ଏମିତି ପାଦ ଥିବା ବ୍ୟକ୍ତି ଜୀବନରେ ଖୁବ ଶୀଘ୍ର ହୋଇଯାନ୍ତି ଧନୀ, ଦେଖନ୍ତୁ ସେହି ଭାଗ୍ୟଶାଳୀ ବ୍ୟକ୍ତି ଆପଣ ନୁହଁନ୍ତି ତ ?

ନମସ୍କାର ବନ୍ଧୁଗଣ । ଆମ ହିନ୍ଦୁ ଧର୍ମ ର ଶାସ୍ତ୍ର ପୂରାଣ ମଧ୍ୟରେ ସ୍ସମୁଦ୍ରିକ ପୂରଣ ହେଉଛି ଅନ୍ଯତମ । ଏହି ପୂରଣ ରେ ପ୍ରତ୍ଯେକ ପୁରୁଷ ଓ ନାରୀ ମାନଙ୍କର ଶରୀରର ଗଠନ ଓ ପ୍ରବୃତି ବିଷୟରେ ଏପରି ଭାବରେ ବର୍ଣ୍ଣନା କରାଯାଇଛି ଯାହାଦ୍ଵାରା କି ଅତି ସହଜ ରେ କୌଣସି ମଣିଷ ର ଆକୃତି ଓ ଶରୀର ଗଠନ କୁ ଦେଖି କରି ସେହି ମଣିଷ ର ସ୍ଵଭାବ ଓ ଜୀବନ ବିଷୟରେ ସୁନ୍ଦର ଭାବରେ ଆକଳନ କରାଯାଇ ପାରିବ ।

ବନ୍ଧୁଗଣ ଭବିଷ୍ୟ ପୁରାଣ ଆମର ୧୮ ପ୍ରମୁଖ ପୁରାଣ ମାନଙ୍କ ମଧ୍ୟରେ ଅନ୍ୟତମ । ଏହି ପୁରାଣ ରେ ଆସୁଥିବା ସମୟରେ କଣ ହେବାକୁ ଯାଉଛି, ସେହି ସମସ୍ତ ଘଟଣା ସମ୍ବନ୍ଧରେ ସବୁ ସୂଚନା ପୂର୍ବରୁ ହିଁ ମିଳି ଯାଇଥାଏ । ତାହାଛଡା ବନ୍ଧୁଗଣ ପୁରାତନ କାଳରେ ବହୁ ଏପରି ରାଜା ମହାରାଜ ଅଛନ୍ତି,

ଯେଉଁ ମାନଙ୍କର ଜନ୍ମ ପୂର୍ବ ରୁ ହିଁ ସେମାନଙ୍କର ଜୀବନ ଓ ପରିଚୟ ସମ୍ବନ୍ଧରେ ଏଥିରେ ବର୍ଣ୍ଣନା କରାଯାଇଥିଲା । ଆଜିର ବିଷୟରେ ଆମେ ମାନେ ଆପଣ ମାନଙ୍କ ପାଇଁ ଏହି ଭବିଷ୍ୟ ପୂରଣ ରୁ ପୁରୁଷ ମାନଙ୍କ ବିଷୟରେ କିଛି ଏପରି ବିଷୟ ନେଇ ଆସିଛୁ, ଯାହାଦ୍ଵାରା ଆପଣ ପୁରୁଷ ମାନଙ୍କର ଗୋଡ ର ଲକ୍ଷଣ ଦେଖି ହିଁ ସେମାନେ ଗରିବ ହେବେ କି ଧନୀ ତାହା ଜାଣି ପାରିବେ । ତାହାଛଡା ସେମାନେ ଭାଗ୍ୟଶାଳି ହୋଇଥିବେ ବା ଦୁର୍ଭାଗ୍ଯଶାଳି ତାହା ମଧ୍ୟ ଜାଣି ପାରିବେ ।

ବନ୍ଧୁଗଣ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତି ର ବାମ ଗାଲ ରେ ତିଳ ଚିହ୍ନ ଥାଏ, ତେବେ ସେହି ବ୍ୟକ୍ତି ର ଜୀବନ ସୁଖ ଶାନ୍ତି ଓ ପ୍ରେମ ସମୃଦ୍ଧିରେ ଭରି ଯାଇଥାଏ । ବନ୍ଧୁଗଣ ଯେଉଁ ବ୍ୟକ୍ତିଙ୍କ ଡାହାଣ ହାତ ରେ ତିଳ ଚିହ୍ନ ଥାଏ, ସେହି ବ୍ୟକ୍ତି ମାନଙ୍କର ଜୀବନ ସାଥି ମାନେ ଖୁବ ବଫାଦାର ହୋଇଥାନ୍ତି ।

ବନ୍ଧୁଗଣ ଯେଉଁ ପୁରୁଷ ମାନଙ୍କର ତର୍ଜନୀ ଆଙ୍ଗୁଳି ବୁଢା ଆଙ୍ଗୁଠି ଠାରୁ ବଡ ହୋଇଥାଏ, ସେହି ବ୍ୟକ୍ତି ମାନଙ୍କର ଜୀବନରେ ସ୍ତ୍ରୀ ପ୍ରେମର ସୁଖ ବହୁଳ ମାତ୍ରାରେ ରହିଥାଏ । ତାହାଛଡା ବନ୍ଧୁଗଣ ଯେଉଁ ପୁରୁଷ ମାନଙ୍କର ଗୋଡ କୋମଳ, ମାଂସାଳ ତଥା ଲାଲ ବର୍ଣ୍ଣ ର ହୋଇଥାଏ ସେହି ଭଳି ପୁରୁଷ ମାନେ ଜୀବନ ସାରା ଭାଗ୍ୟର ସଂପୂର୍ଣ୍ଣ ସାଥ ପାଇଥାନ୍ତି ।

ଯେଉଁ ପୁରୁଷ ମାନଙ୍କର ଗୋଡ ର ଆଙ୍ଗୁଳି ଗୁଡିକ ସମାନ ହୋଇ ନଥାଏ, ତାହାଛଡା ଆଙ୍ଗୁଳି ଗୁଡିକ ଅସାଇଜ ହେବା ସହ ନଖ ଗୁଡିକ ମଧ୍ୟ ଅସୁନ୍ଦର ଓ ଅସମାନ ହୋଇଥାଏ, ସେହି ଭଳି ପୁରୁଷ ମାନଙ୍କର ଜୀବନ ଅତ୍ୟନ୍ତ ଦୁଃଖ ପୂର୍ଣ୍ଣ ହୋଇଥାଏ । ଯଦି କୌଣସି ପୁରୁଷ ର ଗୋଡ ର ଛୋଟ ଆଙ୍ଗୁଳି ଅନ୍ୟ ଆଙ୍ଗୁଳି ମାନଙ୍କ ତୁଳଣା ରେ ଅଧିକ ବଡ ହୋଇଥାଏ । ତେବେ ବନ୍ଧୁଗଣ ଏହି ପୁରୁଷ ମାନେ ଜୀବନରେ ଖୁବ ଧନୀ ହୋଇଥାନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ ତେବେ ବନ୍ଧୁଗଣ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *