ବନ୍ଧୁଗଣ, ଆଜିକାଲି ଦୁନିଆର ପ୍ରତେକ ବ୍ୟକ୍ତି ନିଜର ଅଲଗା ପରିଚୟ ବନାଇବାକୁ ଚାହିଁଥାଏ । ତେଣିକି ଏହି ପରିଚୟ ତାଙ୍କୁ ନିଜ ସ୍ୱଭାବରୁ କିମ୍ବା ନିଜ କାମରୁ ମିଳୁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଖାସ ଲୋକଙ୍କ ନାମ ଜନ୍ମରୁ ହିଁ ଭାବୁକ ଏବଂ ସଫା ମନର ହୋଇଥାନ୍ତି । ସେମାନେ କେବେବି କାହାର ଖରାପ ଚିନ୍ତା କରନ୍ତି ନାହିଁ । ଏବଂ ଭିତରୁ କେତେ ବି ଦୁଃଖୀ ଥାଆନ୍ତୁ ନା କାହିଁକି ଉପରେ ସବୁବେଳେ ଖୁସି ନଜର ଆସିଥାନ୍ତି ।
ଆଜି ଆମେ ଆପଣଙ୍କୁ ଏମିତି ୬ ଟି ମହିଳାଙ୍କ ବିଷୟରେ ଜଣାଇବୁ ଯିଏ ସବୁବେଳେ ମନରୁ ସଫା ହୋଇଥାନ୍ତି ଓ ସର୍ବଦା ହିଁ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥାନ୍ତି । ତେବେ ଚାଲନ୍ତୁ ଏହି ବିଷୟରେ ବିସ୍ତାର ଭାବେ ଜାଣିବା ।
୧:- A ନାମର ଝିଅ, ଏହି ନାମର ଝିଅ ମାନେ ମନରୁ ଅଧିକ ସଫା ହେବା ସହିତ ବହୁତ ଇମୋସନାଲ ହୋଇଥାନ୍ତି । ଏମାନେ ଅଧିକ ଭାବୁକ ସ୍ଵଭାବ ର କାରଣରୁ ନିଜ ଲୋକଙ୍କ ଠାରୁ ଧୋକା ଖାଇଥାନ୍ତି । ଏମାନେ ବିଶ୍ୱାସ ର ପାତ୍ର ହୋଇଥାନ୍ତି । ଏବଂ ପ୍ରମିସ କରିଥିବା କଥା କୁ କେବେ ଭାଙ୍ଗନ୍ତି ନାହିଁ । ଏମାନେ ନିଜର ବ୍ୟବହାର କାରଣରୁ ସମାଜରେ ଅଧିକ ଇଜ୍ଜତ ପାଇଥାନ୍ତି ।
୨:- D ନାମର ଝିଅ, ଏହି ନାମର ଝିଅଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ସର୍ବଦା ଥାଏ । ଏହି ନାମର ଝିଅ ମାନେ ଯାହା ଘରକୁ ବାହା ହୋଇ ଯାଇଥାନ୍ତି ସେହି ଘରେ କେବେବି ଧନର ଅଭାବ ଓ ଦୁଃଖ ରୁହେ ନାହିଁ । ଏମାନଙ୍କ ମନ ବହୁତ ସଫା ହୋଇଥାଏ । ଲୋକମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ଏମାନେ ସବୁବେଳେ ଆଗେଇ ଆସିଥାନ୍ତି । ନିଜର ବ୍ୟବହାର ଯୋଗୁଁ ଏମାନେ ସମସ୍ତଙ୍କ ମନ ଜିତି ଥାଆନ୍ତି ।
୩:- L ନାମର ଝିଅ, L ନାମର ଝିଅମାନେ କୋମଳ ଓ ଲାଜୁଆ ସ୍ଵଭାବ ର ହୋଇଥାନ୍ତି । ନିଜ ଜୀବନକୁ ନେଇ ଏମାନଙ୍କ ବିଚାର ସ୍ପଷ୍ଟ ହୋଇଥାଏ । ଏମାନେ ଶାନ୍ତିପ୍ରିୟ ହୋଇଥାନ୍ତି କିନ୍ତୁ ଏମାନଙ୍କ ମନ ଅସ୍ଥିର ହୋଇଥାଏ । ଏମାନଙ୍କ ର ଏକ ଖାସ ଗୁଣ ଏହା ହୋଇଥାଏ କି ଏମାନେ ନିଜ ଜୀବନରେ ଛୋଟ ଛୋଟ କଥାରେ ଖୁସି ହୋଇ ଯାଇଥାନ୍ତି ।
୪:- S ନାମର ଝିଅ, ଏହି ନାମର ଝିଅ ମାନେ ମନରୁ ବହୁତ ସଫା ହୋଇଥାନ୍ତି । ଏମାନେ ପରିଶ୍ରମୀ ଓ ଖୁସି ରହିବା ସ୍ୱଭାବର ହୋଇଥାନ୍ତି । ଏମାନେ ନିଜ କଥା କୁ କାହା ସହ ସେୟାର କରିବାକୁ ପସନ୍ଦ କରନ୍ତି ନାହିଁ । ଯଦି ଏମାନେ ଆପଣଙ୍କ ସହ ନିଜ କଥା ସେୟାର କରୁଛନ୍ତି ତେବେ ଜାଣି ନିଅନ୍ତୁ କି ଏମାନେ ଆପଣଙ୍କୁ ନିଜ ଲାଇଫ ର କିଛି ଖାସ ଜାଗା ଦେଇଛନ୍ତି । ଏମାନେ ନିଜ କାମକୁ ବହୁତ ସହଜରେ ଓ ଠିକ୍ ଭାବରେ ପୂରଣ କରିଥାନ୍ତି ।
୫:- M ନାମର ଝିଅ, ଏହି ନାମର ଝିଅମାନେ ବହୁତ ସଫା ମନର ହୋଇଥାନ୍ତି । ଏମାନେ ନିଜ କାରଣରୁ ଅନ୍ୟ ମାନଙ୍କୁ କଷ୍ଟ ଦିଅନ୍ତି ନାହିଁ । ଏମାନେ ସର୍ବଦା ଗଭୀର ଚିନ୍ତା ରେ ବୁଡି ରହିଥାନ୍ତି । ଏମାନେ ଛୋଟ ଛୋଟ କଥା କୁ ମନକୁ ନେଇ ଯାଇଥାନ୍ତି । ଏହା ବ୍ୟତୀତ ଏମାନଙ୍କୁ ଇନ ଡାଇରେକ୍ଟ କଥା ପସନ୍ଦ ଆସି ନଥାଏ । ଏମାନେ ମନରୁ ବହୁତ ଭଲ ହୋଇ ଥିବାରୁ ଏମାନେ ଲୋକଙ୍କୁ ଶୀଘ୍ର ମନେଇ ନେଇଥାନ୍ତି ।
୬:- P ନାମର ଝିଅ, ସଫା ମନର ଝିଅ ମାନଙ୍କ ଭିତରେ P ନାମର ଝିଅ ମାନେ ସାମିଲ ଅଛନ୍ତି । ଏମାନେ ପରିଶ୍ରମ କରିବାକୁ ପସନ୍ଦ କରିଥାନ୍ତି । ଏହି ଝିଅ ମାନଙ୍କୁ ରାଗ ମଧ୍ୟ ଶୀଘ୍ର ଆସିଯାଏ ପରନ୍ତୁ ଏମାନେ ବାହାରକୁ ସବୁବେଳେ ଶାନ୍ତ ଦେଖାଇବାକୁ ଚେଷ୍ଟା କରିଥାନ୍ତି । ଯଦି କୌଣସି ବ୍ୟକ୍ତି ଏମାନଙ୍କ ନଜର ରେ ଖରାପ ହୋଇଯାଏ ତେବେ ସବୁବେଳ ପାଇଁ ସେହି ଲୋକ ଖରାପ ହୋଇ ରହିଯାଏ ।
ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ