କେଉଁ ମାସରେ ଜନ୍ମ ହୋଇଥାନ୍ତି ଲକ୍ଷ୍ମୀମନ୍ତ ଝିଅ ! ଭାଗ୍ୟଶାଳୀ ଝିଅଙ୍କ ସ୍ଵଭାବ କିପରି ହୋଇଥାଏ ?

ବନ୍ଧୁଗଣ ଝିଅ ମାନଙ୍କୁ ନେଇ ଶାସ୍ତ୍ରରେ ଅନେକ କିଛି କଥା ରହିଛି । ତେବେ କେଉଁ ମାସରେ ଜନ୍ମିତ ଝିଅ ମାନେ ଭାଗ୍ୟଶାଳୀ ଚାଲନ୍ତୁ ସେହି ବିଷୟରେ ଆଲୋଚନା କରିବା । ତେବେ ମୂଲ୍ୟାଙ୍କ ଆଧାରରେ ଝିଅ ମାନଙ୍କ ବିଷୟରେ ଏଠାରେ କିଛି କହିବା ପାଇଁ ଯାଉଛୁ । ଯେଉଁ ଝିଅ ମାନଙ୍କର କେଉଁ ବି ମାସର 1, 10, 19 କି 28 ହୋଇଥାଏ । ତେବେ ସେମାନଙ୍କର ମୂଲ୍ୟାଙ୍କ ହେଉଛି 1 । ଏହି ଦିନରେ ଜନ୍ମ ହୋଇଥିବା ଝିଅ ମାନେ ଆଦର୍ଶବାଦୀ ହୋଇଥାନ୍ତି । ଏମାନେ ବୁଝିଲା ସ୍ଵଭାବର ଝିଅ ହୋଇଥାନ୍ତି  ।

ଯେଉଁ ମାନଙ୍କର ଜନ୍ମ 2, 11, 20 କି 29 ତାରିଖରେ ହୋଇଥାଏ । ଏମାନଙ୍କର ମୂଲ୍ୟାଙ୍କ ହେଉଛି 2 । ଏହି ଝିଅ ମାନେ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି । ଏମାନେ ନିଜ ପରିବାର ଓ ଜୀବନସାଥିକୁ ବହୁତ ଭଲ ପାଇଥାନ୍ତି । ଯେଉଁ ମାନଙ୍କର ଜନ୍ମ 3, 12, 21 ଓ 30 ରେ ହୋଇଥିବ । ସେମାନଙ୍କର ମୂଲ୍ୟାଙ୍କ ହେଉଛି 3 । ଏହି ଝିଅ ମାନେ ବହୁତ ଯତ୍ନଶୀଳ ହୋଇଥାନ୍ତି । ଏମାନେ ସ୍ବାଭିମାନୀ ହେବା ସହ ସଂସ୍କାରୀ ମଧ୍ୟ ହୋଇଥାନ୍ତି ।

ଯେଉଁ ଝିଅ ମାନଙ୍କର ଜନ୍ମ 4, 13, 22 କି 31 ତାରିଖରେ ହୋଇଥାଏ । ସେମାନଙ୍କର ମୂଲ୍ୟାଙ୍କ 4 ଅଟେ । ଏହି ଝିଅ ମାନେ ଯାହା ଙ୍କ ସହ ବନ୍ଧୁତା କରିଥାନ୍ତି, ପୁରା ହୃଦୟରୁ କରିଥାନ୍ତି । ଏମାନଙ୍କର ବ୍ୟକ୍ତିଗତ ଜୀବନରେ କିଏ ଇଣ୍ଟରଫାଏ କରିବାକୁ ଏମାନେ ଜମାରୁ ମଧ୍ୟ ପସନ୍ଦ କରିନଥାନ୍ତି ।

ଯେଉଁ ଝିଅ ମାନଙ୍କର ଜନ୍ମ ତାରିଖ 5, 14 କି 23 ତାରିଖରେ ହୋଇଥାଏ । ଏମାନଙ୍କର ମୂଲ୍ୟାଙ୍କ ହେଉଛି 5 । ଏହି ଝିଅ ମାନେ ସାମାଜିକ କାର୍ଯ୍ୟରେ ରୁଚି ରଖିବା ସହ ଖୋଲା ହୃଦର ହୋଇଥାନ୍ତି । ଯେଉଁ ଝିଅ ମାନଙ୍କର ଜନ୍ମ ତାରିଖ 6, 15 ଓ 24 ତାରିଖରେ ହୋଇଥିବ । ସେମାନଙ୍କର ମୂଲ୍ୟାଙ୍କ ହେଉଛି 6 । ଏମାନେ ନିଜ କାମରେ ସଚୋଟ ହେବା ସହ ଅନ୍ୟ ମାନଙ୍କ ମୁହଁରୁ ନିଜ ପାଇଁ ପ୍ରଶଂଷା ଶୁଣିବାକୁ ମଧ୍ୟ ଭଲ ପାଇଥାନ୍ତି ।

ଯେଉଁ ଝିଅ ମାନଙ୍କର ଜନ୍ମ 7, 16, 25 ତାରିଖରେ ହୋଇଥାଏ । ମୂଲ୍ୟାଙ୍କ 7 । ଏମାନେ ସଂବେଦନଶୀଳ ହେବା ସହ ଅନ୍ୟକୁ କେବେ ମଧ୍ୟ କଷ୍ଟ ଦେଇନଥାନ୍ତି । ଯେଉଁ ଝିଅ 8, 17 କି 26 ରେ ଜନ୍ମ, ସେମାନଙ୍କ ମୂଲ୍ୟାଙ୍କ 8 । ଏମାନେ ନ୍ୟାୟ ଓ ଶାନ୍ତି ପ୍ରିୟ ସ୍ଵଭାବର ହୋଇଥାନ୍ତି ।

ଯେଉଁ ଝିଅଙ୍କର 9, 18 କି 27 ତାରିଖରେ ଜନ୍ମ, ସେମାନଙ୍କ ମୂଲ୍ୟାଙ୍କ 9 । ଏମାନେ ନିଜ ପରିବାରକୁ ବହୁତ ଭଲ ପାଇବା ସହ ଭଲ ସ୍ଵଭାବର ଝିଅ ଅଟନ୍ତି । ପୋଷ୍ଟଟି ଭଲ ଲାଗିଥିଲେ, ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *