ମାଛ ମୁଣ୍ଡ ଖାଉଥିବା ଲୋକ ଜାଣି ରଖନ୍ତୁ ଏହି ଗୁରୁତ୍ଵପୂର୍ଣ୍ଣ କଥା ! ଆପଣଙ୍କୁ ନିହାତି ଜାଣିବା ଦରକାର…

ବନ୍ଧୁଗଣ ବହୁତ ଲୋକ ଆମିଷର ସେବନ କରିବାକୁ ଭଲ ପାଇଥାନ୍ତି । ବିଶେଷ କରି ଆମିଷ ମଧ୍ୟରୁ ମାଛ ଅଧିକାଂଶ ଲୋକଙ୍କର ପସନ୍ଦ ହୋଇଥାଏ । ଯେଉଁଥିରେ ଖାସ କରି ସମୁଦ୍ର ବା ନଦୀ କୁଳବର୍ତ୍ତୀ ସହର ଅଟେ । ସେମିତି ତ କିଛି ଲୋକ ଅଛନ୍ତି ଯେଉଁମାନେ ପ୍ରତିଦିନ ମାଛର ସେବନ କରିଥାନ୍ତି । କିନ୍ତୁ ଆମେ ଆପଣଙ୍କୁ ସେହି ଲୋକଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କୁ ମାଛ ମୁଣ୍ଡ ଖାଇବା ବହୁତ ପସନ୍ଦ ଅଟେ । ତେବେ ଆସନ୍ତୁ ଜାଣିବା ମାଛ ମୁଣ୍ଡ ଖାଇବା ଦ୍ଵାରା କ’ଣ କ’ଣ ସବୁ ଫାଇଦା ମିଳିଥାଏ ।

1- ଡାକ୍ତରଙ୍କ କହିବା ଅନୁସାରେ ମାଛରେ ଥିବା ପ୍ରୋଟିନ ଆଖି ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏଥିସହ ମାଛ ମୁଣ୍ଡ ଆଖି ପାଇଁ ସର୍ବାଧିକ ଲାଭକାରୀ ହୋଇଥାଏ । ମାଛ ମୁଣ୍ଡ ଖାସ କରି ସେହି ଲୋକଙ୍କୁ ଅଧିକ ଖାଇବା ଆବଶ୍ୟକ ଯାହାଙ୍କୁ ଆଖିର ସମସ୍ଯା ଅଛି । କାରଣ ଆଖି ଜନିତ ସମସ୍ଯା ଥିବା ଲୋକ ମାଛର ସେବନ ଦ୍ଵାରା ତାଙ୍କର ସେହି ସବୁ ସମସ୍ଯା ଖୁବ ଶୀଘ୍ର ଭଲ ହୋଇଯାଇଥାଏ ।

2- ଯଦି ଆପଣଙ୍କ ପେଟରେ ଦରଜ ରହୁଛି ବା ଆପଣଙ୍କୁ ସ୍ଟୋନର ସମସ୍ୟା ଅଛି ଓ ବହୁତ ଅଧିକ କଷ୍ଟ ହେଉଛି ତେବେ ଆପଣଙ୍କୁ ମାଛ ମୁଣ୍ଡ ଖାଇବା ଦ୍ଵାରା ସ୍ଟୋନ ସମସ୍ୟାରୁ ଆରାମ ମିଳବ । ଏଥିପାଇଁ ଯେଉଁମାନଙ୍କୁ ସ୍ଟୋନର ସମସ୍ୟା ହୋଇଥାଏ ଡାକ୍ତର ସେମାନଙ୍କୁ ଅଧିକରୁ ଅଧିକ ମାଛ ମୁଣ୍ଡ ଖାଇବାକୁ ଉପଦେଶ ଦିଅନ୍ତି । ତେଣୁ ପେଟରେ ଷ୍ଟୋନ ପ୍ରୋବ୍ଲେମ ଥିବା ଲୋକ ମାଛ ତଥା ବିଶେଷ କରି ମାଛମୁଣ୍ଡ ଖାଇବାକୁ ଚେଷ୍ଟା କରନ୍ତୁ ।

3- ସାଧାରଣତଃ ଦେଖାଯାଏ କି ବୟସ ବଢିବା ସହିତ ଆଣ୍ଠୁ ଗଣ୍ଠି ସମସ୍ୟା ଦେଖାଯାଏ ଓ ଆଉ କିଛି ଲୋକଙ୍କର ଅଳ୍ପ ବୟସରେ ହିଁ ବାଳ ଝଡିବାକୁ ଲାଗିଥାଏ । ଏମିତି ଲୋକଙ୍କୁ ନିଜ ଖାଦ୍ୟରେ ମାଛକୁ ସାମିଲ କରିବା ଆବଶ୍ୟକ ।

ମାଛ ଆପଣଙ୍କ ଶରୀରରେ ଆଣ୍ଠୁ ଗଣ୍ଠି ଦରଜରେ ଆରାମ ପହଞ୍ଚାଇବାର କାମ କରିଥାଏ । ଏଥିସହ ଆପଣଙ୍କର ବାଳ ଝଡିବା ସମସ୍ୟାକୁ ମଧ୍ୟ କମ କରିଥାଏ । ବାଳ ଝଡିବା କମ୍ କରାଇବା ସହ କେଶକୁ ମଜଭୁତ ରଖିବାରେ ମାଛରେ ଥିବା ପ୍ରୋଟିନ ସାହାଜ୍ଯ କରିଥାନ୍ତି ।

ତେବେ ବନ୍ଧୁଗଣ ଆପଣ ମଧ୍ୟ ମାଛର ସେବନ କରନ୍ତୁ । କାରଣ ମାଛ ଓ ବିଶେଷ କରି ମାଛ ମୁଣ୍ଡରେ ଥିବା ପୋଷକ ତତ୍ଵ ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଆଶା କରୁଛୁ । ବନ୍ଧୁଗଣ ପୋଷ୍ଟଟି ପସନ୍ଦ ଆସିଥିଲେ । ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *