ନମସ୍କାର ବନ୍ଧୁଗଣ ତେବେ ମାତା ଲକ୍ଷ୍ମୀଙ୍କ କୃପା ସମସ୍ତଙ୍କୁ ଦରକାର ହୋଇଥାଏ କାହିଁକିନା ମାତା ଲକ୍ଷ୍ମୀ ଧନ ଦେବୀ ଅଟନ୍ତି ଏବଂ ତାଙ୍କ କୃପାରୁ ମଣିଷକୁ ଧନ ପ୍ରାପ୍ତି ହୋଇଥାଏ, ଧନ ଦେବୀ ଲକ୍ଷ୍ମୀଙ୍କୁ ପ୍ରଶନ କରିବା ପାଇଁ ସମସ୍ତେ ବହୁତ ପ୍ରକାର ଉପାୟ ମଧ୍ୟ କରନ୍ତି କିନ୍ତୁ ଘର ସ୍ତ୍ରୀକୁ ଘର ଲକ୍ଷ୍ମୀ କୁହାଯାଏ ଯଦି ଘର ସ୍ତ୍ରୀ ଏହି ଭଳି ଭୁଲ କାମ କରନ୍ତି ତେବେ ମାତା ଲକ୍ଷ୍ମୀ କେବେ ଘରେ ଆସନ୍ତି ନାହିଁ । ସ୍ତ୍ରୀ ଘର ଦେଖା ଶୁଣା କରିଥାନ୍ତି, ସ୍ତ୍ରୀ ଘରକୁ ସ୍ଵର୍ଗ ଏବଂ ନର୍କ କରି ପାରନ୍ତି ।
ତେବେ ସ୍ତ୍ରୀଙ୍କ ଦ୍ଵାରା ଘର ସୁଖୀ ଏବଂ ସମୃଦ୍ଧ ହୋଇଥାଏ କିନ୍ତୁ ଯଦି ଘର ଲକ୍ଷ୍ମୀ ଏମିତିକା ଭୁଲ କରନ୍ତି ତେବେ ମାତା ଲକ୍ଷ୍ମୀ କେବେ ସେହି ଘରେ ପ୍ରବେଶ କରନ୍ତି ନାହିଁ । ତେବେ ଯେଉଁ ଘରେ ସ୍ତ୍ରୀ ହେଉ ବା ପୁରୁଷ ଝାଡୁକୁ ପାଦ ଲଗାନ୍ତି ସେହି ଘରେ ମତ ଲକ୍ଷ୍ମୀ କେବେ ବାସ କରନ୍ତି ନାହିଁ, ଏହା ଭଉତ ଅଲକ୍ଷଣି କାମ ହୋଇଥାଏ ସେଥିପାଇଁ ଭୁଲରେ କେବେ ଝାଡୁକୁ ଗୋଡ ଲଗାନ୍ତୁ ନାହିଁ ।
ତେବେ ଯେଉଁ ଘରେ ସ୍ତ୍ରୀ ଅଇଁଠା ବାସନ ରୋଷେଇ ଘରେ ଛାଡି ଦିଅନ୍ତି ତାଙ୍କ ଘରେ ମା ଲକ୍ଷ୍ମୀ କେବେ ଯାନ୍ତି ନାହିଁ କାହିଁକିନା ଏହା ସମସ୍ତେ ଜାଣିଛନ୍ତି ଯେ ରୋଷେଇ ଘରେ ମା ଅନପୂର୍ଣାଙ୍କ ବାସ ହୋଇଥାଏ ଏବଂ ଦେବୀ ମାଆଙ୍କ ପାଖରେ ଅଇଁଠା ବାସନ ରଖିଲେ ମାତା ରୁଷ୍ଠ ହୋଇଥାନ୍ତି । ଏହା ଛଡା ଯେଉଁ ଘରେ ମହିଳା ମାନେ ଗୋଇଠା ମାରି କବାଟ ଖୋଲନ୍ତି ବା ବନ୍ଦ କରନ୍ତି ସେହି ଘରେ ମାତା ଲକ୍ଷ୍ମୀ କେବେ ଆସନ୍ତି ନାହିଁ ।
ସେଥିପାଇଁ ଯଦି ଆପଣଙ୍କ ଘରେ ଏମିତିକା ହେଉଛି ତେବେ ଏହାକୁ ବନ୍ଦ କରନ୍ତୁ ଏବଂ ଯେଉଁ ଘର ମହିଳା ମାନେ ଘର ଦୁଆର ମୂହରେ ବସି ଭୋଜନ ଗ୍ରହଣ କରନ୍ତି ସେହା ଉଚିତ ନୁହେ ଏହା ବହୁତ ଖରାପ ହୋଇଥାଏ ସେଥିପାଇଁ ଏମିତି କରିବାରୁ ତାଙ୍କୁ ଅଟକାନ୍ତୁ । ତେବେ ଯେଉଁ ଘର ମହିଳା ସକାଳ ବଦଳରେ ସନ୍ଧ୍ୟା ବା ରାତିରେ ଝାଡୁ ଲଗାନ୍ତି ତାଙ୍କ ଘରେ ମାତା ଲକ୍ଷ୍ମୀ କେବେ ପ୍ରବେଶ କରନ୍ତି ନାହିଁ ଓ ତାଙ୍କ ଘରେ ସବୁବେଳେ ଦରିଦ୍ରତା ବାସ କରିଥାଏ ।
ତେବେ ଯେଉଁ ଘର ମହିଳା ମାନେ ଡେରି ପର୍ଯ୍ୟନ୍ତ ସୋଇଥାନ୍ତି ସେହି ଘର ଭାଗ୍ୟ ମଧ୍ୟ ସୋଇ ରୁହେ ଏହି ଭଳି ଘର ଉପରେ ମାତା ଲକ୍ଷ୍ମୀ କେବେ କୃପା କରନ୍ତି ନାହିଁ । ତେବେ ଯେଉଁ ମହିଳାମାନେ ସକାଳେ ଉଠି ଘର ଦ୍ଵାର ସଫା କରିବା ସହ ଘର ଅଗଣା ସଫା କରନ୍ତି ନାହିଁ ତାଙ୍କ ଘରେ ମଧ୍ୟ ମାତା ଲକ୍ଷ୍ମୀ ଆସନ୍ତି ନାହିଁ । ତେବେ ଏହି ଭୁଲ କରନ୍ତୁ ନାହିଁ ଏଥିପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ ଅଟେ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ