ବନ୍ଧୁଗଣ କିଛି ଏପରି ନୀତି ନିୟମ ବିଷୟରେ ଆମର ଧର୍ମ ଶାସ୍ତ୍ର ପୁରାଣ ମାନକରେ ବର୍ଣ୍ଣନା ହୋପୀ ରହିଅଛି ଯାହା ଅଜଦି ଆପଣ ପାଳନ କରନ୍ତି, ତେବେ ଏହାଦ୍ବାରା ଆପଣ ଏନକେଆର ଜୀବନ ସୁଖ ଶାନ୍ତି ଓ ସୌନ୍ଦର୍ଜ୍ୟ ମୟ ହୋଇଯିବ । ଏପରି କିଛି ଅନୁଚିନ୍ତା ଗୁଡିକ ଆଜି ଆମେ ପୁଣି ଠାରେ ଆପଣ ଙ୍କ ପାଅଇନି ନେଇଉ ଆସିଛୁ ଯାହା ଜାଣି ଆପଣ କାମ କାଲେ ଆପଣ ଏନକେଆର ସମସ୍ତ ମନୋସ୍କାମନା ପୂରଣ ହେବ । ଆସନ୍ତୁ ଜାଣିବା କିଛି ଏପରି ସଂକେତ ମାନ ବିଷୟରେ ।
ବନ୍ଧୁଗଣ ଯଦି ଆପଣ ଘରେ ବିଛା ଦେଖନ୍ତି ତେବେ ମନୋସ୍କାମନା ପୂର୍ଣ୍ଣ ହେବାର ମିଳିଥାଏ । ଏବଂ ବାହାରକୁ ଗଲାବେଳେ ବିଛା ଦେଖିବା ମଧ୍ୟ ଶୁଭ ହୋଇଥାଏ । ମନ୍ଦିର ରେ ଥିବା ଠାକୁର ପୂର୍ବଦିଗକୁ ମୁହଁ କରି ରହିବା ଉଚିତ । ଏବଂ ଘରେ ଥିବା ଠାକୁର ଙ୍କ ମୁହଁ ପଶ୍ଚିମ ଦିଗକୁ ହୋଇ ରହିଲେ ମଙ୍ଗଳ ହୋଇଥାଏ ।
ଭୋଜନ କରିବା ସମୟରେ ଗାମୁଛା କିମ୍ବା ଟୋପି ପୁଣ୍ଡରେ ଦେଇ ଭୋଜନ କରିବା ଅମଙ୍ଗଳ କାରୀ ହୋଇଥାଏ । ଯଦି ଚର୍ମ ରୋଗ ଭଲ ହେଉ ନଥାଏ ତେବେ ମଙ୍ଗଳବାର ଦିନ ମୁଣ୍ଡ ଲଗାଇ ପ୍ରଣାମ କରିବା ଦ୍ଵାକର ତାହା ଭଲ ହୋଇ ଯାଇଥାଏ । ବାସନ ମଜିବାବେଳେ ବାସନ ମଜିବା ଶବ୍ଦ ଯଦି ଆଧିକ ହୁଏ ତେବେ ଘରୁ ଲକ୍ଷ୍ମୀ ଛାଡି ଚାଲି ଯାନ୍ତି ।
ପ୍ରତିଦିନ ଅତିକ୍ରମ ରେ ଆଠ ଗ୍ଳାସ ପାଣି ପିବା ଦ୍ଵାରା ଶରୀର ସୁସ୍ଥ ରହିବା ସହ ଏହା ମଙ୍ଗଲ କାରୀ ହୋଇଥାଏ । ରାତିରେ ଶୋଇବା ବେଳେ ଆଇନା କୁ ଢାଙ୍କି ରଖିବା ଦ୍ଵାରା ଘରର ମଙ୍ଗଳ ହୋଇଥାଏ । କଥା କହିଲା ବେଳେ ସବୁବେଳେ ଭାବି ଚିନ୍ତି କହିବା ସମସ୍ତ ଙ୍କ ପାଇଁ ମଙ୍ଗଳ କାରୀ ହୋଇଥାଏ । ନାରୀ, ନିଆଁ, ନଦୀ, ନାଗ ଓ ନରେଶ ବ ରାଜାଙ୍କ ଠାରୁ ସବୁବେଳେ ସତର୍କତା ରହିବା ଉଚିତ । ଏହା ମଙ୍ଗଳକାରୀ ହୋଇଥାଏ ।
ସୋମବାର, ବୁଧବାର ଏବଂ ଶୁକ୍ରବାର ଶୁଭକାର୍ଯ୍ୟ ରେ ଗଲାବେଳେ ବାମପାଦ ପକାଇ ଘରୁ ବାହାରିବା ଉଚିତ୍ । ଏପରି କରିବା ଶୁଭ ହୋଇଥାଏ । ଘରେ ବୁଢିଆଣୀ ବସ ହେବ ଅମଙ୍ଗଳକାରୀ ହୋଇଥାଏ । ତେଣୁ ଏଗୁଡିକ ହେଲେ ଭାଙ୍ଗି ଘର ସଫା କରିଦେବା ଉଚିତ । ପ୍ରଜାପତି ଯଦି ଦେହ ରେ ବସନ୍ତୀ ତେବେ ସୁଖ ଲାଭ ହୋଇଥାଏ । ଏବଂ ବୁଢିଆଣୀ ଜାଲ ମୁଣ୍ଡରେ ଲାଗିଲେ ନୂତନ ବସ୍ତ୍ର ପ୍ରାପ୍ତ ହୁଏ ।
ପାଠ ପଢିବା ପିଲା ମାନଙ୍କର ବହି ଖାତା ଷୋମବାର ଦିନ କିଣିବା ମଙ୍ଗଳକାରୀ ହୋଇଥାଏ । ଯଦି ଠାକୁର ପୂଜା କରିବା ସମୟରେ କୌଣସି ଅତିଥି ହଟାତ ଆସନ୍ତି କିମ୍ବା ଝିଟିପିଟି ଶବ୍ଦ କରେ, ତେବେ ସେଦିନ ଯାହା ମାନସିକ କରିଥିବେ ସେ ନିସଚୀ ପୂରଣ ହେବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆଜିର ଏହି ଅନୁଚିନ୍ତା ଗୁଡିକ ଭଲ ଲାଗେ, ତେବେ ବନ୍ଧୁଗଣ ଆପଣ ମାନେ ଆମର ଏହି ପୋସ୍ତ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ