କେଉଁ ଦିନ ସ୍ଵାମୀ ଓ ସ୍ତ୍ରୀ ସନ୍ତାନ ପ୍ରାପ୍ତି ପାଇଁ ସମ୍ବଦ୍ଧ ବନାଇବା ଉଚିତ ? କେଉଁ ବାର ଗର୍ଭଧାରଣ ପାଇଁ ଶୁଭ ବାର ହୋଇଥାଏ ? Shastra Gyan

ପ୍ରତ୍ଯେକଟି ଦମ୍ପତ୍ତିଙ୍କର ପୁଅ କି ଝିଅ ହେଉ ସନ୍ତାନ ପ୍ରାପ୍ତି କରିବାର ଇଛା ରହିଥାଏ । ସନ୍ତାନ ପ୍ରାପ୍ତି ପରେ ଯାଇ ଦମ୍ପତ୍ତିଙ୍କର ବୈବାହିକ ଜୀବନ ସାର୍ଥକ ହୋଇଥାଏ ବୋଲି ତାଙ୍କୁ ଲାଗିଥାଏ । ତେବେ ସ୍ଵାମୀ ଓ ସ୍ତ୍ରୀ କେଉଁ ଦିନ ସମ୍ବଦ୍ଧ ରଖିବା ଦ୍ଵାରା ଭାଗ୍ୟଶାଳୀ ସନ୍ତାନ ଜନ୍ମଲାଭ କରିଥାଏ । ତେବେ ଏହି ସମ୍ପର୍କରେ ଆଜି ଆମେ ଆପଣଙ୍କ ଠାରେ କିଛି ଆଲୋଚନା କରିବାକୁ ଯାଉଛୁ । ଜଣେ ପିଲା ନିଜର କର୍ମ ଓ ଜ୍ଞାନକୁ ନେଇ ଭାଗ୍ୟଶାଳୀ ହୋଇପାରିଥାଏ ।

ତେବେ ମହିଳା ମାନେ ଭାଗ୍ୟଶାଳୀ ସନ୍ତାନ ପାଇବା ପାଇଁ ଇଚ୍ଛୁକ ଥିଲେ । ଶାସ୍ତ୍ରରେ ରହିଥିବା କିଛି ବିଶେଷ ଦିନ ମାନଙ୍କରେ ଦମ୍ପତ୍ତି ମାନେ ସମ୍ବଦ୍ଧ ରଖିବା ଦ୍ଵାରା ତାଙ୍କର ଭାଗ୍ୟବାନ ସନ୍ତାନଟିଏ ଜନ୍ମ ହୋଇଥାଏ । ତେବେ ଗର୍ଭଧାରଣ ପାଇଁ ଶାସ୍ତ୍ରରେ କିଛି ବିଶେଷ ଦିନ ଗୁଡିକ ସ୍ପଷ୍ଠ ଭାବରେ ଉଲ୍ଲେଖ କରାଯାଇଛି । ମନୁଷ୍ୟ ଯେପରି କର୍ମ କରିଥାଏ, ତାକୁ ସେହି ଅନୁସାରେ ଫଳ ମିଳିଥାଏ । ସେହି ଅନୁଯାଇ ଜଣେ ବ୍ୟକ୍ତିର ଭାଗ୍ୟ ନିର୍ଦ୍ଦାରଣ କରାଯାଇଥାଏ ।

ମନୁଷ୍ୟ ପୃଥିବୀ ପୃଷ୍ଠରେ ଜନ୍ମ ନେବା ପୂର୍ବରୁ ଭଗବାନ ତା’ ର ଭାଗ୍ୟର ନିର୍ଦ୍ଧାରଣ କରିସାରିଥାନ୍ତି । କାରଣ ଏହି ଜନ୍ମରେ ବ୍ୟକ୍ତି ଯେଉଁ ଅନୁସାରେ କର୍ମ କରିବ । ଆଗାମୀ ଜନ୍ମରେ ସେହି ବ୍ୟକ୍ତିଙ୍କୁ ତା’ ର ହିସାବରେ ହିଁ ଫଳ ପ୍ରାପ୍ତି ହୋଇବ । ତେବେ ଜଣେ ବ୍ୟକ୍ତି ନିଜର କର୍ମ ଅନୁସାରେ ହିଁ ନିଜର ଭାଗ୍ୟ ନିର୍ଦ୍ଧାରଣ କରିଥାଏ ବୋଲି ଏଠାରେ ସ୍ପଷ୍ଟ ହୋଇଯାଇଛି ।

ତେବେ ଭଲ କର୍ମର ଫଳ ଭଲ ହୋଇଥିବା ବେଳେ ଖରାପ କର୍ମର ଫଳ ଖରାପ ହିଁ ହୋଇଥାଏ । ତେବେ ବାପା, ମାଆଙ୍କ କର୍ମର ଫଳର ପ୍ରଭାବ ମଧ୍ୟ ସନ୍ତାନ ମାନଙ୍କ ଭାଗ୍ୟ ଉପରେ ପଡିଥାଏ । ତେବେ ଶାସ୍ତ୍ରରେ ଗର୍ଭଧାରଣ ପାଇଁ ରହିଥିବା ବିଶେଷ 4 ଟି ବାର ବିଷୟରେ ଆମେ ଆପଣଙ୍କୁ କହିବା ପାଇଁ ଯାଉଛୁ ।

ସୋମବାର, ବୁଧବାର, ଗୁରୁବାର ଓ ଶୁକ୍ରବାର ଏହି 4 ବାରକୁ ଗର୍ଭଧାରଣ କରିବାର ବହୁତ ହିଁ ଶୁଭ ବାର ବୋଲି କୁହାଯାଇଥାଏ । ତେଣୁ ଏହି ବାର ମାନଙ୍କରେ ସ୍ଵାମୀ ଓ ସ୍ତ୍ରୀ ନିଜ ଉଭୟ ଶାରୀରିକ ସମ୍ପର୍କ ବନାଇ ସନ୍ତାନ ପ୍ରାପ୍ତି କରିବାର ବହୁତ ଭଲ ଦିନ ବୋଲି ମନା ଯାଇଥାଏ । ଏହା ଛଡା ମଙ୍ଗଳବାର, ଶନିବାର ଓ ରବିବାର ଏହି 3 ବାରକୁ ଗର୍ଭଧାରଣର ଅଶୁଭ ବାର ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି ।

ତେଣୁ ସ୍ଵାମୀ ଓ ସ୍ତ୍ରୀ କୁ ସନ୍ତାନ ପ୍ରାପ୍ତି ପାଇଁ ଏହି 3 ବାରରେ ଶାରୀରିକ ସମ୍ପର୍କ ବନାଇବା ଅନୁଚିତ ହୋଇଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *