କିନ୍ନରଙ୍କୁ ଦେଖିବା ମାତ୍ରେ ମାଗି ନିଅନ୍ତୁ ଏହି ଜିନିଷ, କେବେ ବି ରହିବା ନାହିଁ ଧନର ଅଭାବ

ପ୍ରତେକ ବ୍ୟକ୍ତି ଜୀବନରେ ଧନ ଜନିତ ସମସ୍ଯା କେବେ ନା କେବେ ଲାଗି ରହିଥାଏ । ଅନେକ ପ୍ରକାରର ସମସ୍ୟା ମଧ୍ୟ ପ୍ରେତକ ବ୍ୟକ୍ତି ଜୀବନରେ ଲାଗି ରହିଥାଏ । ଧନ ଜନିତ ସମସ୍ଯା ଦୂର କରିବା ପାଇଁ ବ୍ୟକ୍ତିକୁ କଠିନ ପରିଶ୍ରମ କରିବାକୁ ପଡିଥାଏ । ଏହା ସହ ଧନର ଦେବୀ ମା ଲକ୍ଷ୍ମୀଙ୍କ କୃପା ମଧ୍ୟ ଦରକାର ପଡିଥାଏ । ଶାସ୍ତ୍ର ଅନୁସାରେ ବ୍ୟକ୍ତିକୁ ତାର କର୍ମ ଅନୁଯାୟୀ କେତେ ଧନ ପ୍ରାପ୍ତ ହେବ ତାହା ତାର ପୂର୍ବ ଜନ୍ମ ଦ୍ଵାରା ଜଣା ପଡିଥାଏ ।

ଆଜି ଆମେ ଆପଣ ମାନଙ୍କୁ କିନ୍ନର ମାନଙ୍କ ଠାରୁ କେଉଁ କେଉଁ ଜିନିଷ ମାଗି ନେଲେ ଧନ ଜନିତ ସମସ୍ୟା ଦୂର ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ କିନ୍ନର ମାନଙ୍କର ବିଶେଷ ମହତ୍ଵ ରହିଛି । ତାଙ୍କ ଦ୍ଵାରା ମଣିଷ ଜୀବନର ଅନେକ ସମସ୍ୟା ଦୂର ହୋଇଥାଏ । ଏମାନେ ନିଜର ବୁଦ୍ଧି ଓ ବିବେକ ଦ୍ଵାରା ବ୍ୟକ୍ତି ଜୀବନରେ ଅନେକ ସମସ୍ୟାର ନିବାରଣ ହୋଇଥାଏ । ତେବେ କିନ୍ନର ମାନଙ୍କ ଠାରୁ ଯେଉଁ ଜିନିଷ ମାଗିବା ଦରକାର ସେଗୁଡିକ ହେଉଛି –

୧- ବୁଧବାର ଦିନ ଯେ କୌଣସି କିନ୍ନର ମାନଙ୍କୁ ଦେଖିଲେ ତାଙ୍କୁ ସିକା ଦାନ କରନ୍ତୁ । ସିକା ଦେବା ସମୟରେ ତାଙ୍କୁ କହିବାକୁ ହେବ ଦିତୀୟ ଥର ଆସିଲେ ଯେମିତି ଆପଣଙ୍କୁ ଆଉ ଏକ ସିକା ସେମାନେ ଦେବେ । ସିକା ଦେବାର ଠିକ ୯ ଦିନ ପରେ ଆପଣ କିନ୍ନରଙ୍କ ଠାରୁ ଏକ ସିକା ନେଇ ନେବେ । ସେହି ସିକାକୁ ସବୁଜ କପଡାରେ ବାନ୍ଧି ନିଜର ତିଜୋରି, ପର୍ସ ବା ଧନ ରଖୁଥିବା ଜାଗାରେ ରଖି ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କର ଧନ ଜନିତ ସମସ୍ଯା ଦୂର ହୋଇଥାଏ ।

୨- ଏମିତି ମାନ୍ୟତା ରହିଛି କି କିନ୍ନର ମାନଙ୍କୁ ଦାନ କରିଲେ ଅକ୍ଷତ ପୂଣ୍ୟ ପ୍ରାପ୍ତ ହୋଇଥାଏ । ଏମାନଙ୍କର ଆଶୀର୍ବାଦ ବ୍ୟକ୍ତିକୁ ସବୁ ବିପଦରୁ ବଞ୍ଚାଇଥାଏ । ଯଦି କୌଣସି କିନ୍ନର ନିଜ ଖୁସିରେ ଆପଣଙ୍କୁ ଗୋଟେ ଟଙ୍କା ଦିଅନ୍ତୁ ତେବେ ତାହାକୁ ସବୁଜ କପଡାରେ ବାନ୍ଧି ତିଜୋରି ବା ଧନ ରଖୁଥିବା ଜାଗାରେ ରଖି ଦିଅନ୍ତୁ । ଏମିତି କରିବା ଦ୍ଵାରା ଆପଣଙ୍କର ଧନ ସମସ୍ଯା ଦୂର ହେବ ।

୩- ନବଜାତ ଶିଶୁର ଜନ୍ମ ହେବାର ଠିକ ବୁଧବାର ବା ବୁଧ ନକ୍ଷତ୍ରରେ ଶିଶୁକୁ କିନ୍ନରଙ୍କ କୋଳକୁ ଦେଇ ଦିଅନ୍ତୁ । ତାଙ୍କ ଆଶୀର୍ବାଦରୁ ଶିଶୁ ପାଇଁ ଭାଗ୍ୟଶାଳୀ ପ୍ରାପ୍ତ ହେବ । ଯଦି ପିଲାଙ୍କୁ ଶାରୀରିକ କଷ୍ଟ ହେଉଛି ତେବେ ୩ରୁ ୪ ଦିନ ଯାଏଁ ଲଗାତାର ପିଲାଙ୍କୁ କିନ୍ନର ଙ୍କ ସହ ଖେଳିବାକୁ ଦିଅନ୍ତୁ । ଏହା ଦ୍ଵାରା ପିଲାର ସ୍ୱାସ୍ଥ୍ୟ ତୁରନ୍ତ ଭଲ ହୋଇଯିବ ।

୪- ଯଦି ପିଲା ମଳମୁତ୍ର କାରଣରୁ ପେଟରେ କଷ୍ଟ ହେଉଥାଏ ତେବେବ କିନ୍ନରଙ୍କ ଦ୍ଵାରା ପିଲାର ପେଟରେ ହାତ ଲଗାନ୍ତୁ । ଏହା ଦ୍ଵାରା ପିଲା ସଂପୂର୍ଣ୍ଣ ସୁସ୍ଥ ହେବ । ପିଲା ଯଦି କୌଣସି ରୋଗରେ ପୀଡିତ ଅଛି ତେବେ କିନ୍ନରଙ୍କ ଦ୍ଵାରା ପିଲାର ସେବା କରନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *