Astrology- କେଉଁ ଦିନ ଜନ୍ମ ହୋଇଥିବା ପିଲା ହୋଇଥାନ୍ତି ଭାଗ୍ୟଶାଳୀ

ଛୁଆ ବା କୁନି ପିଲାମାନେ ହେଉଛନ୍ତି ଘରର ଚାମକ ଓ ଈଶ୍ଵରକ ଦାନ ଅଟେ । ଅନେକ ଲୋକେ ପୂଜା ବ୍ରତ କରି ସନ୍ତାନ ପାଇଁ ପ୍ରାଥନା କରନ୍ତି । ଘରରେ ଯେତେ ଅସୁବିଧା ରହୁ ପଛେ ପିଲାମାନକ ହସ ମୁହଁ ଦେଖିଲା ମାତ୍ରେ ସବୁ ଭୁଲି ଯାଉ । ତେଣୁ ସମସ୍ତଙ୍କର ଗୋଟିଏ ଇଛା ଥାଏ କି ତାଙ୍କ ଘରକୁ କୁନି ଛୁଆ ର ଆଗମନ ହଉ । ଯେତେ ବେଳେ ସେଇ ଆଶା ପୂରଣ ହୋଇଥାଏ ।

ଛୁଆ ଘରରକୁ ଆସିଥାଏ ତେବେ ଘରର ସମସ୍ତକ ଖୁସି ଅଧିକ ହୋଇଯାଇଥାଏ । ଶିଶୁକୁ ନେଇ ତାର ଭବିଷ୍ୟତ ଆଲୋଚନା କରନ୍ତି । ଅନେକ ତୀର୍ଥ ସ୍ଥାନ ଓ ପୂଜା ପାଠ କରନ୍ତି । ଆଜି ଆମମାନେ ଜାଣିବା କେଉଁ ଦିନ ଜନ୍ମ ଗ୍ରହଣ କରିବା ଦ୍ଵାରା ଅଧିକ  ସୌଭାଗ୍ୟଶାଳୀ ହୋଇଥାଉ । ଜ୍ୟୋତିଷ୍ୟ ଶାସ୍ତ୍ର ହେଉଛି ଏକ ଏଭଳି ଶାସ୍ତ୍ର ଯାହା ଦ୍ଵାରା ଛୁଆ ର ବ୍ୟକ୍ଥିକ୍ତ ଓ ସ୍ଵୋଭାବ ଜାଣି ହୋଇଥାଏ ।

ଏଥିରେ ଲେଖା ହୁଅହୋଇଛି ଯେ ଯେଉ ଦିନ ଶିଶୁ ଜନ୍ମ ହୋଇଥାଏ ସେଇ ଦିନର  ଗ୍ରହର  ବିଶେଷ୍ୟତ୍ୟ ତାର ଶରୀରରେ ପ୍ରବେଶ କରିଥାଏ ।   ତାହାର ଭାଗ୍ୟ ଓ  ବ୍ୟକ୍ଥିକ୍ତ ସେଇ ଗ୍ରହ ଦ୍ଵାରା ହୋଇଥାଏ । ସୋମବାର ହେଉଛି ଚନ୍ଦ୍ରମାଙ୍କ ଦିନ ଏଇ ଦିନରେ ଜନ୍ମ ହୋଇଥିବା ସନ୍ତାନର ଚୋଞ୍ଚଳ ହୋଇଥାନ୍ତି । ଆଉ ଦିନରେ ଜନ୍ମ ହୋଇଥିବା ବ୍ୟକ୍ତି ବୁଦ୍ଧିମାନ ହୁଅନ୍ତି ଆଉ ବହୁତ ଶାନ୍ତ ସ୍ଵଭାବଧରଣର ଆଉ ତାଙ୍କ କଥା ମଧୁରବାଣୀ ହୋଇଥାଏ

। ସୁଖ ହେଉ ବ ଦୁଖ ହେଉ ସେ ଏକ ଭଳି ସବୁ ସମୟରେ ଏକ ଥାନ୍ତି । ଧନରେ ମଧ୍ୟ ଏମାନେ ଭରପୁର ହେଇଥାନ୍ତି । ମଙ୍ଗଳବାର ଜନ୍ମ ହୋଇଥିବା ସନ୍ତାନ ବହୁତ ବାହାଦୁର ଓ ପରାକ୍ରମ ଆଉ ଏହି ଦିନ ଜନ୍ମ ହୋଇଥିବା ଶିଶୁଙ୍କ ଉପରେ ହନୁମାନଙ୍କ ହସ୍ତ ଓ ତାକ ସୋଭାବ ଦୀନ ଧରିଦ୍ର ମାନକୋ ସାହାଯ୍ୟ କରିବାରେ ତରପର ରୁହନ୍ତି । ଏମନକରୋ ବିଶେଷ ଗୁଣ ହେଉଛି ଏମାନେ ନିଜ ପରିବାରକୁ ପ୍ରେମ କରନ୍ତି ।

ବୁଧବାର ଗଣେଶ ଦିନ ହୋଇଥାଏ । ଏହି ଦିନରେ ଜନ୍ମ କରିଥିବା ଶିଶୁ ଉପରେ ଗଣେଶଙ୍କ ହସ୍ତ ରହିଥାଏ । ଏମାନେ ଧର୍ମ କର୍ମ କରିବାରେ ଅଧିକ ମନ ଦେଇଥାନ୍ତି ।   ବୁଦ୍ଧିମାନ ଓ ଶାନ୍ତ ହୋଇଥାନ୍ତି ଛୋଳ କପଟ ଜମା ଵ ଦେଖା ଯାଏ ନାହି । ଆଉ ଏମାନେ ପରିଶ୍ରମୀ କୌତୁହଳ ଜନିତ ସ୍ଵୋଭାବ ହୋଇଥାନ୍ତି ।

ଏଇ ଯାହା କୁ ବ ପ୍ରେମ କରନ୍ତି । ତାଙ୍କୁ କେବେ ବ ଧୋକା ଦେବେ ନାହି । ଗୁରୁବାର ଦିନ ଜନ୍ମ ନେଇଥିବା ବ୍ୟକ୍ତି ଧନୋଶୀଳ ହୋଇଥାଏ । ଶିକ୍ଷାକୁ ନିଜର କରିଥାନ୍ତି ବନ୍ଧନରୁ ମୁକ୍ତି ରୁହନ୍ତି । ସୁକରବାର  ଜନ୍ମ ହୋଇଥିବା ଶିଶୁ ସୁନ୍ଧର ହୋଇଥାନ୍ତି ଇଏ ଧନବାନ ଓ କୃପାବନ ହୋଇଥାନ୍ତି ।

ଶନିବାର ଜନ୍ମ ହୋଇଥିବା ଶିଶୁ ର ରାଶି ମକର ବା ଖୁମ୍ଭ ହୋଇଥାଏ । ଏମାନେ ନିଜ ଜୀବନକୁ ନିଜ ଅନୁସାରେ ଚୋଲାଇଥାନଥି । ରବିବାର  ଦିନ ଜନ୍ମ ହୋଇଥିଇବା ଶିଶୁ ଉପରେ ସନିଦେବଙ୍କ ହସ୍ତ ରହିଥାଏ । ସେଇ ଛୁଆ ସାହସୀ ନିର୍ଭୟ ଚୋତୁର ଅଟନ୍ତି । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ ସୋବ୍ଶ୍ରୀବ କରନ୍ତୁ ।

Leave a Reply

Your email address will not be published. Required fields are marked *