କୁକୁର ଦେଇଥାଏ ଭାଗ୍ୟ ବଦଳିବାର 10 ଟି ଶୁଭ ସଙ୍କେତ ! ଜାଣନ୍ତୁ କେମିତି ?

ନମସ୍କାର ବନ୍ଧୁଗଣ, କୌଣସି କୁକୁରକୁ ଆମେ ଆମ ପାଖରେ ଦେଖିଲେ ତଡି ଦେଇଥାଏ । କାରଣ କୁକୁରକୁ ସର୍ବଦା ଆମେ ହୀନ ଦୃଷ୍ଟିରେ ହିଁ ଦେଖିଥାଉ ତେଣୁ କୁକୁର ଠାରେ କୌଣସି ବିଶେଷତା ରାହିଥିବ ଏହା ଆମେ ଭାବି ପାରିନଥାଉ । ଆଜି ଆମେ ଆପଣମାନଙ୍କୁ ଜଣାଇବା ପାଇଁ ଯାଉଛୁ କୁକୁର ଆପଣଙ୍କୁ ଦେଉଥିବା 10ଟି ସଙ୍କେତ ସମ୍ପର୍କରେ ଯାହାକୁ ଆପଣ ବୁଝି ପାରିନଥାନ୍ତି । କିନ୍ତୁ ଆମର ଏହି ପୋଷ୍ଟଟିକୁ ପଢିବା ପରେ ଆପଣ ନିହାତି ଭାବରେ ଜାଣିବା ପାଇଁ ପାଇବେ ଏହା ସମ୍ପର୍କରେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ପ୍ରଥମ: ଯଦି ଆପଣ କୁକୁରକୁ ଖାଇବା ପାଇଁ ଦେଉଛନ୍ତି ତେବେ ଏହା ଆପଣଙ୍କ ଶୁଭ ହୋଇଥାଏ । ଏବଂ ଏହାର ଅର୍ଥ ହୋଇଥାଏ କି ଆପଣଙ୍କ ଉପରେ କୌଣସି ବିପଦ ଆସିବ ନାହିଁ । ଆପଣକ ଉପରେ ଆସିବାକୁ ଯାଉଥିବା କଷ୍ଟ ଦୂରେଇ ଯିବ । ଦିତୀୟ: ଯଦି ଆପଣ କୌଣସି କାମରେ ବାହାରକୁ ଯାଉଥାନ୍ତି ଏବଂ କୁକୁର ଆପଣଙ୍କ ସାମ୍ନାରେ ବହୁତ ଜୋରେ ଭୁକିଥାଏ ତେବେ ଏହା ଆପଣଙ୍କ ପାଇଁ ଏକ ଶୁଭ ସଙ୍କେତ ଅଟେ ।

ଏହାର ଅର୍ଥ ହୋଇଥାଏ କି ଆପଣ କିଛି ସମୟ ଅଟକି ଆପଣଙ୍କ ଯାତ୍ରାକୁ ଆରମ୍ଭ କରନ୍ତୁ । ଏହା ଫଳରେ ଆପଣଙ୍କ ଉପରେ ଆସୁଥିବା ଦୁର୍ଘଟଣା ଟଳି ଯାଇଥାଏ । ତୃତୀୟ:ଯଦି କୁକୁର ଆପଣଙ୍କୁ ଦେଖି ନିଜର ଲଞ୍ଜ ହଲାଇ ଥାଏ ତେବେ ଏହା ଆପଣଙ୍କ ପାଇଁ ବହୁତ ଅଧିକ ଶୁଭ ହୋଇଥାଏ । ଚତୁର୍ଥ: ଯଦି ଆପଣ କୁକୁରକୁ ନିଜ ଦେହକୁ କୁଣ୍ଡାଉ ଥିବାର ଦେଖନ୍ତି ସକାଳ ସମୟରେ ତେବେ ଏହା ଆପଣଙ୍କ ପାଇଁ ଧନପ୍ରାପ୍ତିର ସଂକେତ ଅଟେ ।

ପଞ୍ଚମ:କୁକରକୁ ଆପଣ ରୁଟି ଖାଇବାକୁ ଦେବା ଶୁଭ ହୋଇଥାଏ । ଏହାଦ୍ୱାରା ଆପଣଙ୍କ ଉପରେ ଆପଣଙ୍କ ଶତ୍ରୁ ଭାରି ପଡ଼ିପାରନ୍ତି ନାହିଁ । ଏବଂ ଆପଣଙ୍କ ଶତ୍ରୁର ନାଶ ହୋଇଥାଏ । ଷଷ୍ଠ: କୁକୁର ମୁଖରେ ଯଦି ଆପଣ ବାହାରକୁ ଯାଉଥିବା ସମୟରେ ହାଡ ଦେଖନ୍ତି ତେବେ ଏହା ଆପଣଙ୍କ କାମ ପୁରା ହେବାର ସଙ୍କେତ ହୋଇଥାଏ ।

ସପ୍ତମ: ଯଦି ଆପଣ କୁକୁରକୁ ସଫା ପାଣି ପିଇବାର ଦେଖନ୍ତି ତେବେ ଏହା ଆପଣଙ୍କ ପାଇଁ ଶୁଭ ହୋଇଥାଏ । ଅଷ୍ଟମ: କୁକୁର ଆପଣଙ୍କ ଘର ସାମ୍ନାରେ କନ୍ଦିବା ଅଶୁଭ ହୋଇଥାଏ । କିନ୍ତୁ କିଛି ସମୟରେ କୁକୁର ଭୋକ ପାଇଁ କାନ୍ଦିଥାଏ ଯାହାକୁ ଅଶୁଭ ମନାଯାଏ ନାହିଁ । ତେଣୁ ଆପଣ କାନ୍ଦୁଥିବା କୁକୁରକୁ ଖାଦ୍ୟ ଦେବା ମଧ୍ୟ ଜରୁରୀ ।

ନବମ: ଯଦି କୁକୁର ଆପଣଙ୍କ ଘରେ ଛୁଆ ଜନ୍ମ କରେ ତେବେ ଏହାର ଅର୍ଥ ହୋଇଥାଏ କି ଆପଣଙ୍କ ଘରେ ସର୍ବଦା ସକାରାତ୍ମକ ପ୍ରଭାବ ରହିବ । ଦଶମ: ଯଦି ଆପଣ କୁକୁରକୁ ଲଢେଇ କରୁଥିବାର ଦେଖନ୍ତି ତେବେ ଏହା ଅଶୁଭ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *