କେବେ ଠାରୁ ଓ କିପରି ସୃଷ୍ଟି ହେଲେ କିନ୍ନର ? ଏକ ପୌରାଣିକ କଥା, ନିଶ୍ଚୟ ଦେଖନ୍ତୁ…

ନମସ୍କାର ବନ୍ଧୁଗଣ , ଆଜି ଆମେ ଜାଣିବା କିନ୍ନର ମାନଙ୍କ ସୃଷ୍ଟି କିପରି ହୋଇଥିବା , ଏବଂ କ’ଣ ପାଇଁ ହୋଇଥିଲା ବୋଲି ଏ ଜଗତରେ କିନ୍ନର ଦୁଇ ପ୍ରକାର ଜନ୍ମ ହୋଇଥାନ୍ତି । ମଣିଷ ରୂପରେ ଜନ୍ମ ନେଇ ଦୁଇ ପ୍ରକାର ସୃଷ୍ଟି ହୋଇଥାନ୍ତି । ପ୍ରଥମଟି ହେଉଛି କିନ୍ନର କିନ୍ନ ପୁରୁଷ ଦ୍ଵିତୀୟରେ ହେଉଛି କିନ୍ନରୀ ବା କିନ୍ନ ପୁରୁଷି କୁହାଯାଇଥାଏ । ଏହି କିନ୍ନର ମାନଙ୍କ ସୃଷ୍ଟି କେମିତି ଓ କିପରି ହୋଇଥିଲା ,

ଆସନ୍ତୁ ଜାଣିବା ଏକ କାହାଣୀ ମାଧ୍ୟମରେ ବହୁ ପୁରାତନ କାଳରେ ପ୍ରଜାପତି କର୍ଦମ କର ଇଲ୍ ନାମକ ପୁତ୍ର ଥିଲେ ସେ ଜଣେ ଧାର୍ମିକ ରାଜା ଥିଲେ ଗୋଟିଏ ଦିନ ରାଜା ତାଙ୍କ ସୈନିକ ମାନଙ୍କ ସହିତ ଜଙ୍ଗଲ କୁ ପଶୁ ପକ୍ଷୀ କୁ ଶିକାର କରିବାପାଇଁ ଯାଇଥିଲେ ।

ଶିକାର କରିଲା ପରେ ମଧ୍ୟ ତାଙ୍କ ମନ ଭରି ନଥିଲା ତେଣୁ ସେ ଶିକାର କରି କରି ଗୋଟିଏ ପର୍ବତ ପାଖକୁ ପହଞ୍ଚିଲେ ଯେଉଁ ଠାରେ ଭଗବାନ ଶିବ ଏକ ନଦୀ ପାଖରେ ମାତା ପାର୍ବତୀ ଙ୍କ ସହ ବିଳାସ ବିସନରେ ବୁଢି ରହିଥିଲେ। ମହାଦେବ ଶିବ ମାତା ପାର୍ବତୀ ଙ୍କୁ ପ୍ରଶଂନ କରିବା ପାଇ ଭଗବାନ ଶିବ ନିଜ ନିଜକୁ ସ୍ତ୍ରୀ ରୂପରେ ଧାରଣ କରିଥିଲେ ।

ଭଗବାନ ଶିବ ସ୍ତ୍ରୀ ରୂପ କରିଲା ମାତ୍ରେ ହିଁ ଜଙ୍ଗଲ ମଧ୍ୟରେ ସବୁ ପୁଲିଙ୍ଗ ପଶୁପକ୍ଷୀ ସମସ୍ତେ ସ୍ତ୍ରୀ ଲିଙ୍ଗ ପାଲଟି ଗଲେ ସେଥିପାଇଁ ସେହି ବଣ କୁ ଶିକାର ପାଇଁ ଆସିଥିବା ରାଜା ଇଲ୍ ଏବଂ ତାଙ୍କ ସୈନ୍ୟ ସମସ୍ତେ ସ୍ତ୍ରୀ ରୂପରେ ପରିଣତ ହୋଇଯାଇଥିଲେ ।

ନିଜ ନିଜକୁ ସ୍ତ୍ରୀ ରୂପରେ ଦେଖି ରାଜାଙ୍କ ମନ ଦୁଖିତ ହେଲା ,ଆଉ ଯେତେବେଳେ ସେ ଜାଣିଲେ ଯେ ଏହି ସବୁ ଭଗବାନ ଶିବଙ୍କ ଦ୍ଵାରା ହୋଇଛି ବୋଲି ସେତେବେଳେ ସେ ଆହୁରି ଅଧିକ ଭୟଭୀତ ହେଲେ , ତା ‘ ପରେ ସେ ଭଗବାନ ଶିବଙ୍କ ଶରଣରେ ପହଞ୍ଚିଲେ ସେତେ ବେଳେ ସ୍ତ୍ରୀ ବନିଥିବା ରାଜା ଇଲ୍ କୁ ଦେଖି ଶିବ ପୁରୁଷ ବର ଛାଡି ଆଉ କିଛି ବର ମାଗିପାରିବ ।

ଯେତେ ବେଳେ ମହା ଦେବ ଶିବ ରାଜାଙ୍କୁ ପୁରୁଷ ହେବ ବର ଦେବାରୁ ମୋନା କରିପାରେ ରାଜା ଆଉ କିଛି ବର ମାଗିଲେ ନାହି । ତା ‘ ପରେ ସେ ମାତ ପାର୍ବତୀକୁ ପ୍ରଶଂନ କରିବାକୁ ଲାଗିଲେ । ମାତା ପାର୍ବତୀ ରାଜା ଇଲ୍ ଙ୍କ ଠାରୁ ପ୍ରଶଂନ ହୋଇ ସେ କହିଲେ ଯଦି ତୁମେ ପୁରୁଷତ୍ଵ ହେବାର ବର ଚାହୁଛୁ ତାର ଅଧା ଭାଗର ଦାତା ହେଉଛନ୍ତି ମହାଦେବ ଶିବ ।

ମୁ କେବଳ ତୁମକୁ ଅଧା ଭାଗର ବର ଦାନ ଦେଇପାରିବି ମାନେ ତୁମେ ନିଜର ଅଧା ଜୀବନ ପୁରୁଷ ବନିକି ରହିପାରିବ ଆଉ ଅଧ ଜୀବନ ସ୍ତ୍ରୀ ହୋଇ କାଟିପାରିବ, ତା ‘ ମାତା ପାର୍ବତୀ ରାଜା ଇଲ୍ ଙ୍କୁ ପଚାରିଲେ ତମେ କ’ଣ ଚାହୁଛ ବୋଲି ଏହା ଶୁଣି ରାଜା ଇଲ୍ ବହୁତ ଭାବି ଚିନ୍ତି କହିଲେ ଯେ ଗୋଟିଏ ମାସ ପୁରୁଷ ରୂପରେ ଓ ଆଉ ଗୋଟିଏ ମାସ ସ୍ତ୍ରୀ ରୂପରେ ରହିବାକୁ ଚାହୁଛି ।

ଏହା ଶୁଣି ମାତା ପାର୍ବତୀ ତଦସ୍ତୁ କହିଲେ ଆଉ କହିଲେ ଯେବେ ତୁମେ ସ୍ତ୍ରୀ ରୂପରେ ଥିବା ତେବେ ପୁରୁଷ ଜୀବନ କଥା ସ୍ମରଣ ରହିବ ନାହି ଆଉ ପୁରୁଷ ରୂପରେ ଥିଲେ ସ୍ତ୍ରୀ ବିଷୟ ସ୍ମରଣ ରହିବ ନାହି । ଏହି ପରି ଭାବେ ରାଜା ଇଲ୍ ଗୋଟେ ମାସ ଇଲ୍ ଆଉ ଗୋଟେ ମାସ ଇଲା ହୋଇ କାଟୁଥିଲେ । ଏହି ଭଳି ଭାବରେ କିନ୍ନର ଓ କିନ୍ନରୀ ଙ୍କ ସୃଷ୍ଟି ହୋଇଥିଲା ଏମାନଙ୍କ ବିଷୟର ବିବରଣୀ ବାଲ୍ମୀକି ରାମାୟଣର ଉତ୍ତର ଖଣ୍ଡରେ ଲେଖାଯାଇଛି । ଏହି ବିଷୟ ଯଦି ଆପଣଙ୍କୁ ଭଲ ଲାଗିଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ।

Leave a Reply

Your email address will not be published. Required fields are marked *