Vastu Tips- ଆପଣଙ୍କ ଘରେ ଏମିତି ଫଟୋ କେବେ ହେଲେ ରଖନ୍ତୁ ନାହିଁ, କରିଦେବ ବର୍ବାଦ କିନ୍ତୁ ଏହି 1 ଫଟୋ ଆପଣଙ୍କୁ କରିପାରେ ମାଲାମାଲ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଘର ପାଇଁ ବାସ୍ତୁ ଶାସ୍ତ୍ରର ଆବଶ୍ୟକତା ରହିଛି । କାରଣ ଯଦି ଆପଣ ଘର ବାସ୍ତୁ ଶାସ୍ତ୍ର ଅନୁଯାଇ ନିଜ ଘର ପ୍ରସ୍ତୁତ କରିବା ସହିତ ଘରକୁ ବାସ୍ତୁ ଶାସ୍ତ୍ର ଅନୁସାରେ ସଜେଇ ଥାନ୍ତି । ତେବେ ଘର ପାଇଁ କୌଣସି ବିପତ୍ତି ଆସିବାର ଆଶଙ୍କା ରହିନଥାଏ । ଘରର ପ୍ରତ୍ଯେକଟି ଜିନିଷ ଘର ପାଇଁ ତାର କିଛି ନା କିଛି ମହତ୍ଵ ରଖିଥାଏ । ଆପଣଙ୍କୁ ସବୁବେଳେ ଧ୍ୟାନ ଦେବା ପାଇଁ ପଡିବ ଏହା କି ଜେ ଘରେ ରଖିଥିବା ଏପରି କିଛି ଜିନିଷ ଯେପରି ଆପଣଙ୍କ କ୍ଷତିର କାରଣ ସୃଷ୍ଟି ନକରୁ ।

ସେଥିପାଇଁ ଆଜି ଆପଣ ମାନେ ଜାଣିବାକୁ ପାଇବେ ଘରେ କେଉଁ ସବୁ ଫୋଟ ରଖିବା ଉଚିତ ଓ କେଉଁ ଫୋଟ ରଖିବା ଅନୁଚିତ ? ଘରେ ଲଗାଇଥିବା ଫୋଟ ଆପଣଙ୍କର ସବୁବେଳେ ଦୃଷ୍ଟି ଗୋଚର ହୋଇଥାଏ । ସେହି ଫୋଟର ଆସୁଥିବା ଊର୍ଜା ଆପଣଙ୍କ ପାଇଁ ଶୁଭ ମଧ୍ୟ ହୋଇପାରେ କିମ୍ବା ଅଶୁଭ ମଧ୍ୟ ହୋଇପାରେ ।

ଘରେ କେବେ ମଧ୍ୟ ରାମାୟଣ କିମ୍ବା ମହାଭାରତର ଯୁଦ୍ଧ ସମୟର ବା କୌଣସି ପ୍ରକାର ପୌରାଣିକ ଯୁଦ୍ଧ ଫୋଟକୁ ଘରେ ରଖିବା ଉଚିତ ନୁହେଁ । ସେହି ଫୋଟ ଘରେ ରଖିବା ଦ୍ଵାରା ଆପଣଙ୍କ ଘରେ ସବୁବେଳେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ । ଘର ପରିବାରର ସଦସ୍ୟଙ୍କ ମଧ୍ୟରେ ମନ ମତାନ୍ତର ଦେଖାଯାଇଥାଏ । ଘରେ ଶାନ୍ତିର ପରିବେଶ ଦେଖିବାକୁ ଚାହୁଁଥିଲେ ।

ଯୁଦ୍ଧ ଫୋଟ ଲଗାନ୍ତୁ ନାହିଁ । ରାମଙ୍କର ଦରବାର ଲାଗିଥିବା ଫୋଟକୁ ଘରେ ରଖିପାରିବେ । ଭଗବାନ ଶ୍ରୀକୃଷ୍ଣଙ୍କର ବଂଶୀ ଛିଡା ହୋଇଥିବା ଓ ତାହା ସହିତ ପଛରେ ଗୋମାତା ରହିଥିବା ଫୋଟ ଘରେ ଲଗାନ୍ତୁ । ଏହି ଫୋଟ ଘରେ ରଖିବା ଦ୍ଵାରା ଶୌଭାଗ୍ୟର ମାର୍ଗ ଖୋଲି ଯାଇଥାଏ । ଘରେ ଶିଆଳ, ସାପ, ପେଚା, ଗଧ, ଘୁସୁରୀ ଓ କୁଆ ଏମାନଙ୍କ ଫୋଟ ଘରେ କେବେ ମଧ୍ୟ ରଖନ୍ତୁ ନାହିଁ ।

ଏହି ଜୀବ ମାନଙ୍କର ଫୋଟ ଘରେ ରଖିବା ଦ୍ଵାରା କାର୍ଯ୍ୟ କ୍ଷେତ୍ରରେ ଅସୁବିଧା ସୃଷ୍ଟି ହୋଇଥାଏ । ଘରେ ଲଭ ବାର୍ଡ  ବା ଡଭ ବାର୍ଡର ଫୋଟ ଘରେ ଲଗାଇପାରିବେ । ଏହା ଦାମ୍ପତ୍ୟ ଜୀବନରେ ପ୍ରେମ ବଢାଇ ଦେଇଥାଏ । ଘରର ମୁଖ୍ୟ ଦ୍ଵାରାରେ ପ୍ରଭୁ ଗଣେଶ, କଳଶ, ଗାୟତ୍ରୀ, ଓମ୍, ସ୍ଵସ୍ତିକ ଏହି ସବୁ ଚିହ୍ନ ଲଗାଇପାରିବେ ।

ଏହି ଚିହ୍ନ ଘରର ମୁଖ୍ୟ ଦ୍ଵାରରେ ରଖିବା ଦ୍ଵାରା ଘରକୁ ଖରାପ ଶକ୍ତିର ଆଗମନ ହୋଇପାରିନଥାଏ । ଯଦି କୌଣସି ପୋଖରୀରେ ରାଜହଂସୀ ପହଂରୁ ଥିବାର ଫୋଟ ଦେଖିବାକୁ ପାଆନ୍ତି । ତେବେ ସେଭଳି ଫୋଟ ଘର ପାଇଁ ଶୁଭ ହୋଇଥାଏ । ଏହା ସହିତ ଘରକୁ ଧନର ମାର୍ଗ ଖୋଲିବା ପାଇଁ ଏହି ଫୋଟ ସାହାଜ୍ଯ କରିଥାଏ । ଯଦି ଏହି ପୋଷ୍ଟଟି ପସନ୍ଦ ଆସିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *