କେଉଁ କର୍ମ କଲେ ଏହି ଜନ୍ମ ମିଳେ, ଜାଣିଲେ ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି । ଆପଣ ମାନେ ନାରୀ ହେଉନ୍ତୁ ବା ପୁରୁଷ ଆପଣ ମାନେ କେଉଁ କର୍ମ କଲେ କେଉଁ ପରି ଭାବେ ଜନ୍ମ ମିଳି ଥାଏ । ତେବେ ଆସନ୍ତୁ ଏହି ସବୁ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

ପ୍ରଥମେ ରହିଛି ଯଦି ସନ୍ୟାସୀ ହୋଇ ନାରୀ ମାନଙ୍କ ଉପରେ ନଜର ପକାଇଲେ ସେମାନଙ୍କୁ ଅନ୍ୟ ଜନ୍ମ ରେ କୃମି କିଟ ହୋଇ ଜନ୍ମ ନେବା ପାଇଁ ପଡେ । ସବୁ ସମୟ ରେ କୈଣସି ନା କୈଣସି କଥା କୁ ନେଇ କଳି କରୁ ଥିବା ଲୋକ ମାନେ ପର ଜନ୍ମ ରେ ବିରାଡୀ ହୋଇ ଜନ୍ମ ହୋଇ ଥାନ୍ତି ।

ବିନା କାରଣ ରେ ଭଡ ଭଡ ହେଉ ଥିବା ଲୋକ ମାନେ ଅର୍ଥାତ୍ କିଛି ବି ଆବଶ୍ୟକତା ନ ଥାଇ ଯେଉଁ ମାନେ କଳି କରନ୍ତି ବା ଯେଉଁ ମାନେ ଭଡ ଭଡ କରନ୍ତି ସେମାନେ ଅନ୍ୟ ଜନ୍ମ ରେ କାଉ ହୋଇ ଜନ୍ମ ହୁଅନ୍ତି । ଯେଉଁ ବ୍ୟକ୍ତି ମାନେ ଅତ୍ୟାଧିକ ଭାବେ ଲୋଭି ହୋଇ ଥାନ୍ତି । ସେମାନେ ପର ଜନ୍ମ ରେ ଛେଳୀ ହୋଇ ଜନ୍ମ ହୋଇ ଥାନ୍ତି ।

ପର ନାରୀ ପର ଧନ ଏବଂ ଅପହରଣ କୀରୀ ଙ୍କୁ ପର ଜନ୍ମ ରେ କଙ୍କଡା ହୋଇ ଜନ୍ମ ହେବାକୁ ପଡି ଥାଏ । ସେହି ପରି ଭାବେ ଅଖାଦ୍ୟ ଭକ୍ଷଣ କାରୀ ମାନେ ଘୁଶୁରୀ ଭାବେ ଜନ୍ମ ନିଅନ୍ତି । ସର୍ବଦା ଭାବେ କଥା ବାର୍ତା ରେ ଯୁକ୍ତି କରୁ ଥିବା ଲୋକ ମାନେ ପର ଜନ୍ମ ରେ କୁକୁର ହୋଇ ଜନ୍ମ ହୁଅନ୍ତି ।

ଯେଉଁ ମାନେ ଖୁବ୍ ଜିଦ୍ ଖୋର ଏବଂ ସବୁ ସମୟ ରେ ମାଲି ମକର୍ଦମା ରେ ଲାଗି ରହି ଥାନ୍ତି । ସେମାନେ ପର ଜନ୍ମ ରେ ମେଣ୍ଡା ହୋଇ ଜନ୍ମ ନିଅନ୍ତି । ବିନା ଦୋଷ ରେ ଅନ୍ୟ କୁ ଦଣ୍ଡ ଦେଲେ ସେମାନଙ୍କୁ ସାପ ଜନ୍ମ ନେବାକୁ ପଡେ ।

ଯେଉଁ ମାନେ ଗୁରୁଜନ ବା ପିତା ମାତା ଙ୍କୁ କୁ ଭାଷା କହି ଥାନ୍ତି ସେମାନେ । ଏବଂ ସାଧୁ ସନ୍ଥ ମାନଙ୍କୁ ଭାଷା ର ବ୍ୟବହାର କରନ୍ତି । ତେବେ ସେମାନେ ପର ଜନ୍ମ ରେ ମୁକ ହୋଇ ଜନ୍ମ ନିଅନ୍ତି । ନିଜର ଜାତି ର ବ୍ୟକ୍ତି ଙ୍କୁ ସହି ପାରୁ ନ ଥିବା ଲୋକ ମାନଙ୍କୁ ପର ଜନ୍ମ ରେ ଗାଈ ଭାବେ ଜନ୍ମ ମିଳେ । ବନ୍ଧୁ ଗଣ ଏହା ଥିଲା କେଉଂ କର୍ମ କଲେ କଣ ଜନ୍ମ ହେବାକୁ ପଡେ ସେହି ବିଷୟ ରେ ସଂମ୍ପର୍ଣ୍ଣ ତଥ୍ୟ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *