Health Tips- Liver ରୋଗୀ ଭୁଲରେ ବି ଖାଇବେ ନାହିଁ ଏହି 2 ଟି ଜିନିଷ…ନହେଲେ ଭୋଗିବେ ଭୟଙ୍କର ପରିଣାମ

ନମସ୍କାର ବନ୍ଧୁଗଣ, ଯଦି ଆପଣଙ୍କ ଲିଭରରେ ସୁଜନ ଭଳି ସମସ୍ୟା ରହିଛି ଆଉ ଆପଣ ତାପରେ ମଧ୍ୟ ଅଜାଣତରେ ଦୁଇଟି ଜିନିଷର ସେବନ କରୁଛନ୍ତି ତେବେ ଆପଣଙ୍କ ସମସ୍ୟା ବହୁତ ଅଧିକ ବଢିପାରେ । ମସ୍ତିସ୍କ ପରେ ଲିଭର ଆମ ଶରୀରର ସବୁଠାରୁ ବଡ ଅଙ୍ଗ ଅଟେ । ଲିଭର ଖରାପ ହେବାର ଅର୍ଥ ଆପଣଙ୍କ ସମ୍ପୂର୍ଣ ଶରୀରର ସ୍ୱାସ୍ଥ୍ୟ ଉପରେ ଏହାର ଏକ ବଡ ପ୍ରଭାବ ପଡିଥାଏ । ତେବେ ଲିଭର ସମସ୍ୟା ଥିଲେ ଆପଣଙ୍କୁ କେଉଁ ଜିନିଷକୁ ଭୁଲରେ ମଧ୍ୟ ହାତ ଲଗାଇବା ଉଚିତ ନୁହେଁ ଏହା ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ଯଦି ଆପଣଙ୍କ ଲିଭରରେ ସମସ୍ୟା ରହିଛି ତେବେ ଆପଣଙ୍କୁ ଦୁଇଟି ଜିନିଷର ସେବନକୁ ସବୁଦିନ ପାଇଁ ବନ୍ଦ କରିଦେବା ଆବଶ୍ୟକ । ଯଦି ଆପଣଙ୍କ ଲିଭର ସୁସ୍ଥ ରହିଥାଏ ତେବେ ଆପଣଙ୍କ ପୁରା ଶରୀର ମଧ୍ୟ ସୁସ୍ଥ ରୁହେ । ଲିଭର ସମସ୍ୟା ଆରମ୍ଭ ହେବାର ପରେ ଆପଣଙ୍କୁ ସର୍ବ ପ୍ରଥମେ ଫ୍ୟାଟ ଯୁକ୍ତ ଖାଦ୍ୟ ଖାଇବା ବନ୍ଦ କରିଦେବା ଉଚିତ । ବହୁତ ଅଧିକ ଛଣା ହୋଇଥିବା ଖାଦ୍ୟ ଠାରୁ ଦୂରେଇ ରହିବା ଦରକାର ।

କାରଣ ଲିଭର ଆମ ଖାଦ୍ୟରେ ଥିବା ଫ୍ୟାଟକୁ ହଜମ କରିବାରେ ସାହାର୍ଯ୍ୟ କରିଥାଏ । ଆପଣ ଯଦି ଫ୍ୟାଟ ଯୁକ୍ତ ଖାଦ୍ୟ ଖାଉଛନ୍ତି ତେବେ ଆପଣଙ୍କୁ ବହୁତ ଶୀଘ୍ର ସମସ୍ୟା ଦେଖା ଦେବା ଆରମ୍ଭ ହୋଇଯାଇଥାଏ । ବାହାର ଖାଦ୍ୟ ଖାଇବା ବନ୍ଦ କରିଦେବା ଉଚିତ । ଟିକି, ବରଗର, ପିଜା ଏବଂ ଯଦି ବହୁତ ଅଧିକ ସ୍ପାଇସି ତଥା ରାଗ ଲାଗୁଥିବା ଖାଦ୍ୟ ଖାଉଛନ୍ତି ତେବେ ଏହା ଆପଣଙ୍କ ବହୁତ ଅଧିକ ସମସ୍ୟା ସୃଷ୍ଟି କରିଥାଏ ।

ଏହା ସହିତ ଯଦି ଆପଣ ବହୁତ ଅଧିକ ନିଶା ସେବନ କରନ୍ତି ତେବେ ଏହା ଲିଭର ପାଇଁ କଣ୍ଟ୍ରୋଲ କରିବା ବାହାରେ ହୋଇଥାଏ । ଲିଭର ଖରାପ ହେବାର ଲକ୍ଷଣ ହେଉଛି ବାରମ୍ବାର ଆପଣଙ୍କୁ ଜଣ୍ଡିସ ହୋଇଥାଏ । ଯଦି ଆପଣ ବାହାର ଖାଦ୍ୟ, ଫ୍ୟାଟ ଯୁକ୍ତ ଖାଦ୍ୟ, ସ୍ପାଇସି ଖାଦ୍ୟ ଏବଂ ନିଶା ସେବନ କରିବା ବନ୍ଦ କରିଦିଅନ୍ତି ତେବେ ଏହଦ୍ଵାରା ଆପଣଙ୍କ ଲିଭର ସୁସ୍ଥ ରହିଥାଏ ।

ଲିଭର ଆମ ରକ୍ତକୁ ଶୁଦ୍ଧ କରିବାର କାର୍ଯ୍ୟ କରିଥାଏ । ତେଣୁ ଯଦି ଆପଣ ଅଧିକ ମାତ୍ରାରେ ବିଶୁଦ୍ଧ ପଦାର୍ଥ ଲିଭର ମଧ୍ୟକୁ ଛାଡିବେ ତେବେ ସେଥି ମଧ୍ୟରୁ କିଛି ଲିଭରରେ ଜମି ରାହିଯାଇଥାଏ । ଯାହାଫଳରେ ଲିଭର ଜନିତ ସମସ୍ୟା ହେବା ଆରମ୍ଭ ହୋଇଯାଇଥାଏ ।

ଆପଣଙ୍କୁ ଆପଣଙ୍କ ଲିଭରକୁ ସୁସ୍ଥ ରଖିବା ପାଇଁ ଏହି ସବୁ ଖାଦ୍ୟ ଠାରୁ ଦୂରେଇ ରହିବା ଆବଶ୍ୟକ । ନଚେତ ଆପଣ ଜାଣି ଜାଣି ଆପଣଙ୍କ ଲିଭର ଖରାପ ହେବାର ସମସ୍ୟା ପାଇଁ ଦାୟୀ ରହିବେ । ଆଶା କରୁଛୁ ଏହି ସୂଚନା ଆପଣଙ୍କ ପାଇଁ ଫଳପ୍ରଦ ରହିବ । ତେବେ ଆମର ଏହି ପୋଷ୍ଟଟିକୁ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *