Sadhu Vani- କେଉଁମାନେ ଅଲକ୍ଷଣ ମଣିଷ ଦେଖିଲେ ଜାଣିବେ ?

ନମସ୍କାର ବନ୍ଧୁଗଣ , ମଣିଷ ଜନ୍ମରୁ ଶାନ୍ତି ଶୃଙ୍ଖଳା , ଶିଷ୍ଟାଚାର କୁ ନେଇକି ଆସିନଥାଏ । କିନ୍ତୁ ତାର ଆଖ ପାଖ ପରିବେଶ ଏବଂ ପିତାମାତା , ଗୁରୁଜନ ମାନଙ୍କ ଠାରୁ ପାଇଥିବା ଶିକ୍ଷା ବ୍ୟକ୍ତି କୁ ଶିଷ୍ଟାଚାର ଦେଇଥାଏ । ମାତ୍ର ଏଭଳି କିଛି ମଣିଷ ରହିଥାନ୍ତି ଯେଉଁମାନେ କି ଦେଇଥିବା ଶିକ୍ଷା କୁ ଭୁଲି ଯାଇଥାନ୍ତି ବା ତାହାକୁ ପାଳନ କରନ୍ତି ନାହିଁ । ସେହି ବ୍ୟକ୍ତି କୁ ଆମେ ଅଲକ୍ଷଣ ମଣିଷ କହିଥାଉ । କାରଣ ସେମାନେ ଭଲ ଲକ୍ଷଣ ନ  ଥିବା କାର୍ଯ୍ୟ କରିଥାନ୍ତି ଯାହା ତାଙ୍କ ପାଇଁ ଉଚିତ୍ ହୋଇନଥାଏ ଏବଂ ଏହାର କୁପ୍ରଭାବ ମଧ୍ୟ ତାଙ୍କ ଜୀବନରେ ପଡିଥାଏ ।

ଆଜି ଆମେ ଜାଣିବା ଅଲକ୍ଷଣ ମଣିଷ କୁ ଆମେ କିପରି ଚିହ୍ନିବା ଏବଂ ତାହାଙ୍କ ଠାରୁ ଦୂରରେ ରହିବା । ଯଦି ଆପଣ ମଧ୍ୟ ଏହାକୁ କରିଥାନ୍ତି ତେବେ ନିଜରର ଭୁଲ କୁ ସଂଶୋଧନ କରିବା ସବୁ ଠାରୁ ଉତ୍ତମ ବିଷୟ ହୋଇଥାଏ । ଅନେକ ପୁସ୍ତକ ରେ ଅଲକ୍ଷଣ ମଣିଷ ବିଷୟରେ ବର୍ଣ୍ଣନା  କରାଯାଇଛି , ଯାହା ବିଷୟରେ ଆଜି ଆମେ ଜାଣିବା ।

ଲୋକମାନଙ୍କର କେଉଁ କାର୍ଯ୍ୟ କୁ ଦେଖିଲେ ଆପଣମାନେ ଜାଣିପାରିବେ ଯେ ସେମାନେ ଅଲକ୍ଷଣ ବୋଲି ।  ଯଦି କୋଣସି ଲୋକ ଗୋଟାଏ ସ୍ଥାନରେ ବସିଥାଏ ଏବଂ ବିନା କାରଣ ରେ  ସେହି ସ୍ଥାନରେ କାଠି ନେଇ ବ , ଲୁହା ଖଡିକା ହେଉ ବା ଦାଆ ନେଇ ଗାର କରିଥାଏ ।  ସେହି ଭଳି ବ୍ୟକ୍ତି ଅଲକ୍ଷଣ ସ୍ଵଭାବ ବ୍ୟକ୍ତି ହୋଇଥାନ୍ତି । ଏଣୁ ଯେଉଁ ବ୍ୟକ୍ତି ନଖ ରେ ମଧ୍ୟ ଗାର କରିଥାଏ ସେ ଅଲକ୍ଷଣ ସ୍ଵଭାବ ବ୍ୟକ୍ତି ଅଟେ ।

ଯେଉଁ ବ୍ୟକ୍ତି ମାନେ ଗୋଡ ଧୋଇଲ ବେଳେ ଗୋଡ ର ଆଗ ପାଟ ଧୋଇ ପଛ ପଟ କୁ ଧୋଇନଥାନ୍ତି , ସେମାନେ ମଧ୍ୟ ଅଲକ୍ଷଣ ସ୍ଵାଭାବ ବ୍ୟକ୍ତି ଅଟନ୍ତି । ଯଦି କୋଣସି ବ୍ୟକ୍ତି ଏହି ଭୁଲ କୁ ବାରମ୍ବାର  କରିଥାଏ ଯଥା ସ୍ନାନ କରିସାରିଲା ପରେ ଦନ୍ତ ସଫା କରିଥାଏ ଏବଂ ଏହାକୁ ସବୁ ଦିନ କରିଥାଏ । ତେବେ ଏହି ସ୍ଵଭାବ ଥିବା ବ୍ୟକ୍ତି ଅଲକ୍ଷଣ ମଣିଷ ହୋଇଥାନ୍ତି ।  ଯେଉଁ ଲୋକମାନେ ସ୍ଵଚ ଥିବା ସ୍ଵତେ ମଇଳା ବସ୍ତ୍ର ପରିଧାନ କରନ୍ତି ।

ସେହି ବ୍ୟକ୍ତିମାନେ ଅଲକ୍ଷଣ ସ୍ଵଭାବ ମଣିଷ ଅଟନ୍ତି ।   ଯେଉଁବ୍ୟକ୍ତିମାନେ ହାତ ଏବଂ ପାଟି ରେ ଅନ୍ନ କୁ ରଖି  ଭୋଜନ କରନ୍ତି , ଏହି ମାନେ ଅଲକ୍ଷଣ ସ୍ଵଭାବ ବ୍ୟକ୍ତି ହୋଇଥାନ୍ତି । ଯେଉଁମାନେ ନିଜ ଦେହରେ ତାଳି ମରିଥାନ୍ତି ସେମାନେ ଅଲକ୍ଷଣ ମଣିଷ ହୋଇଥାନ୍ତି । ଦିନକୁ ଦୁଇ ଥର ତୁ ଅଧିକ ଶୋଇଥାନ୍ତି ସେମାନେ ଅଲକ୍ଷଣ ସ୍ଵଭାବ ବ୍ୟକ୍ତି ହୋଇଥାନ୍ତି ।

ଏହି ସବୁ ଗୁଣ ଥିବା ବ୍ୟକ୍ତି ଖରାପ  ନୁହନ୍ତି କିନ୍ତୁ ଏହା ଅଜଣା କରିଥାନ୍ତି । ତେଣୁ ଏହାକୁ ସଂଶୋଧନ କରିବା ଆମ ଜୀବନ ପାଇଁ ଠିକ୍ ହୋଇଥାଏ । ଯଦି ଅନ୍ୟମାନେ ମଧ୍ୟ ଏହି ଭୁଲ କୁ କରିଥାନ୍ତି ତେବେ ତାହାଙ୍କୁ ଠିକ ବିଷୟ କହିବା ଉଚିତ୍ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *