କେଉଁ ଦିଗକୁ ମୁଣ୍ଡ କରି ଶୋଇବା ଉଚିତ ନୁହେଁ ,ଜାଣନ୍ତୁ

ବାସ୍ତୁ ଶାସ୍ତ୍ର ଅନୁସାରେ ଶୋଇଲାବେଳେ କିଛି ନିଅମର ପାଳନ କରିବାଦରକାର । ଯାହାଦ୍ୱାରା ଆମେ ଟେନସନ ଓ ବିମାରୀରୁ ବର୍ତିଯାଇ ପାରିବା । ଭବିଷ୍ୟତରେବି ହାନିରୁ ବଞ୍ଚିପାରିବା । ଆପଣଙ୍କ ଭୁଲ ଶୋଇବା ଦିଗ ଆପଣଙ୍କୁ ମାତା ଲକ୍ଷ୍ମୀ ଓ ସରସ୍ୱତୀଙ୍କ ଠାରୁ ଦୂର କରିପାରିବ ।  ବହିକୁ ମୁଣ୍ଡ ତଳେ କିମ୍ବା ମୁହଁ ଉପରେ ରଖି ସୋଇଲେ ମାତା ସରସ୍ୱତୀଙ୍କୁ ଅପମାନ ହୋଇଥାଏ ।

ମିଛି ଲୋକ ବହି ଖାତାକୁ ସେମିତି ମୁହଁ ଓ ଦେହ ଉପରେ ରଖି ଶୋଇପଡନ୍ତି । କିନ୍ତୁ ବସ୍ତୁ ଅନୁସାରେ ବହି ଖାତାକୁ ଉଚିତ ସ୍ଥାନରେ ରଖି ସୁଅନ୍ତୁ । ନହେଲେ ଏହାର ଖରାପ ପ୍ରଭାବ ଆପଣଙ୍କ ଧନ ଓ ଶରୀର ଉପରେ ପଡିପାରେ ।

ପ୍ରବେଶ ଦ୍ୱାର ଆଡ଼କୁ ପାଦ କରି ଶୋଇବା ଉଚିତ ନୁହେଁ, ଏହାର ଆପଣଙ୍କ ଧନ ଉପରେ ପଡିପାରେ । ଏହା ମାତା ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ ।

କେହି ଯଦି ଅଧିକ ସମୟ ଧରି ବୀମାର ଅଛି ତାକୁ ଦକ୍ଷିଣ ପଶ୍ଚିମ ଦିଗରେ ସୁଆଇବା ଦରକାର । ଐଶାନ୍ୟ କୋଣରେ କିଛି ଜଳ ରଖିବା ଦ୍ୱାରା ରୋଗୀ ଶୀଘ୍ର ଆରୋଗ୍ୟ ଲାଭ କରିଥାଏ ।

ଖଟର ମଝିରେ ବିଜୁଳିର ଚାଲୁଥିବା କୌଣସି ଉପକରଣ ରଖନ୍ତୁ ନାହିଁ । ନଚେତ ଏହାଦ୍ୱାରା ପେଟରେ ବହୁତ ସମସ୍ୟା ହୋଇଥାଏ । ଶାସ୍ତ୍ର ଅନୁସାରେ ମୁଣ୍ଡ ପୂର୍ବ ଓ ଗୋଡ଼ ପଶ୍ଚିମକୁ କରି ଶୋଇବା ଦ୍ୱାରା ଭଲ ନିଦ ସହିତ ଆୟୁବି ବଢିଥାଏ ।

ଯଦି ସେମିତି ସୁବିଧାନାହିଁ ତାହାଲେ ଆପଣ ମୁଣ୍ଡ ଉତ୍ତର ଓ ଗୋଡ଼ ଦକ୍ଷିଣ ଦିଗକୁ କରି ସୁଅନ୍ତୁ ।

ଉତ୍ତର ଦିଗକୁ ମୁଣ୍ଡ କରି ସୁଅନ୍ତୁ ନାହିଁ, କାରଣ ଉତ୍ତର ଦିଗ ମୃତ୍ୟୁର ଦିଗ ଅଟେ । ଉତ୍ତର ଦିଗକୁ ମୁହଁକରି ପାଠ ପଢିବା, ଲେଖିବା ଓ ଅଭ୍ୟାସ କରିବା ଉଚିତ । ପାଣିକୁ ମୁଣ୍ଡୁ ଉପରେ ରଖି ସୁଅନ୍ତୁ ନାହିଁ । ଏହାଦ୍ୱାରା ଶରୀର ମନ ଏବଂ ଧନ ଉପରେ ଖରାପ ପ୍ରଭାବ ପକାଇଥାଏ ।

ବହିକୁ ମୁଣ୍ଡ ତଳେ ରଖି ସୋଇଲେ କ୍ୟାରିଅରରେ ଆପଣଙ୍କୁ ମନପସନ୍ଦର ଜବ ମିଳେନାହିଁ । ପଶକୁ ମୁଣ୍ଡ ତଳେ ରଖି ସୋଇଲେ ଖର୍ଚ ବଢିଯାଏ । ଖଟକୁ କେବେବି କାନ୍ଥରେ ଲଗେଇଇ ରଖ ନାହିଁ, ଏହାଦ୍ୱାରା ସ୍ୱାମି ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ । ଏହି ନିଅମ ସବୁ ପାଳନ କଲେବାପାନ ଜୀବନରେ ଖୁସିରେ ରହିପରିବେ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *