ବନ୍ଧୁଗଣ ହିନ୍ଦୁ ଧର୍ମ ରେ ଅନେକ ବ୍ରତ ଓଷା ପାଳନ କରିବାର ବିଧି ବିଧାନ ରହିଛି । ଆପଣ ମାନେ ଜାଣିଥିବେ ବାର ମାସରେ ତେର ପର୍ବ ପଡିଥାଏ ବୋଲି କୁହାଯାଏ । ଓଷା ବା ବ୍ରତ କରି ମହିଳା ମାନେ ସୌଭାଗ୍ୟବତୀ ହେବାର ଆଶୀର୍ବାଦ ପାଇବା ସହ ଘର ପରିବାରର ଉନ୍ନତି ମଧ୍ୟ ହୋଇଥାଏ । ଏହା ସହ ଧନର ବୃଦ୍ଧି ମଧ୍ୟ ହୋଇଥାଏ । ପ୍ରତେକ ଓଷା ବା ବ୍ରତ ର କିଛି ନା କିଛି ପ୍ରାଧାନ୍ଯ ଓ ମହତ୍ଵ ରହିଛି । ଆଜି ଆମେ ଆପଣ ମାନଙ୍କୁ କେଉଁ ଓଷା ପାଳନ କରିଲେ ଧନଜନ ବୃଦ୍ଧି ପାଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।
ପାଣ୍ଡୁ ଓଷା କରିବା ଦ୍ଵାରା ପୁତ୍ର ପ୍ରାପ୍ତି ହୋଇଥାଏ । ଷଷ୍ଠୀ ଓଷା କରିବା ଦ୍ଵାରା ଦୀର୍ଘାୟୁ ଓ ସନ୍ତାନ ସୁଖ ଲାଭ ହୋଇଥାଏ । ବୁଧେଇ ଓଷା କରିବା ଦ୍ଵାରା ରୋଗର ହ୍ରାସ ପାଇଥାଏ । ସାବିତ୍ରୀ ବ୍ରତ କରିବା ଦ୍ଵାରା ସ୍ବାମୀଙ୍କର ଆୟୁଷ ବୃଦ୍ଧି ପାଇଥାଏ । ବାଟ ଓଷା, ଦିତୀୟା ଓଷା କରିବା ଦ୍ଵାରା ସନ୍ତାନ ସୁଖ ଲାଭ ହୋଇଥାଏ । ସୁଦଶା ବ୍ରତ କରିବା ଦ୍ଵାରା ମହିଳାଙ୍କୁ ଶୋଭାଗ୍ୟ ପ୍ରାପ୍ତ ହୋଇଥାଏ । ଶାମ୍ବ ଦଶମୀ କରିବା ଦ୍ଵାରା ସନ୍ତାନଙ୍କୁ କୁଷ୍ଠ ରୋଗ ହୁଏ ନାହି । ନାଗ ପଞ୍ଚମୀ କରିବା ଦ୍ଵାରା ସାପ ଭୟ ଦୂର ହୋଇଥାଏ ।
ମାଣ ଓଷା କରିବା ଦ୍ଵାରା ଧନଜନ ଗୋପ ଲକ୍ଷ୍ମୀ ପ୍ରାପ୍ତ ହୋଇଥାଏ । ତେବେ ଏହା ଥିଲା କେଉଁ ଓଷା କରିଲେ କେଉଁ ଫଳ ପ୍ରାପ୍ତ ହୋଇଥାଏ । ଅନ୍ୟ କିଛି ନୀତିବାଣୀ ଗୁଡିକ ହେଉଛି – ୧- ହସ ମଣିଷ ଜୀବନର ଭିଟାମିନ ସଦୃଶ ହୋଇଥାଏ । ଏହା ମଣିଷ ଶରୀରର ମାନସିକ ଓ ଶାରୀରିକ ବିକାଶ କରାଇଥାଏ । ହସିବା କାରଣରୁ ମନରୁ ହିଂସା, କ୍ରୋଧ ଦୂର ହେବା ସହ ଦୁଖ, କ୍ଲେଶ ଦୂର ହୋଇଥାଏ । ମନ ଖୋଲି ହସିବା ଦ୍ଵାରା ଶରୀରରେ ରକ୍ତ ସଂଚାଳନ ଠିକ ଭାବେ ହୋଇଥାଏ ।
୨- ଘରେ ଛେନା ତିଆରି କରିବା ପରେ ଛେନା ପାଣି ନ ପୋଫାଡି ଅଟା ବା ମଇଦାରେ ଚକଡିଲେ ରୋଟି ସୁସ୍ଵାଦୁ ହୋଇଥାଏ । ଭାତ ଫୁଟିବା ସମୟରେ ଲେମ୍ବୁ ରସ ପକାଇଲେ ଭାତ ସଫା ହୋଇଥାଏ । ସୁନା ଜିନିଷ ମଳି ନ ପଡିଥିଲେ ପାଣିରେ ଚିନୀ ମିଶାଇଲେ ସୁନା ସଫା ହୋଇଥାଏ ।
୩- ବରା ଛାଣିବା ପୂର୍ବରୁ ବିରିରେ କିଛି ଦହି ମିଶାଇଲେ ବରା ନରମ ହେବ ସହ କମ ତେଲ ଲାଗିଥାଏ । ଗୁରୁବାର ବ ଶନିବାର ଦିନ ଘରକୁ ଲୁହା ଜିନିଷ ଅଣାଇବା ଅଶୁଭ ହୋଇଥାଏ । ବୁଧବାର ବା ଶୁକ୍ରବାର ଦିନ ସବୁ ଜିନିଷ କିଣିବା ଶୁଭ ହୋଇଥାଏ ।
୪- ରୋଷେଇ କରିବା ସମୟରେ, ଗୋ-ମାତାଙ୍କ ସେବା କରିବା ସମୟରେ ବା ଦେବତାଙ୍କ ଆଗରେ ଭୋଜନ କରିବା ସମୟରେ ଚପଲ ବା ଜୋତା ପିନ୍ଧିବା ଅନୁଚିତ । ଦେବଦାରୁ, ବେଳ, ଚନ୍ଦନ, ପଳାସ ଆଦି ଗଛର କାଠ ହୋମରେ ଲଗାଇବା ଉଚିତ ହୋଇଥାଏ ।
ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ମହତ୍ଵପୂର୍ଣ୍ଣ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ