କେଉଁ ବାରରେ ଜନ୍ମ ହେଲେ କଣ ସବୁ ଥାଏ ଲକ୍ଷଣ ? ନିଶ୍ଚୟ ଜାଣନ୍ତୁ- Jyotish Shastra

ବନ୍ଧୁଗଣ ସାଧାରଣତଃ ଯେକୌଣସି ବ୍ୟକ୍ତିର ରାଶି, ଗ୍ରହ ଓ ନକ୍ଷତ୍ର ଜାଣି ତାର ବ୍ୟକ୍ତିତ୍ବ ଏବଂ ସ୍ଵଭାବ ବିଷୟରେ ସବୁ କିଛି ଜାଣି ହୋଇଥାଏ ।

ଠିକ ସେହିପରି ବ୍ୟକ୍ତିର ଜନ୍ମ ବାର ଦେଖି ତାର ସ୍ଵଭାବ, ଚରିତ୍ର, ବ୍ୟକ୍ତିତ୍ବ ଓ ତାର ଗୁଣ ବିଷୟରେ ବହୁତ କିଛି ଜାଣି ହେବ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ବ୍ୟକ୍ତିଙ୍କ ବାର ଅନୁଯାଇ ସେମାନଙ୍କର ଲକ୍ଷଣ ଗୁଡିକ ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ଏହା ବିଷୟରେ ଜାଣିବା ପରେ ଯେକୌଣସି ବ୍ୟକ୍ତିର ଲକ୍ଷଣ ଗୁଡିକ ବିଷୟରେ ଜାଣିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ରବିବାର- ବନ୍ଧୁଗଣ ଯେଉଁ ବ୍ୟକ୍ତି ମାନେ ରବିବାର ଦିନ ଜନ୍ମ ହୋଇଥାନ୍ତି ସେମାନେ କ୍ରୋଧୀ,ଅଭିମାନୀ, କାମାଦୁର, ଭ୍ରମଣ ପ୍ରିୟ, ଧାର୍ମିକ ଓ ଭକ୍ତିମତ ହୋଇଥାନ୍ତି । ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଅତ୍ୟନ୍ତ ଭାବୁକ ମଧ୍ୟ ହୋଇଥାନ୍ତି ।

ସୋମବାର- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ସୋମବାର ଦିନ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ମାନେ । ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ସ୍ଵଭାବରେ ଅଳସୁଆ, ଧୀରନୀତି, ପ୍ରିୟଭାଷୀ, ଭୋଗବିଳାସୀ, ସ୍ତ୍ରୀକୁ ସୁଖ ପ୍ରଦାନ କାରୀ, ଶାନ୍ତ, ସରଳ ଓ ଧାର୍ମିକ ସ୍ଵଭାବର ହୋଇଥାନ୍ତି ।


ମଙ୍ଗଳବାର- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ମଙ୍ଗଳବାରରେ ଜନ୍ମ ହୋଇଥିବା ବ୍ୟକ୍ତି ବିଶେଷ ମାନେ । ଯେଉଁ ବ୍ୟକ୍ତି ମାନେ ମଙ୍ଗଳବାର ଦିନ ଜନ୍ମ ହୋଇଥାନ୍ତି ସେମାନଙ୍କ ସ୍ଵଭାବ ସାହାସୀ, ଚଳଚଞ୍ଚଳ, ଶତ୍ରୁବିରୋଧୀ, କ୍ରୋଧୀ, ବିଦ୍ୟା ପ୍ରବୀଣ, ରୀତି ସୁଖରେ ସୁଖୀ ଓ ଧାର୍ମିକ ସ୍ଵଭାବର ହୋଇଥାନ୍ତି ।

ବୁଧବାର- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ବୁଧବାରରେ ଜନ୍ମ ହୋଇଥିବା ବ୍ୟକ୍ତି ବିଶେଷ ମାନେ । ଯେଉଁ ବ୍ୟକ୍ତି ମାନେ ବୁଧବାର ଦିନ ଜନ୍ମ ଗ୍ରହଣ କରିଥାନ୍ତି ସେମାନେ ସ୍ଵଭାବରେ ଗଭୀର ଚିନ୍ତାମଘ୍ନ, ନ୍ୟାୟଧୀଶ, ସର୍ବଗୁଣ ସମ୍ପନ୍ନ, ଅତି ଚତୁର ଓ କୂଟନୀତିରେ ପାରଙ୍ଗମ ହୋଇଥାନ୍ତି ।

ଗୁରୁବାର- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ଗୁରୁବାର ଦିନ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ବିଶେଷ ମାନେ । ଏହି ବାରରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ବିଶେଷ ମାନେ ବହୁତ ଗୁଣରେ ଅଧିକାରୀ ହୋଇଥାନ୍ତି । ଏମାନେ ବୁଦ୍ଧି ଓ ବିଦ୍ୟାରେ ବିଚକ୍ଷଣ ହୋଇଥାନ୍ତି । ଏହା ବ୍ଯତୀତ ଏମାନେ ଜ୍ଞାନୀ, ଦୟାଳୁ, କୋମଳ ଏବଂ ଚତୁର ସ୍ଵଭାବର ବ୍ୟକ୍ତି ହୋଇଥାନ୍ତି ।

ଶୁକ୍ରବାର- ବନ୍ଧୁଗଣ ଆମ ଲିଷ୍ଟର ଷଷ୍ଠ ସ୍ଥାନରେ ଅଛନ୍ତି ଶୁକ୍ରବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ବିଶେଷ ମାନେ । ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ବିଶେଷ ମାନେ ସ୍ଵଭାବରୁ କଠୋର, ନୀତି ନିୟମ ପରାୟଣୀ, ପରୋପକାରୀ, ଭ୍ରମଣ ପ୍ରିୟ, ନେତୃତ୍ଵ ବାଦୀ ଓ ଶାନ୍ତ ସ୍ଵଭାବର ହୋଇଥାନ୍ତି ।

ଶନିବାର- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଶନିବାର ଦିନ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ବିଶେଷ ମାନେ । ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ବିଶେଷ ମାନଙ୍କ ସ୍ଵଭାବ ବହୁ ଗୁଣର ଅଧିକାରୀ, କାମସୀ ବିଦ୍ୟାରେ ପ୍ରବୀଣ, ପରଧନରେ ଲୋଭ, ଯଶସ୍ଵୀ, ଭୋଗ ବିଳାସୀ ଓ ଚତୁର ହୋଇଥାନ୍ତ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *