି ମାଲାମାଲ ତେବେ ଆଜି ହିଁ ଛୁଅନ୍ତୁ ମହିଳାମାନଙ୍କର ଏହି ଅଙ୍ଗ କୁ । ମହିଳାମାନଙ୍କ ଏହି ଅଙ୍ଗ କୁ ଛୁଇଁଲେ ଭିକାରି ହୋଇଯିବେ କୋଟିପତି । ଆପଣ ନିଜର ଭାଗ୍ୟ କୁ ବଦଳାଇବାକୁ ଚାହାନ୍ତି ତେବେ ଏହି କାମ ଆଜି ହିଁ କରନ୍ତୁ । ସ୍ତ୍ରୀମାନଙ୍କୁ ମା ‘ ରୂପରେ ମାନା ଯାଇଥାଏ । ଯେଉଁ ବ୍ୟକ୍ତି ଭଲ ଓ ସଫା ମନରେ ସ୍ତ୍ରୀ ର ଏହି ଅଙ୍ଗ କୁ ଛୁଇଁଥାଏ ଜୀବନ ସାରା ସେହି ବ୍ୟକ୍ତି ସବୁ ସୁଖ କୁ ପ୍ରାପ୍ତ କରିଥାଏ ।

ମହିଳାମାନଙ୍କ ଏହି ଜିନିଷ ବହୁତ ଖାସ୍ ହୋଇଥାଏ ଯଦି ଆପଣ ଏହାକୁ ଦେଖିଥାନ୍ତି ତେବେ ତୁରନ୍ତ ଯାଇକି ଛୁଇଁ ଦିଅନ୍ତୁ । ଆସନ୍ତୁ ଜାଣିବା ସେହି ଜିନିଷ ବିଷୟରେ ଯାହାକୁ ଆପଣ ଛୁଇଁବେ ତ କୋଟିପତି ହୋଇଯିବେ । ସ୍ତ୍ରୀମାନଙ୍କ ଭିତରେ ଭିନ୍ନ ଧାରଣ ର ଗୁଣ ଗଚ୍ଚିତ ହୋଇକି ରହିଥାଏ । ସେମାନେ ଯେକୋଣସି ପରିସ୍ଥିତି କୁ ସହଜ ଉପାୟରେ ସମାଧାନ କରନ୍ତୁ ଓ ବାପାମା ‘ ଙ୍କ ବିଷୟରେ ସର୍ବଦା ଚିନ୍ତା କରିଥାନ୍ତି ।

ବିବାହ ପରେ ମଧ୍ୟ ସେ ପିତାମାତାଙ୍କ ଭଲ ମନ୍ଦ ର ଦାୟିତ୍ଵ ନେଇଥାନ୍ତି । ଏମାନଙ୍କ  ସ୍ଵଭାବ କୋମଳ , ନୀରବ ଓ ଯେତେ କଷ୍ଟ ଆସୁ ତାହାକୁ ଚୁପଚାପ ସହି ଥାନ୍ତି  । ସ୍ତ୍ରୀମାନେ ତାଙ୍କ ଛୁଆ କୁ ଅଧିକ ପ୍ରେମ କରିଥାନ୍ତି ଓ ତାଙ୍କ ପାଇଁ କିଛି କରିଥାନ୍ତି । ଯାହା ପାଖରେ ଏତେ ଗୁଡାଏ ଭଲ ଗୁଣ ଥାଏ ତାହାକୁ ଆମେ ମା ଡାକିଥାଉ । ସ୍ତ୍ରୀମାନଙ୍କୁ ଆମେ ମା ‘ ମାଉସୀ , ଜେଜେ ମା ଭଳି ଅନେକ ନାମରେ ଡାକିଥାଉ ।

ମହିଳାମାନଙ୍କ ପାଦ ରେ ଅନେକ ପୂଣ୍ୟ ର ସମ୍ପତି ଲୁଚିକି ରହିଥାଏ  ଓ ତାହାକୁ ଛୁଇଁବା ଦ୍ଵାରା ବ୍ୟକ୍ତି କୁ ବଡ ରୁ ବଡ କାମ ରେ ସଫଳତା ମିଳିଥାଏ । ଆମେ ଯେବେ ମହିଳାମାନଙ୍କ ପାଦ କୁ ଛୁଇଁ ଥାଉ ତେବେ ତାଙ୍କ ହାତ ଆମ ଉପର କୁ ଆସିଥାଏ ଯାହା ଆମ ଭିତରେ ସାକାରାତ୍ମକ ଊର୍ଜା କରୁ ଭରିଥାଏ । ମହିଳାମାନଙ୍କ ପାଦ କୁ ଛୁଇଁବା ଦ୍ଵାରା ଆମେ ଆମ କାମ ରେ ବିଜୟ ପାଇଥାଉ ।

ମାତ୍ର ଗୋଟାଏ କଥା ମନେ ରଖିବେ ଯେ ଆପଣ କୋଣସି ମହିଳାଙ୍କ  ପାଦ କୁ ଛୁଇଁଲା ବେଳେ ବିଶ୍ଵାସ ର ସହକାରେ ତାହା କରିବା ଦ୍ଵାରା ସଫଳତା ପ୍ରାପ୍ତ କରିଥାନ୍ତି ।  ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ , କମେଣ୍ଟ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *