ମହାଶିବରାତ୍ରୀ (1 March) ଭୁଲରେ ବି କରନ୍ତୁ ନାହିଁ ଏହି 6 ଟି କାମ, ନଚେତ ସାରା ଜୀବନ ଦରିଦ୍ର ହୋଇ ରହିବେ !

ବନ୍ଧୁଗଣ, ମହାଶିବରାତ୍ରୀରେ ଶିବ ଙ୍କର ପୂଜା କରିବା ସମୟରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ୭ ଟି ଭୁଲ । ନଚେତ ଆପଣ ମଧ୍ୟ ଭଗବାନ ଶିବ ଙ୍କ କ୍ରୋଧର ଶିକାର ହୋଇ ପାରନ୍ତି । ମହାଶିବରାତ୍ରୀ ହିନ୍ଦୁ ମାନଙ୍କର ଏକ ମହାନ ପର୍ବ ହୋଇଥାଏ । ଏହି ଦିନ ଭଗବାନ ଶିବ ଙ୍କ ଉପାସନା କରିବା ନିମନ୍ତେ ବହୁତ ବଡ ଦିନ ଅଟେ । ଫାଲ୍ଗୁନ ମାସର କୃଷ୍ଣ ପକ୍ଷର ଚତୁର୍ଦ୍ଧାସୀ ତିଥି କୁ ମହାଶିବରାତ୍ରୀ ବୋଲି ପାଳନ କରାଯାଇଥାଏ । ଏହିବର୍ଷ ମହାଶିବରାତ୍ରୀ ୧ ମାର୍ଚ୍ଚ ମଙ୍ଗଳବାର ଦିନ ପଡିବା ନିମନ୍ତେ ଯାଉଅଛି ।

ମାନ୍ୟତା ରହିଅଛି ଯେ ସୃଷ୍ଟିର ପ୍ରାରମ୍ଭରେ ଏହିଦିନ ରାତ୍ରିରେ ଭଗବାନ ବ୍ରହ୍ମାରୁ ରୁଦ୍ର ରୂପ ଧାରଣ କରିଥିଲେ । ଏଭଳି କ୍ଷେତ୍ରରେ ଭଗବାନ ଯେତେ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି, ସେତେଶୀଘ୍ର କ୍ରୋଧିତ ମଧ୍ୟ ହୋଇଥାନ୍ତି । ମହାଦେବ ଙ୍କୁ ପୂଜା କରିବା ସମୟରେ କିଛି ବିଶେଷ କଥା ଉପରେ ଧ୍ୟାନ ଦେବାକୁ ହେବ । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

୧;- ମହାଶିବରାତ୍ରୀ ରେ ଭଗବାନ ଶିବ ଙ୍କୁ ଚଢାଯାଇଥିବା ପ୍ରସାଦ କୁ ମହାଶିବରାତ୍ରୀ ରେ ଖାଇବା ଆଦୌ ଉଚିତ ନୁହେଁ । ଏହାଦ୍ଵାରା ଦୁର୍ଭାଗ୍ୟ ବୃଦ୍ଧି ହୋଇଥାଏ ଏବଂ ଧନ ହେବା ସହିତ ରୋଗ ମଧ୍ୟ ବୃଦ୍ଧି ହୋଇଥାଏ । ପଞ୍ଚାମୃତ କୁ ଗ୍ରହଣ କରିବା ଆବଶ୍ୟକ । ମାତ୍ର ଶିବଲିଙ୍ଗ ଉପରେ ଥିବା ପ୍ରସାଦ କୁ ଗ୍ରହଣ କରିବା ଆଦୌ ଉଚିତ ନୁହେଁ ।

୨;- ଭଗବାନ ଶିବ ଙ୍କୁ ପୂଜା କରିବା ସମୟରେ ୩ ପତ୍ର ଥିବା ଅଖ୍ୟତ ବେଲପତ୍ର ପୂଜା କରିବା ଉଚିତ । ଏହା ସହିତ ଧଳାଫୁଲ ଅର୍ପଣ କରନ୍ତୁ । ଏହା ସହିତ ଚନ୍ଦନର ଟୀକା କୁ ମଧ୍ୟ ଲଗାଇ ଦିଅନ୍ତୁ । କିନ୍ତୁ ଭୁଲରେ ମଧ୍ୟ ଏହିଦିନ କୁମକୁମ ଲଗାନ୍ତୁ ନାହିଁ ।

୩;- ଶିବ ଲିଙ୍ଗରେ ବେଲ ଅର୍ପଣ କରିବା ଦ୍ଵାରା ବହୁ ଜନ୍ମ ର ଫଳ ପ୍ରାପ୍ତ ହୋଇଥାଏ । ଯେଉଁମାନେ ୪ ପ୍ରହରର ପୂଜା କରନ୍ତି ସେମାନେ ପ୍ରଥମ ପ୍ରହରରେ ଜଳାଭିଷେକ କରନ୍ତି ଦ୍ଵିତୀୟ ପ୍ରହରରେ ଦହିର ଅଭିଷେକ କରନ୍ତୁ । ତୃତୀୟ ପ୍ରହରରେ ଦହି ଅଭିଷେକ କରନ୍ତୁ । ଏବଂ ଚତୁର୍ଥ ରେ ମହୁର ଅଭିଷେକ କରନ୍ତୁ ।

୪;- ଶିବଙ୍କୁ ଅଖ୍ୟତ ଚାଉଳ ମଧ୍ୟ ଅର୍ପଣ କରନ୍ତୁ । ଏହା ସହିତ ତୁଳସୀ ମଧ୍ୟ ଅର୍ପଣ କରନ୍ତୁ । କେତକୀ ତଥା ଚମ୍ପା ଫୁଲ କୁ ଭୁଲରେ ମଧ୍ୟ ପ୍ରଦାନ କରନ୍ତୁ ନାହିଁ ।

୫;- ପୂଜା କରିବା ସମୟରେ ତମ୍ବା କିମ୍ବା ରୂପାର ପାତ୍ର ବ୍ୟବହାର କରନ୍ତୁ । ଶିବରାତ୍ରୀଦିନ ଶଙ୍ଖ ରେ ଜଳ ଅର୍ପଣ କରନ୍ତୁ ନାହିଁ ।

୬;- ଏହା ସହିତ ଶିବରାତ୍ରୀ ଦିନ ଭୁଲରେ ମଧ୍ୟ କଳାରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହିଁ । ଚାଉଳ, ଗହମ, ଡାଲି ରେ ପ୍ରସ୍ତୁତ ଖାଦ୍ୟକୁ ଗ୍ରହଣ କରିବା ଏହିଦିନ ଅନିବାର୍ଯ୍ୟ ଅଟେ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *