Vastu Tips;- କେଉଁ ଦିଗକୁ ଚାହିଁ ମଳମୁତ୍ର ତ୍ୟାଗ କରିବା କରିବା ଅନୁଚିତ ! କେଉଁ ଦିଗରେ ଜିନିଷ ରଖିବେ ?

ନମସ୍କାର ବନ୍ଧୁଗଣ , ବାସ୍ତୁ ଶାସ୍ତ୍ର ଅନୁସାରେ ଘଣ୍ଟା ସବୁବେଳେ ଉତ୍ତର ଏବଂ ଦକ୍ଷିଣ ରେ ରହିବା ଉଚିତ୍ । ମୃତ ବ୍ୟକ୍ତିଙ୍କୁ ଫଟ କୁ ଆପଣ ଦକ୍ଷିଣ ଦିଗରେ ଲଗେଇବା ଉଚିତ୍ । ଏହା ଫଟ କୁ ଯଦି ଆପଣ ପୂର୍ବ , ପଶ୍ଚିମ ଦିଗରେ ଲଗେଇବା ବାସ୍ତୁ ଶାସ୍ତ୍ର ଅନୁସାରେ ଅଶୁଭ ହୋଇଥାଏ । ତେଣୁ ଦକ୍ଷିଣ ଦିଗକୁ ଲଗେଇବା ଉଚିତ୍ , ମାତ୍ର ଯଦି ଆପଣ ଫଟ କୁ ଏପରି ଲଗେଇଥିବେ ଯେ ସେହି ଫଟରେ ଜୀବିତ ବ୍ୟକ୍ତି ମଧ୍ୟ ଅଛନ୍ତି ।

ଏହା ଅଶୁଭ ହୋଇଥାଏ , ତେଣୁ ତାହା କେବେ ବି କରନ୍ତୁ ନାହିଁ । ଯଦି ଆପଣ ପରିବାର ର ଫଟ କୁ ଉତ୍ତର ଦିଗ କୁ ଏବଂ ପୂର୍ବ ଦିଗରେ ଲଗେଇବା ଠିକ ହୋଇଥାଏ । ଏହା ଦ୍ଵାରା ଆପଣଙ୍କ ସମ୍ପର୍କ ସୁଦୂଢ ହୋଇଥାଏ । ଘରେ ଟିଭି କୁ ସବୁବେଳେ ପୂର୍ବ ଦିଗର କାନ୍ତ ବା ଉତ୍ତର ଦିଗର କାନ୍ତ ରେ ଲଗେଇବେ । କାରଣ ଏହା ଦ୍ଵାରା ଯେଉଁବ୍ୟକ୍ତି ଟିଭି ଦେଖିଥାନ୍ତି ସେମାନେ ବହୁତ ସମୟ ଯାଏ ସେହି ଦିଗକୁ ଅନେଇ ରହିଥାନ୍ତି , ଯାହା ଫଳରେ ସେ ଦିଗର ସକାରାତ୍ମକ  ଊର୍ଜା ସେମାନଙ୍କୁ ମିଳିଥାଏ ।

ପୂର୍ବ ଏବଂ ଉତ୍ତର ଦିଗ ହେଉଛି ଦେବତାଙ୍କ ଦିଗ ତେଣୁ ଏହି ଦିଗ ରୁ ଆମକୁ ସକାରାତ୍ମକ ଊର୍ଜା ମିଳିଥାଏ । ତେଣୁ ଆପଣ ଅନେକ ଜିନିଷ କୁ ସେହି ଦିଗରେ ରଖିବାକୁ ଚେଷ୍ଟା କରନ୍ତୁ । କିନ୍ତୁ ପଶ୍ଚିମ ଦିଗ ରୁ ଆମ କୁ ପ୍ରାପ୍ତ ହୋଇଥାଏ ନାକାରାତ୍ମକ ଶାନ୍ତି । ଗୃହ ର ଦେବୀ ହେଉଛନ୍ତି ମା ‘ ବୃନ୍ଦାବତୀ ତେଣୁ ମା ‘ ଙ୍କ ର ମୁଖ ସବୁବେଳେ ପଶ୍ଚିନ ଦିଗ କୁ ରହିଥାଏ ।  ସମସ୍ତ ଦେବା ଦେବୀମାନଙ୍କୁ ପୂଜା କରୁଥିବା ସମୟରେ ପୂର୍ବ ଦିଗ କୁ ମୁଖ କରି ପୂଜା କରିବେ ।

ଘର ଶୋଇବା ଘରେ ଅର୍ପଣ ରଖିବା ବାସ୍ତୁ ର ବିରୋଧ ହୋଇଥାଏ । ତେଣୁ ଏପରି  ଶୋଇବେ ଯେମିତି ଦର୍ପଣ ରେ ଆପଣ ଶରୀର ନ ପଡୁଥିବ । ଖାଦ୍ୟ ଖାଇବା ସମୟରେ ଆମକୁ  ପୂର୍ବ ଏବଂ ଉତ୍ତର ଦିଗ କୁ ମୁଖ କରିବା ଉଚିତ୍ । ଉତ୍ତର ଦିଗକୁ ମୁଣ୍ଡ ରଖିକି ଶୋଇବା ଅନୁଚିତ୍ ହୋଇଥାଏ । ପୂର୍ବ ଦିଗ କୁ ମୁଣ୍ଡ ରଖିକି ଶୋଇବା ଦ୍ଵାରା ଜ୍ଞାନ ର ବୃଦ୍ଧି ହୋଇଥାଏ । ପଶ୍ଚିକ ଦିଗକୁ ମୁଣ୍ଡ କରି କେବେ ବି ଶୋଇବେ ନାହିଁ ।

କାରଣ ପଶ୍ଚିମ ଦିଗ ହେଉଛି ପ୍ରେତ  ଦିଗ ତେଣୁ ଏହି ଦିଗ ରେ ଶୋଇବା ଦ୍ଵାରା ଆପଣ ଚିନ୍ତା ବଢିଥାଏ ଏବଂ ଆପଣ ଶରୀର ଅସୁସ୍ଥ ହୋଇଥାଏ । ଘର ସାମନା ରେ କୁଣ୍ଡ ରେ ତୁଲସୀ ଗଛ ଲଗେଇବା ଶୁଭ ହୋଇଥାଏ , ଆପଣଙ୍କୁ ଯଦି ଏହି ପୋଷ୍ଟ ଭଲ ଲାଗିଥାଏ ତେବେ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *