ଲିଭର ସିରୋସିସ ରୋଗ ରେ ଭୟଭୀତ ଅଛନ୍ତି ଦେଶବାସୀ ଆମ ଓଡିଆ ସିନେମା ର ପ୍ରିୟା ଅଭିନେତା ପିଣ୍ଟୁ ନନ୍ଦଙ୍କ ଏହି ସିରୋସିସ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ ପରେ ସମସ୍ତ ମନରେ ରହିଛି ଏହି ରୋଗ କୁ ଭୟ । ଆସନ୍ତୁ ଏହି ରୋଗ ବିଷୟରେ ଅଧିକ ଡାକ୍ତର ଆଶୁତୋଷ ମହାପାତ୍ର ଙ୍କ ମୁଖରେ ଆଧିକ କିଛି ବିଷୟ । ଲିଭର ସିରୋସିସ ହେଉଛି ଏଭଳି ଏକ ରୋଗ ଯାହା ଆମ ପେଟର ତଳ ଭାଗରେ ରହିଥାଏ ଆମ ଯକୃତ ଯଦି ଏହି ରୋଗ ହୋଇଥାଏ ତେବେ ମଣିଷ ବଞ୍ଚିବା ଅସମ୍ଭବ ହୋଇଥାଏ ।
ଲିଭର ସିରୋସିସ ର ତିନୋଟି ଷ୍ଟେଜ ରହିଥାଏ । ପ୍ରଥମେ ଫ୍ୟାଟି ଲିଭର ଏହା ପରେ ଯଦି ଅଧିକ ମ-ଅଦ ପିଇଥାଉ ତେବେ ପାଇବ୍ରୋସୀସ ଏବଂ ଲିଭର ସିରୋସିସ ହୋଇଥାଏ । ଏହା ଚାରୋଟି କାରଣରୁ ହୋଇଥାଏ ବିଶେଷ କରି ଯଦି ଆମେ ଅଧିକ ମ-ଅଦ ପାନ କରିଥାଉ ତେବେ ଏହି ରୋଗ ହେବାର ଅଧିକ ସମ୍ଭାବନା ରହିଥାଏ । ଆମେ ଭାବି ଥାଉ ଜଣେ ବ୍ୟକ୍ତି ମ-ଅଦ ଅଧିକ ପିଇଥାଏ କିନ୍ତୁ ତାଙ୍କୁ ସିରୋସିସ ହୋଇନଥାଏ ।
ତେଣୁ ମ-ଅଦ ଦ୍ଵାରା ହୁଏ ନାହିଁ ବୋଲି ଭାବି ନେଉଥାଉ , ଏହା ଭୁଲ ଧାରଣା ହୋଇଥାଏ ଲିଭର ସିରୋସିସ ର ଲକ୍ଷଣ ବାହାରକୁ ଅଧିକ ଜଣା ପଡି ନ ଥାଏ ତେଣୁ ବ୍ୟକ୍ତି ଜାଣିପାରିନଥାଏ । ଲିଭର ସିରୋସିସ ଏ ପ୍ରାରମ୍ଭ ଅବସ୍ଥାରେ ଆମେ ତାହା କୋଣସି ଲକ୍ଷଣ ପାଇନଥାଏ ପ୍ରଥମ ତ ଆପଣଙ୍କୁ ଠକାପଣ ଅନୁଭବ ହୋଇଥାଏ ଏବଂ ପେଟରେ ପାଣି ଜମି ଯାଇଥାଏ ଯାହା ବାହାର କୁ ଦେଖାଯାଇନଥାଏ ।
ଯେବେ ଡାକ୍ତରଙ୍କ ପାଖକୁ ଯାଇଥାଉ ଟେଷ୍ଟ କଲେ ଏହା ଜାଣିପାରିଥାଉ । ଏହି ରୋଗ ଯେବେ ଅଧିକ ହେବାକୁ ଲାଗିଥାଏ ତେବେ ରକ୍ତ ବାନ୍ତି ହୁଏ ଯାହାକୁ ନିୟନ୍ତ୍ରଣା କରିବା ଅସମ୍ଭବ ହୋଇଥାଏ । ଏହା ଲିଭର ସିରୋସିସ ର ଦ୍ଵିତୀୟ ଷ୍ଟେଜ କୁ ଯାଇଥାଉ । ଜଣ୍ଡିସ , ଓଜନ କମିଯିବା ହାତ ଗୋଡ ଫୁଲିବା ଆଦି ଏହା ମୁଖ୍ୟ ଲକ୍ଷଣ ହୋଇଥାଏ । ପ୍ରଥମେ ଯେବେ ଆମକୁ ସିରୋସିସ ହେଲେ ମାତ୍ର ପ୍ରଥମେ ଯାଇ ନିକଟରେ ଥିବା ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ସମସ୍ତଙ୍କ ହେପାଟାଇଟିସ – ବି ଠିକ ରହିବା ଉଚିତ୍ । ଆପଣଙ୍କ ଶରୀରରେ ଟାଟୁ କରାଇବେ ନାହିଁ ଏହା ମଧ୍ୟ ସିରୋସିସ ର କାରଣ ହୋଇଥାଏ । ମ-ଅଦ୍ୟପାନ ଏହି ରୋଗ ର ମୁଖ୍ୟ କାରଣ ହୋଇଥାଏ ତେଣୁ ମ-ଅଦ୍ୟପାନ ଠାରୁ ଦୂର ରେ ରୁହନ୍ତୁ । ମ-ଅଦ୍ୟପାନ , ସିଗାରେଟ , ଗୁଟକା ଆଦିର ସେବନ କରନ୍ତୁ ନାହିଁ । କାରଣ ଏସବୁ କରିବା ଦ୍ଵାରା ଆପଣ ଙ୍କ ଶରୀରରେ ଲିଭର ସିରୋସିସ ଭଳି ରୋଗ ତ ପ୍ରବେଶ କରିଥାଏ , ଏହା ଛଡା କ୍ୟାନ୍ସର ରୋଗ ହୋଇଥାଏ ।
ଅଳ୍ପ ବୟସରେ ପାଟି ମୁହଁ ପାଖବ୍ରେ କଟା ଯାଇଥାଏ ଆପଣ ଙ୍କ ସହ ପରିବାରର ଲୋକେ ମଧ୍ୟ ଦୁଃଖିତ ହୋଇଥାନ୍ତି । ତେଣୁ ବନ୍ଧୁଗଣ ଆମେ ଲିଭର ସିରୋସିସ ରୋଗ ହେତୁ ଅଭିନେତା ପିଣ୍ଠୁ ନନ୍ଦଙ୍କୁ ହରାଇଛୁ ତେଣୁ କରି ଏହି ରୋଗ ପ୍ରତି ନିଜେ ସାବଧାନ ରହିବା ଉଚିତ୍ । ଆମ ପେଜକୁ ଅନ୍ୟମାନଙ୍କୁ ଶେୟାର କରି ଲାଇକ କରନ୍ତୁ ଏବଂ ଆପଣଙ୍କ ମତକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଧନ୍ୟବାଦ