ଦାମ୍ପତ୍ୟ ଜୀବନରେ ସହବାସ କେତେବେଳେ ଓ କେତେଥର କରିବା ଉଚିତ ?

ବନ୍ଧୁଗଣ, ସାଧାରଣତ ବିବାହ ପରେ ସ୍ଵାମୀ ସ୍ତ୍ରୀ ନିଜ ମଧ୍ୟରେ ଶାରୀରିକ ସମ୍ପର୍କ ଯଦି ସଠିକ ଭାବରେ ରଖି ପାରନ୍ତି ନାହିଁ, ତାହା ମଧ୍ୟରେ ବହୁତ କିଛି ବିବାଦ ହେବା ଆରମ୍ଭ ହୋଇଥାଏ । ଆଜି ଆମ୍ଭେ ଆଲୋଚନା କରିବା ଯେ ଯୌନ ସମ୍ପର୍କ କେତେ ଥର ଏବଂ କେଉଁ ସମୟ ରେ କରିବା ଉଚିତ ଯାହା ଫଳରେ ଆପଣଙ୍କ ସାଂସାରିକ ଜୀବନ ଶୁଖମୟ ହେବା ସହିତ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ପର୍କ ଭଲ ରହିବ ।

ବିବାହ ପରେ ସାଥି ସହିତ ସହବାସ ରଖିବା ପୂର୍ବ ରୁ ସବୁଠାରୁ ମହତ୍ଵପୂର୍ଣ୍ଣ କଥା ଏହା ଥାଏ ଯେ ଆପଣ ନିଜ ସାଥି ସହିତ କେତେ ଭାବପ୍ରବଣ ସମ୍ପର୍କ ସୃଷ୍ଟି କରିଛନ୍ତି । ଉଭୟ ଦମ୍ପତ୍ତି ପରସ୍ପର ସହିତ ପ୍ରେମ ସମ୍ପର୍କ ସ୍ଥାପନ କରିବା ଅଧିକ ଗୁରୁତ୍ଵପୂର୍ଣ୍ଣ । ସାଥି ସହିତ ପ୍ରେମ ସମ୍ପର୍କ ରଖିବା ପରେ ଶାରୀରିକ ସମ୍ପର୍କ ରଖିବା ଆପଣଙ୍କ ସମ୍ପର୍କ କୁ ଅଧିକ ମଜବୁତ କରିଥାଏ ।

ମାତ୍ର ଯେଉଁମାନେ ବିବାହ ପରେ ପ୍ରେମ ସମ୍ପର୍କ ନ ରଖି ପ୍ରଥମେ ଶାରୀରିକ ସମ୍ପର୍କ ରଖିଥାନ୍ତି ସେମାନଙ୍କ ମଧ୍ୟରେ ଗଭୀରତା ବୁଝିବାକୁ ବହୁତ ସମୟ ଲାଗିଥାଏ । ଏହା ଆପଣଙ୍କ ସମ୍ପର୍କ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ । ବିବାହ ପରେ ସମ୍ପର୍କ କୁ ସୁଖମୟା କରିବା ନିମନ୍ତେ ଆପଣ ଭାବପ୍ରବଣ ସମ୍ପର୍କ ରଖିବା ଆବଶ୍ୟକ । କିଛି ବିବାହିତା ଦମ୍ପତ୍ତି ଆରାମଦାୟକ ଅନୁଭବ କରିବା ସହିତ ପରସ୍ପର ସହିତ ସଂଯୁକ୍ତ ହେବା ନିମନ୍ତେ କମ ସମୟ ନେଇଥାନ୍ତି ।

କିନ୍ତୁ କିଛି ଦମ୍ପତ୍ତି ଏଭଳି ମଧ୍ୟ ଅଛନ୍ତି ଯେ ପରସ୍ପର ସହିତ ଭାବପ୍ରତ ସହିତ ଯୋଡି ହେବାକୁ ଅଧିକ ସମୟ ନେଇଥାନ୍ତି । ଏହା ସଂପୂର୍ଣ୍ଣ ଭାବରେ ଉଭୟାଙ୍କ ମାନସିକ ସ୍ଥିତି ଉପରେ ମଧ୍ୟ ନିର୍ଭର କରିଥାଏ । ଆପଣ ଯାହାକୁ ବିବାହ କରିଛନ୍ତି ତାଙ୍କ ଫିଲିଙ୍ଗ ଯଦି ବୁଝିବେ ତେବେ କୌଣସି ପ୍ରକାରର ଅସୁବିଧା ହେବ ନାହିଁ । ଯୌନ ସମ୍ପର୍କ ରଖିବାର ସମୟ ବୟସ ଉପରେ ନିର୍ଭର କରିଥାଏ । ବୟସ ଅନୁସାରେ ଶରୀରରେ ମଧ୍ୟ ପରିବର୍ତ୍ତନ ଆସିଥାଏ ।

ସାଧାରଣତ ଆପଣ ମାନେ ଦେଖିଥିବେ ଯେ ଜଣେ ୨୦ ବର୍ଷ ଯୁବକ ଏବଂ ଜଣେ ୪୦ ବର୍ଷ ଲୋକ ମଧ୍ୟରେ ଯୌନ ଇଛା ଅଲଗା ଅଲଗା ହୋଇଥାଏ । ୩୦ ବର୍ଷ ବୟସ ରେ ଯୌନ ସମ୍ପର୍କ ଅଧିକ ରଖିବା ପାଇଁ ଇଛା ହୋଇଥାଏ ବୋଲି ବିଶେଷଜ୍ଞ ମାନେ କହିଛନ୍ତି । ଏହି ବୟସରେ ସକାଳ ସମୟରେ ସମ୍ପର୍କ ସ୍ଥାପନ କରିହେବ । ଏହି ବୟସରେ ଶରୀରରେ ଅନେକ ପ୍ରକାରର ପରିବର୍ତ୍ତନ ଆସିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *