ବନ୍ଧୁଗଣ, ଆଜିର ଦୁନିଆରେ ମୋଟାପଣ ଅଥବା ଶରୀରରେ ଚର୍ବି ଲୋକ ମାନଙ୍କର ମୁଣ୍ଡ ବିନ୍ଦାର କାରଣ ହେବାରେ ଲାଗିଛି । ଆଜିକାଲି ସମସ୍ତଙ୍କ ପେଟ ବାହାରକୁ ବାହାରିବାରେ ଲାଗିଛି ।
ଏହାଫଳରେ ଶରୀରର ସୌନ୍ଦର୍ଜ୍ୟ ନଷ୍ଟ ହେବା ଫଳରେ ଏହା ଦେହରେ ଅନେକ ରୋଗ କୁ ସୃଷ୍ଟି କରିଥାଏ । ଏଣୁ ଏହାକୁ ନିଜ ଦେହରୁ କାଢିବା ଅତ୍ୟନ୍ତ ଜରୁରୀ ଅଟେ । ସାଧାରଣତ ଅଧିକାଂଶ ଲୋକେ ଏହି ପେଟର ଚର୍ବି କୁ କମ କରିବା ନିମନ୍ତେ ବ୍ୟାୟାମ କରିଥାନ୍ତି । ଏହା ସହିତ ଡାଏଟ ମଧ୍ୟ କରିଥାନ୍ତି । କିନ୍ତୁ ତଥାପି ତାଙ୍କ ପେଟ କମି ନଥାଏ । ଆଜି ଆମ୍ଭେ ଯେଉଁ ଉପାୟ ଟି କହିବାକୁ ଯାଉଅଛୁ ସେଥିରେ ଆପଣଙ୍କ ଶରୀରର ଚର୍ବି ଝାଳ ମାଧ୍ୟମରେ କମ ହୋଇଥାଏ ।
ଆସନ୍ତୁ ତେବେ ସେହି ଉପାୟ ଟି ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ଜାଣିନେବା । ପ୍ରଥମେ ଆପଣ ଗୋଟିଏ ପାତ୍ର ରେ ୧ ଚାମଚ ନଡିଆ ତେଲ ନିଅନ୍ତୁ । ଏହାପରେ ସେଥିରେ ଅଧ ଚାମଚ Vicks VapoRub ମିଶାନ୍ତୁ । ଏହାପରେ ୨ ଟି ଶ୍ରୀ କର୍ପୁର ଆଣି ତାହାକୁ ଗୁଣ୍ଡ କରି ସେହି ପାତ୍ରରେ ମିଶାଇ ଦିଅନ୍ତୁ । ଏହି ୩ ଟି ସାମଗ୍ରୀ କୁ ଆପଣ ଭଲ ଭାବରେ ମିଶାଇ ଦିଅନ୍ତୁ ।
ଏହାକୁ ଆପଣ ଗୋଟିଏ ପେଷ୍ଟ ଆକାରର ପ୍ରସ୍ତୁତ କରି ନିଅନ୍ତୁ । ଏହି ପେଷ୍ଟ କୁ ଆପଣ ନିଜ ହାତ ମାଧ୍ୟମରେ ଆପଣଙ୍କ ଶରୀରରେ ଯେଉଁ ଜାଗାରେ ଚର୍ବି ହୋଇଛି ସେଠାରେ ଲଗାଇ ଦିଅନ୍ତୁ । ଆପଣଙ୍କ ପେଟରେ ଯଦି ଚର୍ବି ରହିଅଛି ତେବେ ଆପଣ ସେଠାରେ ଲଗାନ୍ତୁ । ଏହାଛଡା ଆପଣଙ୍କ ଜଙ୍ଘ ଅଥବା ଅନ୍ୟ କୌଣସି ଜାଗାରେ ଯଦି ଚର୍ବି ରହିଅଛି ତେବେ ଆପଣ ସେଠାରେ ମଧ୍ୟ ଲଗାଇ ପାରିବେ ।
ଏହାକୁ ଆପଣ ପ୍ରତିଦିନ ପ୍ରୟୋଗ କରନ୍ତୁ ପ୍ରାଏ ୨୦ ମିନିଟ ପର୍ଯ୍ୟନ୍ତ ଏହି ମିଶ୍ରଣ କୁ ଲଗାଇ ମାଲିସ କରନ୍ତୁ । ଧୀରେ ଧୀରେ ଆପଣ ନିଜେ ନିଜ ଚକ୍ଷୁ ରେ ପେଟ ତଥା ଅନ୍ୟାନ୍ୟ ଜାଗର ଚର୍ବି କ୍ଷୟ ହେବାର ଦେଖି ପାରିବେ । ମାତ୍ର ଧ୍ୟାନ ରଖିବେ ଯେ ଆପଣ ଏହାକୁ ହାଲ୍କା ଭାବରେ ଘସିବେ ଅଥବା ମସାଜ କରିବେ । ଯଦି ଆପଣ ଏହା ନକରନ୍ତି ତେବେ ମଧ୍ୟ ଚଳିବ । ଏହା ସହିତ ଆପଣ ଯେପରି ଅଧିକ ରୁ ଅଧିକ ପାଣି ପିଇବେ ସେଥିପ୍ରତି ଧ୍ୟାନ ଦେବେ । ଏହାକୁ ପୁରୁଷ ଅଥବା ମହିଳା ସମସ୍ତେ ପ୍ରୟୋଗ କରି ପାରିବେ ।
ଏହାକୁ ଲଗାଇ ଆପଣ ଯେ କୌଣସି କାର୍ଯ୍ୟ ମଧ୍ୟ କରି ପାରିବେ । ଏହାକୁ ଶରୀରରେ ଲଗାଇଲେ, ଆପଣ ଯେଉଁ ସ୍ଥାନରେ ଲଗାଇବେ ସେହି ସ୍ଥାନରେ ହିଟ ଉତ୍ପନ୍ନ ହୋଇଥାଏ । ଏହାଦ୍ଵାରା ଶରୀରର ସେହି ଜଗାରୁ ଝାଳ ମଧ୍ୟ ବାହାରି ଥାଏ । ଏହା ଫଳରେ ଆପଣଙ୍କ ଶରୀରରୁ ଚର୍ବି କମ ହେବାରେ ଲାଗେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।
ଆପଣଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।