କେଉଁଦିନ ଯାହା ମାନସିକ କରିବେ ତାହା ପୂର୍ଣ୍ଣ ହେବ ? ଏହା ସହିତ ପଢନ୍ତୁ ଆଜିର 20 ଟି Anuchinta

ବନ୍ଧୁଗଣ କିଛି ଏପରି ନୀତି ନିୟମ ବିଷୟରେ ଆମର ଧର୍ମ ଶାସ୍ତ୍ର ପୁରାଣ ମାନକରେ ବର୍ଣ୍ଣନା ହୋପୀ ରହିଅଛି ଯାହା ଅଜଦି ଆପଣ ପାଳନ କରନ୍ତି, ତେବେ ଏହାଦ୍ବାରା ଆପଣ ଏନକେଆର ଜୀବନ ସୁଖ ଶାନ୍ତି ଓ ସୌନ୍ଦର୍ଜ୍ୟ ମୟ ହୋଇଯିବ । ଏପରି କିଛି ଅନୁଚିନ୍ତା ଗୁଡିକ ଆଜି ଆମେ ପୁଣି ଠାରେ ଆପଣ ଙ୍କ ପାଅଇନି ନେଇଉ ଆସିଛୁ ଯାହା ଜାଣି ଆପଣ କାମ କାଲେ ଆପଣ ଏନକେଆର ସମସ୍ତ ମନୋସ୍କାମନା ପୂରଣ ହେବ । ଆସନ୍ତୁ ଜାଣିବା କିଛି ଏପରି ସଂକେତ ମାନ ବିଷୟରେ ।

ବନ୍ଧୁଗଣ ଯଦି ଆପଣ ଘରେ ବିଛା ଦେଖନ୍ତି ତେବେ ମନୋସ୍କାମନା ପୂର୍ଣ୍ଣ ହେବାର ମିଳିଥାଏ । ଏବଂ ବାହାରକୁ ଗଲାବେଳେ ବିଛା ଦେଖିବା ମଧ୍ୟ ଶୁଭ ହୋଇଥାଏ । ମନ୍ଦିର ରେ ଥିବା ଠାକୁର ପୂର୍ବଦିଗକୁ ମୁହଁ କରି ରହିବା ଉଚିତ । ଏବଂ ଘରେ ଥିବା ଠାକୁର ଙ୍କ ମୁହଁ ପଶ୍ଚିମ ଦିଗକୁ ହୋଇ ରହିଲେ ମଙ୍ଗଳ ହୋଇଥାଏ ।

ଭୋଜନ କରିବା ସମୟରେ ଗାମୁଛା କିମ୍ବା ଟୋପି ପୁଣ୍ଡରେ ଦେଇ ଭୋଜନ କରିବା ଅମଙ୍ଗଳ କାରୀ ହୋଇଥାଏ । ଯଦି ଚର୍ମ ରୋଗ ଭଲ ହେଉ ନଥାଏ ତେବେ ମଙ୍ଗଳବାର ଦିନ ମୁଣ୍ଡ ଲଗାଇ ପ୍ରଣାମ କରିବା ଦ୍ଵାକର ତାହା ଭଲ ହୋଇ ଯାଇଥାଏ । ବାସନ ମଜିବାବେଳେ ବାସନ ମଜିବା ଶବ୍ଦ ଯଦି ଆଧିକ ହୁଏ ତେବେ ଘରୁ ଲକ୍ଷ୍ମୀ ଛାଡି ଚାଲି ଯାନ୍ତି ।

ପ୍ରତିଦିନ ଅତିକ୍ରମ ରେ ଆଠ ଗ୍ଳାସ ପାଣି ପିବା ଦ୍ଵାରା ଶରୀର ସୁସ୍ଥ ରହିବା ସହ ଏହା ମଙ୍ଗଲ କାରୀ ହୋଇଥାଏ । ରାତିରେ ଶୋଇବା ବେଳେ ଆଇନା କୁ ଢାଙ୍କି ରଖିବା ଦ୍ଵାରା ଘରର ମଙ୍ଗଳ ହୋଇଥାଏ । କଥା କହିଲା ବେଳେ ସବୁବେଳେ ଭାବି ଚିନ୍ତି କହିବା ସମସ୍ତ ଙ୍କ ପାଇଁ ମଙ୍ଗଳ କାରୀ ହୋଇଥାଏ । ନାରୀ, ନିଆଁ, ନଦୀ, ନାଗ ଓ ନରେଶ ବ ରାଜାଙ୍କ ଠାରୁ ସବୁବେଳେ ସତର୍କତା ରହିବା ଉଚିତ । ଏହା ମଙ୍ଗଳକାରୀ ହୋଇଥାଏ ।

ସୋମବାର, ବୁଧବାର ଏବଂ ଶୁକ୍ରବାର ଶୁଭକାର୍ଯ୍ୟ ରେ ଗଲାବେଳେ ବାମପାଦ ପକାଇ ଘରୁ ବାହାରିବା ଉଚିତ୍ । ଏପରି କରିବା ଶୁଭ ହୋଇଥାଏ । ଘରେ ବୁଢିଆଣୀ ବସ ହେବ ଅମଙ୍ଗଳକାରୀ ହୋଇଥାଏ । ତେଣୁ ଏଗୁଡିକ ହେଲେ ଭାଙ୍ଗି ଘର ସଫା କରିଦେବା ଉଚିତ । ପ୍ରଜାପତି ଯଦି ଦେହ ରେ ବସନ୍ତୀ ତେବେ ସୁଖ ଲାଭ ହୋଇଥାଏ । ଏବଂ ବୁଢିଆଣୀ ଜାଲ ମୁଣ୍ଡରେ ଲାଗିଲେ ନୂତନ ବସ୍ତ୍ର ପ୍ରାପ୍ତ ହୁଏ ।

ପାଠ ପଢିବା ପିଲା ମାନଙ୍କର ବହି ଖାତା ଷୋମବାର ଦିନ କିଣିବା ମଙ୍ଗଳକାରୀ ହୋଇଥାଏ । ଯଦି ଠାକୁର ପୂଜା କରିବା ସମୟରେ କୌଣସି ଅତିଥି ହଟାତ ଆସନ୍ତି କିମ୍ବା ଝିଟିପିଟି ଶବ୍ଦ କରେ, ତେବେ ସେଦିନ ଯାହା ମାନସିକ କରିଥିବେ ସେ ନିସଚୀ ପୂରଣ ହେବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆଜିର ଏହି ଅନୁଚିନ୍ତା ଗୁଡିକ ଭଲ ଲାଗେ, ତେବେ ବନ୍ଧୁଗଣ ଆପଣ ମାନେ ଆମର ଏହି ପୋସ୍ତ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *