କେଉଁ ଝିଅ କୁ ବିବାହ କଲେ ସ୍ଵାମୀ ହୋଇଥାଏ ଧନବାନ ? ଏହା ସହିତ ପଢନ୍ତୁ ଆଜିର + Anuchinta

ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ମହିଳାଙ୍କ ସ୍ଵଭାବ ଓ ଚରିତ୍ର ଭିନ୍ନ ଭିନ୍ନ ହୋଇଥାଏ । ସାଧରାଣତଃ କୌଣସି ଲୋକ ଏକ ମହିଳାକୁ ଦେଖି ତାର ଚରିତ୍ର ବିଷୟରେ ଜାଣି ପାରିନଥାଏ ।

ମହିଳା ମାନଙ୍କୁ ଜାଣିବା ବହୁତ କଷ୍ଟ କର ହୋଇଥାଏ । କାରଣ ସେମାନଙ୍କ ମନ ଭିତରେ ଆଉ କିଛି କଥା ରହିଥାଏ ଓ ମୁହଁରେ ଆଉ କିଛି ।

ହେଲେ ବନ୍ଧୁଗଣ ସମୁଦ୍ର ଶାସ୍ତ୍ର ଅନୁସାରେ ମହିଳା ମାନଙ୍କର କିଛି ଅଙ୍ଗକୁ ଆଧାର କରିଲେ ସେମାନଙ୍କ ବିଷୟରେ ବହୁତ କିଛି ଜାଣି ହେବ । ଆଜିଆମେ ଆପଣ ମାନଙ୍କୁ ମହିଳା ମାନଙ୍କର କିଛି ଅଙ୍ଗକୁ ଆଧାର କରି ସେମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଯେଉଁ ମହିଳା ମାନଙ୍କର ନାକ ଚେପେଟା ହୋଇଥାଏ ସେମାନେ ସାରା ଜୀବନରେ ଦୁଃଖରେ ରହିଥାନ୍ତି ଓ ସେମାନେ ସ୍ଵଭାବରୁ ମଧ୍ୟ ଦୁଃଖିନି ଅଟନ୍ତି ।

୨. ଯେଉଁ ମହିଳା ମାନଙ୍କର ନାକ ଦେଖିବାକୁ ଗୋଲାକାର ହୋଇଥାଏ ସେମାନେ ଅତ୍ୟନ୍ତ ଶୋଭାଗ୍ୟଶାଳୀ ହୋଇଥାନ୍ତି । ବିବାହ ପରେ ଶାଶୁଘର ଓ ସ୍ଵାମୀ ଙ୍କର ଭାଗ୍ୟୋଦୟ ହୋଇଥାଏ ।

୩. ଯେଉଁ ମହିଳା ମାନଙ୍କର ନାକ ବଡ ହୋଇଥାଏ ସେମାନେ ସ୍ଵଭାବରୁ ଅତି ସୁଖିନି ହୋଇଥାନ୍ତି ।

୪. ବନ୍ଧୁଗଣ ଯେଉଁ ମହିଳା ମାନଙ୍କର ନାକର ଡାହାଣ ପରେ କଳାଜାଇ ଚିହ୍ନ ରହିଥାଏ ସେହି ମହିଳା ମାନେ ଅତ୍ୟନ୍ତ ଲକ୍ଷ୍ମୀବନ୍ତ ହୋଇଥାନ୍ତି । ଏହି ମହିଳା ମାନେ ନିଜ ପରିବାର ଲୋକଙ୍କ ପାଇଁ ମଧ୍ୟ ସମୃଦ୍ଧି ନେଇ ଆସିଥାନ୍ତି ।

୫. ଯେଉଁ ମହିଳା ମାନଙ୍କର ନାକ ଲମ୍ବା ହୋଇଥାଏ ସେମାନେ ସର୍ବଦା ସ୍ଵାମୀ ସୁଖରୁ ବଞ୍ଚିତ ହୋଇ ରହିଥାନ୍ତି ।

୬. ବନ୍ଧୁଗଣ ଯେଉଁ ମହିଳା ମାନଙ୍କର ନାକ ସରୁ ହୋଇଥାଏ ସେମାନେ ଗୋପନ ପ୍ରଣୟନୀ ହୋଇଥାନ୍ତି । ଏହି ମହିଳା ମାନେ କେବେହେଲେ ନିଜ ପ୍ରେମକୁ ଅନ୍ୟ ଆଗରେ ପ୍ରକାଶ କରନ୍ତି ନାହିଁ ।

୭. ଯେଉଁ ମହିଳା ମାନଙ୍କର ନାକ ଅତି ଗୋଜିଆ ଓ ଲମ୍ବାଳିଆ ହୋଇଥାଏ ସେମାନେ ଅତି କଳହ ପ୍ରିୟ ହୋଇଥାନ୍ତି ।

୮. ଯେଉଁ ମହିଳା ମାନଙ୍କର ନାକରା ବାମ ପଟରେ କଳାଜାଇ ଚିହ୍ନ ଥାଏ ସେହି ମହିଳା ମାନେ ଅତ୍ୟନ୍ତ ଶୋଭାଗ୍ୟଶାଳୀ ହୋଇଥାନ୍ତି ।

୯. ଯେଉଁ ମହିଳା ମାନଙ୍କର ପାଦର ଆଙ୍ଗୁଳି ଲାଗି ଲାଗି ହୋଇ ରହିଥାଏ ସେହି ମହିଳା ମାନେ ପରିବାର ପାଇଁ ସୁଖ ସମୃଦ୍ଧି ନେଇ ଆସିଥାନ୍ତି ।

୧୦. ଯେଉଁ ମହିଳା ମାନଙ୍କର ମଥାରେ ରୁମ ଏବଂ ଶିରା ଦେଖାଯାଇଥାଏ ସେମାନେ ଆଜୀବନ ରୋଗିଣୀ ହୋଇଥାନ୍ତି ।

୧୧. ଯେଉଁ ମହିଳା ମାନେ ପ୍ରତ୍ୟକ କଥାରେ ହୋ ହୋ ହୋଇ ହସିଥାନ୍ତି ସେମାନଙ୍କର ଚରିତ୍ର ଭଲ ନଥାଏ ।

୧୨. ବନ୍ଧୁଗଣ ଯେଉଁ ମହିଳା ମାନେ ହସିଲେ ତାଙ୍କର ଦୁଇ ଗାଲରେ ଗାତ ହୋଇଯାଇଥାଏ ସେମାନେ ଉତ୍ତମ ସ୍ଵଭାବ ର ହୋଇଥାନ୍ତି ।

୧୩. ଯେଉଁ ମହିଳା ମାନଙ୍କର ମୁଣ୍ଡ ବଡ ହୋଇଥାଏ ସେହି ମହିଳା ମାନେ ସ୍ଵଭାବରେ ଖଳ ପ୍ରକୃତିର ହୋଇଥାନ୍ତି ।

ବନ୍ଧୁଗଣ ଆମେ ଆଶା କରୁଅଛୁ କି ଆପଣଙ୍କୁ ଏହି ପୋଷ୍ଟ ନିଶ୍ଚିତ ଭଲ ଲାଗିଥିବ। ଏଭଳି ଅଧିକ ଖବର ପାଇଁ ଆମ କୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *