କେଉଁ ଚିହ୍ନ କବାଟରେ ଆଙ୍କିଲେ କଳି ଝଗଡା ଦୂର ହୋଇଥାଏ ? ଏହା ସହିତ ପଢନ୍ତୁ ଆହୁରି 20 ଟି Anuchinta

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ । ଯାହା ଆପଣଙ୍କର ଦୈନିକ ଜୀବନରେ କାମରେ ଆସିବ । ୧- ସକାଳୁ ଉଠିବା ଗ୍ଳାସ ୩ ଗ୍ରାସ ପାଣି ପିଅନ୍ତୁ । ଏହା ଦ୍ଵାରା ଅନ୍ତର ଶକ୍ତି ଜାଗ୍ରତ ହୋଇଥାଏ । ଏକ ଗ୍ଳାସ ପାଣି ଗାଧୋଇବା ପୂର୍ବରୁ ବା ପରେ ପିଇଲେ ବ୍ଲଡପ୍ରେସର ନିୟନ୍ତ୍ରଣ ହୋଇଥାଏ । ୨- ଦୁଇ ଗ୍ଳାସ ପାଣି ଖାଇବାର ଅଧଘଣ୍ଟା ଆଗରୁ ପିଇଲେ ଖାଦ୍ଯ ହଜମ ହୋଇଥାଏ । ରାତିରେ ଶୋଇବା ପୂର୍ବରୁ ଅଧ ଗ୍ଳାସ ପାଣି ପିଇଲେ ହୃଦଘାତ ସମ୍ଭାବନା କମ ହୋଇଥାଏ ।

୩- ୫ଟି ଗୋଲମରୀଚ, ଗୋଟେ ପିଆଜ, ଅଧ ଚାମଚ ଲୁଣକୁ ବତୀ କେଶରେ ଲଗାଇଲେ କେଶ ଝଡିବା ବନ୍ଦ ହୁଏ । ମୁହଁରେ କଳା ଦାଗ ରହିଲେ ଦହିରେ ବିଲାତି ରସ ମିଶାଇ ୧୫ ଦିନ ଲଗାନ୍ତୁ ।

୪- ମୁହଁର ରଙ୍ଗ ସଫା କରିବାକୁ ବିଲାତିର ରସକୁ ରାତିରେ ଶୋଇବା ପୂର୍ବରୁ ମୁହଁରେ ଲଗାନ୍ତୁ । ୨ଟି ଗୁଜୁରାତିକୁ ଗୁଣ୍ଡ କରି ରାତିରେ ଶୋଇବା ବେଳେ ଉଷୁମ ପାଣିରେ ଖାଇଲେ କେଶ ମୂଳ ମଜବୁତ ହୁଏ ।

୫- ଅଣ୍ଟା ଦରଜ ହେଉଥିଲେ ୫ଟି ଖଜୁରୀ କୋଳି ସହ ମେଥି ଗୁଣ୍ଡାକୁ ସିଝାଇ ଖାଇଲେ ତାହା ଦୂର ହୁଏ । ପେଟରେ ଗ୍ଯାସ ସମସ୍ଯା ଦେଖାଦେଲେ ଏକ ଚାମଚ ଜୁଆଣୀ ସହ କଳାଲୁଣ ମିଶାଇ ଉଷୁମ ପାଣିରେ ଖାଆନ୍ତୁ ।

୬- ରୋଷେଇ ସାରିବା ପରେ ଚୁଲାକୁ ଭଲ ଭାବେ ସଫା କରିଲେ ସମୃଦ୍ଧି ଆସିଥାଏ । ରାତିରେ ରୋଷେଇ ଘରେ ଅଇଁଠା ବାସନ ରଖନ୍ତୁ ନାହି ।

୭- ଭଙ୍ଗା ବାସନରେ ଖାଆନ୍ତୁ ନାହି ଓ ରୋଷେଇ କରନ୍ତୁ ନାହି । ରୋଷେଇ ଘରେ କେବେବି ଔଷଧ ଓ ପୂଜା ସ୍ନାନ ରଖନ୍ତୁ ନାହି । ଘରର ଉତ୍ତର ପୂର୍ବ କୋଣରେ କାଚ ପାତ୍ରରେ ଲୁଣ ରଖିଲେ ଶୁଭ ହୋଇଥାଏ ।

୮- ଘର ଭିତରେ ମହାଦେବଙ୍କର ପରିବାର ସହିତ ଫୋଟୋ ରଖିଲେ ପିଲାମାନେ ଆଜ୍ଞାକାରୀ ହୋଇଥାନ୍ତି । ପଇସା ରଖୁଥିବା ଜାଗାରେ ସ୍ଵସ୍ତିକ ଚିହ୍ନ ଆଙ୍କିଲେ ଶୁଭ ହୋଇଥାଏ ।

୯- ଘରର ପଇସା ରଖୁଥିବା ଆଲମାରି ଘରର ଦହିନ ଦିଗରେ ରଖିଲେ ଶୁଭ ହୋଇଥାଏ । ଘରର ଗାଧୁଆ ଘର ସବୁବେଳେ ବନ୍ଦ କରିବା ଉଚିତ ।

୧୦- ରୋଷେଇ ଘରେ କେବେବି ଆଇନା ଲଗାଇବା ଉଚିତ ନୁହେଁ । ଘରର ଉତ୍ତର ଦିଗରେ ବିବାହ ଫୋଟୋ ଲଗାଇଲେ ମଙ୍ଗଳ ହୋଇଥାଏ ।

୧୧- ଶୋଇବା ସମୟରେ ମୁଣ୍ଡ ତମ୍ବା ପାତ୍ରରେ ଜଳ ରଖିଲେ ଶୁଭ ହେବା ସହ ସ୍ୱାସ୍ଥ୍ୟ ଭଲ ରହିବ । ଯେଉଁ ଲୋକର ନୟନରେ କଳାଜାଇ ଥାଏ ସେ ଚତୁର, ବୁଦ୍ଧିମାନୀ ଓ ଦୂର ଦ୍ରୁଷ୍ଟି ହୋଇଥାଏ ।

୧୨- ଯେଉଁ ଲୋକର ପାଦ ତଳେ କଳା ଯାଇଥାଏ ସେ ଅଶିକ୍ଷିତ ଓ ଧନ ନାଶକାରୀ ହୋଇଥାଏ । ଯେଉଁ ଲୋକର ଡାହାଣ ପାଦ ଉପରେ କଳାଜାଇ ଥାଏ ସେ ସବୁବେଳେ ଭ୍ରମଣ କରିବାକୁ ଭଲ ପାଇଥାଏ ।

୧୩- ଯେଉଁ ଲୋକର କାନ୍ଧରେ କଳାଜାଇ ଥାଏ ସେ ବଳିଷ୍ଠ, ପରୋପକାରୀ ଓ ସୁଖ ଭୋଗ କରେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *