କଥା କଥାରେ ରାଗି ଯାଉଛନ୍ତି କି ? କ୍ରୋଧ ବ୍ରହ୍ମ ଚଣ୍ଡାଳ, ଦେଖନ୍ତୁ କିପରି ନିଜ କ୍ରୋଧକୁ 5 ମିନିଟ ରେ ଶାନ୍ତ କରିବେ

ବନ୍ଧୁଗଣ ଏମିତି କିଛି ଲୋକ ଅଛନ୍ତି ଯେଉଁ ମାନେ ଟିକେ ଟିକେ କଥାରେ ରାଗିବା ସହ ଚିଡି ଯାଇଥାନ୍ତି । ଘରେ ବାହାରେ ମଧ୍ୟ ସେମାନଙ୍କର ରାଗ ପ୍ରକାଶ ପାଇଥାଏ । କିନ୍ତୁ ନିଜର କ୍ରୋଧକୁ ନିୟନ୍ତ୍ରଣ ରଖିବା ନିହାତି ଜରୁରୀ ଅଟେ । କାରଣ ମଣିଷ ରାଗରେ ଏମିତି କିଛି ଭୁଲ ଅକାମ କରିଥାଏ ଯାହା ପରେ ଅନୁତାପ କରିବାକୁ ପଡିଥାଏ । କାରଣ କଥାରେ ଅଛି ରାଗ ହେଉଛି ମଣିଷର ବଡ ଶତ୍ରୁ । ଆଜି ଆମେ ଆପଣ ମାନଙ୍କୁ ରାଗ ଶାନ୍ତ କରିବା ପାଇଁ କିଛି ଉପାୟମାନ ବିଷୟରେ କହିବାକୁ ଯାଉଛୁ ।

୧- ଆପଣ ଛୋଟ ଛୋଟ କଥାରେ ରାଗି ଯାଉଛନ୍ତି ତେବେ ପ୍ରତିଦିନ ଅତି କମରେ ନିଜ ଗୋଡକୁ ୫ ଥର ଧୁଅନ୍ତୁ । ଏହା ଦ୍ଵାରା ଆପଣଙ୍କର କ୍ରୋଧ ଧୀରେ ଧୀରେ ଶାନ୍ତ ହୋଇଯିବ । ଅଧିକ ରାଗ ଆସିଲେ ୧ଠାରୁ ୨୦ଯାଏଁ ଆଗକୁ ଓ ପଛକୁ ଗଣନ୍ତୁ ।

୨- ଛୋଟ ପିଲା ମାନେ ପାଠ ପଢୁଥିଲେ ସେମାନଙ୍କୁ ସର୍ବଦା କଂସା ବାସନରେ ଖାଇବାକୁ ଦେବ ଉଚିତ । କଂସା ଥାଳିଆରେ ଭାତ, କଂସା ତାଟିଆରେ ଡାଲି, କଂସା ଗ୍ଳାସରେ ପାଣି ପିଇବାକୁ ଦେଲେ ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ । ଏହା ସହ ବ୍ରାମହୀ ଶାଗ ପାଠ ପଢୁଥିବା ପିଲାଙ୍କୁ ଖାଇବାକୁ ଦେଲେ ମେମୋରୀ ପାୱାର ବୃଦ୍ଧି ପାଇଥାଏ ।

୩- ଆପଣ ମାନେ ମନ୍ଦିର ଯିବା ସମୟରେ ନଡିଆ ବାଡେଇଥାନ୍ତି । କିନ୍ତୁ ଅନେକ ସମୟରେ ନଡିଆ ପଚା ପଡିଥାଏ । ଏହାକୁ ପୂଜକ ମାନେ କହିଥାନ୍ତି ଭାଗ୍ୟ କେତେ ଭଲ । କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ ଅଟେ । ପଚା ପଡିବା ନଡିଆ ଭଲ ଲକ୍ଷଣ ନୁହେଁ । ଯଦି ନଡିଆ ପଚା ପଡେ ତେବେ ଆଉ ଏକ ନଡିଆ ବାଡେଇବା ବଦଳରେ ଗୋଟେ ଗୁଆ ମୁଣ୍ଡରେ ଛୁଇଁ ଭଗବାନଙ୍କ ପାଖରେ ରଖିବା ଉଚିତ ।

୪- ଘରର ବୀମ ତଳେ କେବେ ବସନ୍ତୁ ନାହି ବା ଖଟ ପକାଇ ଶୁଅନ୍ତୁ ନାହି । ଏହା କରିବା ଦ୍ଵାରା ସୌଭାଗ୍ୟରେ ବାଧା ଆସିଥାଏ । ସର୍ବଦା ବାଥୃମର କବାଟ ବନ୍ଦ ରଖିବା ଉଚିତ । ଏହା ଦ୍ଵାରା ମଙ୍ଗଳ ହୋଇଥାଏ । ଏହା ବ୍ଯତୀତ ଆଲମାରି ସର୍ବଦା ବନ୍ଦ କରି ରଖିବା ଉଚିତ ।

୫- ଅଧିକ ସମୟ ବସିବା ଦ୍ଵାରା ଗୋଡ ଝିମଝିମ ହୋଇଯାଏ । ଯଦି ଡାହାଣ ଗୋଡ ଝିମଝିମ ହେଉଛି ତେବେ ବାମ କାମ ଓ ବାମ ଗୋଡ ହେଉଥିଲେ ଡାହାଣ କାନ ଟାଣି ଧରି ୭ଥର ଓମ ଉଚ୍ଚାରଣ କରନ୍ତୁ । ଏପରି କରିବା ଦ୍ଵାରା ସାଙ୍ଗେ ସଙ୍ଗେ କମିଯିବ ।

୬- ପାଟିର ବର୍ଜ୍ୟ ବସ୍ତୁ ଘରର ଏଣେତେଣେ ପକାଇଲେ ମାନ ସମାନ ହାନି ହୋଇଥାଏ । ତେଣୁ ଘର ଭିତରେ ନ ପକାଇ ବାହାରେ ବା ଡଷ୍ଟବିନରେ ପକାଇବା ଉଚିତ । ଯଦି ରାହୁଙ୍କ ଦଶା ଲାଗି ରହିଛି ତେବେ ଆପଣଙ୍କ ଘରକୁ ଯେତେବଳେ ଯେଉଁ ଲୋକ ଆସିବେ ଘର ଦୁଆର ମୁହଁରେ ପାଦ ଦେବା ପରେ ତାଙ୍କୁ ବସାଇ ଶୁଦ୍ଧ ଥଣ୍ଡା ପାଣି ଦେବା ଦ୍ଵାରା ଏହା ଦୂର ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *