ବନ୍ଧୁଗଣ, ନବଦୂର୍ଗା ରେ ଦେବୀ ଶକ୍ତି ମାତା କାଳୀ ନିଜ ଭକ୍ତ ଙ୍କ ଉପରେ ବହୁତ ଜଲ୍ଦି ପ୍ରସନ୍ନ ହେବାକୁ ଯାଉଥିବା ଦେବୀ ମାନାଯାଇଥାନ୍ତି । ଯେଉଁ ଭକ୍ତ ମାତା କାଳୀ ଙ୍କର ଆରାଧନା କରିଥାନ୍ତି, ସେମାନଙ୍କୁ ମାତା କାଳୀ କେବେ ମଧ୍ୟ ନିରାଶ ହେବାକୁ ଦେଇ ନଥାନ୍ତି । ଯଦି ମାତା କାଳୀ ଙ୍କ କୃପା ଯେଉଁ ବ୍ୟକ୍ତି ଙ୍କ ଉପରେ ହୋଇଥାଏ ତାଙ୍କ ଜୀବନରେ ଆସିବାକୁ ଯାଉଥିବା ସମସ୍ତ ଚିନ୍ତା ଅତି ସହଜରେ ସମାପ୍ତ ହେବାକୁ ଲାଗିଥାଏ ।
ଆଜି ଆମ୍ଭେ ଆପଣ ମାନଙ୍କୁ ସେହି ୬ ଟି ନାମ ଥିବା ବ୍ୟକ୍ତି ଙ୍କ ସମ୍ବନ୍ଧରେ କହିବାକୁ ଜାଉଅଛୁ ଯେଉଁ ମାନେ ମାତା କାଳୀ ଙ୍କର ଅଂଶ ମାନାଯାଇଥାନ୍ତି । ଆସନ୍ତୁ ତେବେ ଜାଣିବା ସେହି ନାମର ବ୍ୟକ୍ତି ମାନଙ୍କ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ।
୧- A ;- ଯେଉଁ ଲୋକ ମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେ ମାତା କାଳୀ ଙ୍କର ସବୁଠାରୁ ପ୍ରିୟ ଅଟନ୍ତି । ଏହି ଲୋକ ମାନଙ୍କ ଉପରେ ମାତା କାଳୀ ଙ୍କର କୃପା ଦୃଷ୍ଟି ବନି ରହିଥାଏ । ଏହି କାରଣରୁ ଏମାନଙ୍କୁ କେବେ ମଧ୍ୟ କୌଣସି ପରିସ୍ଥିତି ର ସାମ୍ନା କରିବାକୁ ହୋଇ ନଥାଏ ।
୨- D ;- ଯେଉଁ ଲୋକ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ତାଙ୍କ ଉପରେ ମାତା କାଳୀ ଙ୍କର ଅସୀମ କୃପା ବନି ରହିଥାଏ । ମାତା କାଳୀ ଙ୍କ କୃପା କାରଣରୁ ସେ ନିଜ ଜୀବନରେ ବହୁତ ଆଗକୁ ବଢିଥାନ୍ତି ।
୩- H ;- ଏହି ଅକ୍ଷରର ଲୋକ ମାନଙ୍କ ଉପରେ ମଧ୍ୟ ମାତା କାଳୀ ଙ୍କର ଅସୀମ କୃପା ରହିଥାଏ । ମାତା କାଳୀ ଙ୍କର ଭକ୍ତି ଭାବ ଦ୍ଵାରା ଏମାନେ ନିଜ ଜୀବନରେ ଆଗକୁ ମଧ୍ୟ ବଢିଥାନ୍ତି ।
୪- J ;- ଏହି ଅକ୍ଷରର ବ୍ୟକ୍ତି ମାନଙ୍କ ଉପରେ ମାତା କାଳୀ ନିଜ ଆଶୀର୍ବାଦ ର ହାତ ସର୍ବଦା ବନାଇ ରଖିଥାନ୍ତି । ଏମାନେ ବିଶେଷ କରି ମାତା କାଳୀ ଙ୍କର ଆରାଧନା କରିଥାନ୍ତି । ସମସ୍ତ ପରିସ୍ଥିତି ରୁ ମଧ୍ୟ ମାତା କାଳୀ ଏମାନଙ୍କ ରକ୍ଷା କରିଥାନ୍ତି । ଏହି ନାମର ବ୍ୟକ୍ତି ମାନେ ନିଜ ଜୀବନରେ ବହୁତ ଅଧିକ ସଫଳ ହୋଇଥାନ୍ତି ।
୫- L ;- ଏହି ଲୋକ ମାନେ ମାତା କାଳୀ ଙ୍କର ବହୁତ ଖାସ ହୋଇଥାନ୍ତି । ଏହି କାରଣରୁ ମାତା କାଳୀ ଙ୍କର ଏମାନଙ୍କ ଉପରେ ଅସୀମ ଦୟାଦୃଷ୍ଟି ବନିଥାଏ । ଏହି ଲୋକ ମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ କୃପା ବିଶେଷ ରୂପରେ ବରଷିଥାଏ ।
୬- R ;- ଯେଉଁ ଲୋକ ମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ଏହିଭଳି ଲୋକ ଅତ୍ୟନ୍ତ ଭାବୁକ ତଥା ଦୟାଳୁ ସ୍ଵଭାବ ର ହୋଇଥାନ୍ତି । ଏମାନେ ସାଧାରଣତ କାହାକୁ ଚିନ୍ତା ମଧ୍ୟରେ ଦେଖି ପାରନ୍ତି ନାହିଁ । ଏହି ଲୋକ ମାନଙ୍କ ଉପରେ ମାତା କାଳୀ ଙ୍କ ଦୟାଦୃଷ୍ଟି ସର୍ବଦା ବନିରହିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।