ମାଛ ଖାଉଥିବା ଲୋକ ଏକା ସହିତ ଏହି 2 ଟି ଜିନିଷ ଭୁଲରେ ବି ଖାଇବେନି ! ଭୋଗିବାକୁ ପଡେ ଭୟଙ୍କର ପରିଣାମ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦୁନିଆରେ ଅନେକ ପ୍ରକାରର ମାଛ ଦେଖିବାକୁ ମିଳିଥାଏ । ମାଛ ଖାଇବା ସ୍ଵାସ୍ଥ ପକ୍ଷେ ହିତକର ହୋଇଥାଏ  ମାଛ ଖାଇବା ଦ୍ଵାରା ଶରୀରରେ ଅନେକ ପ୍ରକାରର ଫାଇଦା ହୋଇଥାଏ । ଆଜି ଆପଣ ମାନେ ମାଛ ଆପଣଙ୍କ ସ୍ଵାସ୍ଥ ପାଇଁ କେତେ ମାତ୍ରାରେ ଉପକାରୀ ଓ ମାଛ ସହିତ କେଉଁ ଜିନିଷ ଭୁଲ୍ ରେ ଖାଇବା ଉଚିତ ନୁହେଁ । ଏହି ସମସ୍ତ ତଥ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ଜାଣିବାକୁ ପାଇବେ । ମାଛରେ ଥିବା ମାଂସ ଓ ତେଲ ଶରୀର ପାଇଁ ଫାଇଦାକାରୀ ହୋଇଥାଏ ।

ମାଛରେ ଥିବା ଓମେଗା ହାର୍ଟରେ ପୀଡିତ ଥିବା ଲୋକ ମାନଙ୍କ ପାଇଁ ବହୁତ ମାତ୍ରାରେ ଭଲ ହୋଇଥାଏ । ମାଛର ତେଲ ମା ପେଟରେ ବଢୁଥିବା ସନ୍ତାନର ସ୍ଵାସ୍ଥ ଓ ମସ୍ତିସ୍କ ଉନ୍ନତି କରିବାକୁ ଅନେକ ପ୍ରଭାବଶାଳୀ ହୋଇଥାଏ । ସମୁଦ୍ର ମାଛ ମଣିଷ ଶରୀରର ପାଇଁ ବେଶ ଉପଯୋଗୀ ହୋଇଥାଏ । ମାଛ ଖାଇବା ଦ୍ଵାରା ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ ।

ହାଡକୁ ଶକ୍ତ କରିବା ପାଇଁ ମାଛ ଖାଇବା ନିହାତି ଆବଶ୍ୟକ ହୋଇଥାଏ । ହାର୍ଟକୁ ସୁସ୍ଥ କରି ରଖିବା ପାଇଁ ମାଛ ଖାଇବା ଉଚିତ । ମାଛ ଖାଇବା ଦ୍ଵାରା ଚୁଟି ଘନ ଓ କଳା ହୋଇଥାଏ । ମାଛ ଖାଇବା ଦ୍ଵାରା ଶରୀରର ଅଯଥା ମୋଟାପଣକୁ କମାଇଥାଏ । ଏହାସହିତ ଦୁର୍ବଳ ଶରୀରକୁ ସବଳ କରିବାରେ ମାଛର ବଡ ଭୁମିକା ରହିଥାଏ । ମାଛ ଖାଇବା ଦ୍ଵାରା କୋଲେଷ୍ଟ୍ରଲ୍ ନିୟନ୍ତ୍ରଣ ହୋଇ ରହିଥାଏ ।

ଶରୀରର ରକ୍ତ ପ୍ରବାହକୁ ଠିକ କରି ରଖିବା ପାଇଁ ମାଛ ଖାଇବା ନିହାତି ଉଚିତ । ବ୍ଲଡ଼ପ୍ରେସରକୁ ନିୟନ୍ତ୍ରଣ ରଖିବା ପାଇଁ ମଧ୍ୟ ମାଛ ଖାଇବା ଉଚିତ । ମାଛ ତେଲର ସେବନ ଦ୍ଵାରା ସର୍ଦ୍ଧୀ କାଶ  ଭଳି ସମସ୍ଯା ପ୍ରାୟତଃ ହୋଇନଥାଏ । ଯେଉଁ ମାଛରେ ମର୍କ୍ୟୁରୀ ଅଧିକ ପରିମାଣରେ ରହିଥାଏ । ସେହି ମାଛ ଖାଇବାରୁ ନିଜକୁ ନିବୃତ୍ତ କରିବା ଉଚିତ ।

ମାଛ ଖାଇବା ସମୟରେ କ୍ଷୀର କିମ୍ବା ଦହି ଏକା ସହିତ ଖାଇବା ଉଚିତ ହୋଇନଥାଏ । ଏହା ସହିତ ମାଛ ଖାଇବାର କିଛି ଘଣ୍ଟା ପୂର୍ବରୁ କିମ୍ବା କିଛି ଘଣ୍ଟା ପରେ ମାଛର ସେବନ କରିବା ଆଦ୍ୱୋ ଉଚିତ ନୁହେଁ । ମାଛ ସହିତ କ୍ଷୀର ଓ ଦହି ଜାତୀୟ ସାମଗ୍ରୀ ଏକା ସହିତ ଖାଇବା ଦ୍ଵାରା ଶରୀରରେ ବିଷାକ୍ତ ପଦାର୍ଥ ସୃଷ୍ଟି ହୋଇଥାଏ ।

ଯାହା ଯୋଗୁ ଶରୀରରେ ଅନେକ ପ୍ରକାର ରୋଗ ବେମାରୀ ସୃଷ୍ଟି ହୋଇଥାଏ । ତେଣୁ ଏଥିପ୍ରତି ଆପଣଙ୍କୁ ଆଗରୁ ସଚେତନ ହୋଇଯିବା ଆବଶ୍ୟକ ହୋଇଥାଏ । ତେଣୁ ଆପଣ ନିଜ ଖାଦ୍ୟ ରୁଟିନରେ ନିହାତି  ଭାବରେ ମାଛକୁ ସାମିଲ କରିବା ଉଚିତ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *