କଣ ଆପଣ ବି ଖାଲି ପେଟରେ ପାଣି ପିଅନ୍ତି ତ ଏହାକୁ ତୁରନ୍ତ ଦେଖନ୍ତୁ, ଯେମିତି ପଛରେ ପସ୍ତେଇବାକୁ ନ ପଡେ ! (Health tips)

ବନ୍ଧୁଗଣ, ପାଣି ପିଇବା ଆମ୍ଭ ଶରୀର ନିମନ୍ତେ ବହୁତ ଜରୁରୀ ହୋଇଥାଏ । କାରଣ ଆମ୍ଭ ଶରୀରରେ ସମୁଦାୟ ୭୨ ପ୍ରତିଶତ ଅଙ୍ଗ ଜଳ ଦ୍ଵାରା ରହିଅଛି । ଏଣୁ ଶରୀରରେ ଅଧିକ ମାତ୍ର ଜଳ ରହିଲେ ହିଁ ଆମ ଶରୀରର ସମସ୍ତ ଅଙ୍ଗ ଭଲଭାବରେ କାର୍ଯ୍ୟ କରିଥାଏ ।

ଅଧିକ ଲୋକେ ଖାଲି ପେଟରେ ସକାଳୁ ଉଠି ପାଣି ପିଇଥାନ୍ତି । ଏଭଳି କରିବା ଦ୍ଵାରା ଆମ୍ଭ ଶରୀରରେ ଅନେକ ଫାଇଦା ହୋଇଥାଏ । ଆଜିଭଳି ଦିନରେ ଲୋକେ ବହୁତ କମ ଜଳର ସେବନ କରୁଛନ୍ତି । ନିଜ ଚେହେରାକୁ ଚମକେଇବା ନିମନ୍ତେ ନାନା ପ୍ରକାରର କ୍ରିମ ମଧ୍ୟ ପ୍ରୟୋଗ କରିଥାନ୍ତି । ଯଦି ଆପଣ ସକାଳେ ଜଳ ସେବନ କରିଥାନ୍ତି ତେବେ ଆପଣଙ୍କ ଚେହେରା ସତେଜ ସହିତ ଗ୍ଲୋ ମଧ୍ୟ କରିଥାଏ ।

ଯଦି ଆପଣ ସକାଳେ ଖାଲି ପେଟରେ ଗରମ ପାଣି ସେବନ କରନ୍ତି ତେବେ ଏହା ଆପଣଙ୍କ ନିମନ୍ତେ ଅତ୍ୟଧିକ ଲାଭ ଦାୟକ ସାବ୍ୟସ୍ଥ ହେବ । ଆପଣ ୧ ହପ୍ତା ସେବନ କରିବା ଦ୍ଵାରା ଏହାର ଫଳ ଅନୁଭବ କରି ପାରିବେ । ଆପଣଙ୍କ ତ୍ଵଜା ର ରଙ୍ଗ ଅଧିକ ଉତେଜ ହେବା କୁ ଲାଗିବ । ଆପଣଙ୍କ ନାନା ପ୍ରକାରର ସମସ୍ୟା ଦୂର ହେବାକୁ ଲାଗିବ । ସକାଳେ ଖାଲି ପେଟରେ ଗରମ ଜଳ ସେବନ କରିବା ଦ୍ଵାରା ଆପଣଙ୍କ ମେଟାବେଲଜିୟମ ବୃଦ୍ଧି ହୋଇଥାଏ । ଏହା ଫଳରେ ଆପଣଙ୍କ ପାଚନ କ୍ରିୟା ସଠିକ ହୋଇଥାଏ ।

ମୋଟାପା କମ କରିବା ନିମନ୍ତେ ଆମ୍ଭେ ମାନେ ବିଭିନ୍ନ ପ୍ରକାରର ଡାଏଟ କରିଥାଉ । ମାତ୍ର ଅନେକ ଲୋକଙ୍କ ମୋଟାପା କମ ହୋଇ ନଥାଏ । ଏପରି ଶରୀରର ମେଟାବେଲଜିୟମ ନିମନ୍ତେ ହୋଇଥାଏ । ଯେଉଁ ବ୍ୟକ୍ତି ର ମେଟାବେଲଜିୟମ କମ ରହିଥାଏ, ସେ ଅଧିକ ବ୍ୟାୟାମ କରିବା ଫଳରେ ମଧ୍ୟ ତାଙ୍କ ଓଜନ କମ ହୋଇନଥାଏ । ଏଭଳି ପରିସ୍ଥିତି ରେ ସେମାନଙ୍କର ଗରମ ପାଣି ପିଇବା ଲାଭ ଦାୟକ ହୋଇଥାଏ ।

ଯଦି ଆପଣ ମୋଟାପଣ ରୁ ଦୁଖିତ ଅଛନ୍ତି ତେବେ ଡାଏଟ କରନ୍ତୁ କିନ୍ତୁ ଆପଣ ତାହା ସହିତ ଗରମ ପାଣି ର ସେବନ ମଧ୍ୟ କରନ୍ତୁ । ଏହା ଫଳରେ ଆପଣଙ୍କର ମେଟାବେଲଜିୟମ ବଢିଥାଏ ଏବଂ ଆପଣଙ୍କ ଶରୀରର ମୋଟାପଣ କମିଥାଏ । ଏହା କବଜ ର ବିମାରୀ କୁ ମଧ୍ୟ ଦୂର କରିଥାଏ । ଆୟୁର୍ବେଦ ଅନୁଯାୟୀ ଯେଉଁ ବ୍ୟକ୍ତି ର ପେଟ ସଫା ହୋଇ ନଥାଏ ସେ କେବେ ସୁଖୀ ଜୀବନ ବ୍ୟତୀତ କରି ପାରି ନଥାଏ ।

ସେହି ବ୍ୟକ୍ତି ର ଶରୀରରେ ସର୍ବଦା ରୋଗ ବନି ରହିଥାଏ ଏବଂ ତାହାର ସ୍ଵଭାବ ଚିଡ଼ ଚିଡ଼ ସାଦୃଶ୍ୟ ହୋଇଥାଏ । ଏହିଭଳି ପରିସ୍ଥିତିରେ ଆପଣ ସକାଳେ ଖାଲି ପେଟରେ ଗରମ ପାଣି ର ସେବନ କରନ୍ତୁ । ଏହା ଆପଣଙ୍କ କବଜ ଭଳି ସମସ୍ୟା କୁ ଠିକ କରିଦେବ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *