ନମସ୍କାର ବନ୍ଧୁଗଣ ତେବେ ଜୀଵନରେ ଜାଣିକି କିମ୍ବା ନ ଜାଣିକି ହେଉ ବେଳେବେଳେ ଆମ ଦ୍ୱାରା କିଛି ଏହି ପରି ଭୁଲ ହୋଇ ଯାଏ କି ଯାହାର ପ୍ରଭାବ ଆମ ଘର ପରିବାର ଉପରେ ପଡ଼ିଥାଏ । ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁସାରେ ଆମ ଘରେ ପ୍ରତ୍ୟେକ ବସ୍ତୁ କୁ ରଖିବା ର ସ୍ଥାନ ନିର୍ଧାରିତ ହୋଇଥାଏ । କିନ୍ତୁ ଆମକୁ ଏହାର କୌଣସି ଜ୍ଞାନ ନଥାଏ । ସେହି ପରି କିଛି ଜିନିଷ ଥାଏ ଯାହାକୁ ତାର ଉଠିତ ଏବଂ ବ୍ୟବସ୍ଥିତ ଦିଗ କିମ୍ବା ସ୍ଥାନରେ ନ ରଖିଲେ ଆମ ଜୀବନ ରେ ଏହାର ଖୁବ ଖରାପ ପ୍ରଭାବ ପଡ଼ିଥାଏ ।
ତେଣୁ ସର୍ଵଦା ଏହା ନିଶ୍ଚିତ କରିବା ଉଚିତ କି ବାସ୍ତୁ ଶାସ୍ତ୍ର ଅନୁସାରେ ସେହି ନିୟମ କୁ ମାନି ହିଁ ଆମେ ଘର ଭିତରେ ତଥା ଘର ବାହାରେ ଜିନିଷ ଗୁଡିକୁ ସଜାଇ ଏବଂ ଉଚିତ ଦିଗରେ ରଖିବା ଆବଶ୍ୟକ ଏହା ଦ୍ୱାରା ଆମ ଘରର ମଙ୍ଗଳ ହେବା ସହ ପରିବାର ଲୋକଙ୍କ ମଧ୍ୟରେ ଶାନ୍ତି ଏବଂ ସ୍ନେହ ଶ୍ରଦ୍ଧା ରହିଥାଏ ।
ତେବେ ସେହି ପରି ଏକ ଵସ୍ତୁ ହେଉଛି ଆମ ପିତୃପୁରୁଷଙ୍କ ଫୋଟୋ । ତେବେ ଚାଲନ୍ତୁ ଜାଣିନେବା ଆମ ପିତୃ ପୁରୁଷ ଙ୍କ ଫୋଟୋ କୁ କେଉଁଠି ଏବଂ କେଉଁ ଦିଗ ରେ ଲଗାଇବା ଉଚିତ ଏବଂ କେଉଁ ଦିଗରେ ଲଗାଇବା ଅନୁଚିତ । ପ୍ରାୟଃ ସମସ୍ତ ଙ୍କ ଘରେ ପିତୃ ପୁରୁଷ ଙ୍କ ଫୋଟୋ ରହିଥାଏ । ଘରେ ସେମାନଙ୍କ ଫୋଟୋ ରଖିବା ଦ୍ୱାରା ତାଙ୍କର ଆଶୀର୍ବାଦ ସର୍ଵଦା ଆମ ସହିତ ରହିଥାଏ । ଏହା ଛଡା ଘରର ଲୋକ ମାନଂକୁ ମଧ୍ୟ ବହୁତ ଲାଭ ମିଳିଥାଏ । ତେବେ ଚାଲନ୍ତୁ କେଉଁଠି ପିତୃ ପୁରୁଷ ଙ୍କ ଫୋଟୋ ରଖିବା ଉଚିତ ତାହା ଜାଣିନେବା ।
୧- ଯଦି ଆପଣ ଙ୍କ ଘରେ ପୂଜା ପାଠ ଇସାଣ କୋଣ ରେ ହେଉଛି ତେବେ ପିତୃ ଙ୍କ ଫୋଟୋ ପୂର୍ବ ଦିଗରେ ରଖିବା ଉଚିତ । ଯଦି ପୂଜାପାଠ ପୂର୍ବ ଦିଗରେ ହେଉଛି ତେବେ ପିତୃ ଙ୍କ ଫୋଟୋ ଇସାଣ କୋଣ ରେ ଲଗାନ୍ତୁ ।
୨- ଯଦି ଆପଣ ଘରର କୌଣସି ବି ରୁମ ରେ ଆପଣ ନିଜ ପିତୃ ଙ୍କ ଫୋଟୋ ଲଗାଇବା କୁ ଚାହୁଁଛନ୍ତି ତେବେ ଆପଣ ଉତ୍ତର ଦିଗରେ ଲଗାଇ ପାରିବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ।
୩- ଘରର ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ପିତୃଙ୍କ ଫଟୋ ରଖିବା ଭଲ ନୁହେଁ । ଏହିପରି କରିବା ଦ୍ୱାରା ଘରର ଅ-ମ-ଙ୍ଗ-ଳ ହୁଏ ଏବଂ ଧନ ହା-ନି ମଧ୍ୟ ହୋଇଥାଏ ଏବଂ ଘର ପରିବାର ମାନଙ୍କ ମଧ୍ୟରେ କ-ଳ-ହ ମଧ୍ୟ ଲାଗିଥାଏ ।
୪- ଯଦି ଆପଣ ଘରର ଦକ୍ଷିଣ କିମ୍ବା ପଶ୍ଚିମ ରେ ପିତୃ ପୁରୁଷ ଙ୍କ ଫଟୋ କୁ ଲଗାନ୍ତି ତେବେ ଏହା ଧନ ହା-ନି ର ମଧ୍ୟ କାରଣ ହୋଇ ପାରେ । ଏହା ଛଡା ଘରର ମଝି ମଝିଆ ରେ କେବେବି ପିତୃ ପୁରୁଷ ଙ୍କ ଫୋଟୋ କୁ ଲଗାନ୍ତୁ ନାହିଁ ଏହା ବହୁତ ଅ-ମ-ଙ୍ଗ-ଳ ହୋଇଥାଏ ଏବଂ ଘରେ ଅନେକ ସମସ୍ୟା ମଧ୍ୟ ଲାଗି ରହିଥାଏ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ