Health Tips- ପାଣି ସହିତ କେବଳ ଏହି 1 ଜିନିଷ ଖାଆନ୍ତୁ, 99 % ଆଣ୍ଠୁ ଗଣ୍ଠି ଦରଜ, ଅନ୍ୟ ସବୁ ପ୍ରକାରର Joint pain ସବୁଦିନ ପାଇଁ ଭଲ ହୋଇଯିବ

ନମସ୍କାର ବନ୍ଧୁଗଣ ଆଣ୍ଠୁ ଗଣ୍ଠି ବିନ୍ଧା ଏବେ ବହୁତ ସାମାନ୍ୟ ହେଇ ଗଲାଣି । ଏବେ ତ ବୟସ ପୂର୍ବରୁ ହିଁ ଆଣ୍ଠୁ ଗଣ୍ଠି ବିନ୍ଧା ଆରମ୍ଭ ହେଇ ଯାଉଛି । ଏବଂ ଏହା ଜରୁରୀ ନୁହଁ କି ଦୁଇ ଗୋଡ଼ ରେ ବିନ୍ଧା ହେବ ।

ଗୋଟିଏ ଗୋଡ଼ ରେ ମଧ୍ୟ ହୋଇ ପାରେ ଏବଂ ନିର୍ଦ୍ଦିଷ୍ଟ ଏକ ସ୍ଥାନରେ ମଧ୍ୟ ହୋଇ ପାରେ । ସେମିତି ରେ ବି ଏହି ଭଳି ବିନ୍ଧା ସାମାନ୍ୟ ଥାଏ । କିନ୍ତୁ ବେଳେବେଳେ ଏହାର ବିନ୍ଧା ଏତେ ଅଧିକ ହୋଇ ଯାଏ କି ସହ୍ୟ କରିବା ଅସମ୍ଭବ ହୋଇ ପଡେ । ଏବଂ ସେ ସମୟରେ କୌଣସି କାର୍ଯ୍ୟ କରିବା ପାଇଁ ମଧ୍ୟ ଆମେ ଅସମର୍ଥ ଥାଉ । ଏବଂ ଏହା ଛଡ଼ା ବେଳେ ବେଳେ ଗୋଡ଼ ଦୁର୍ବଳ ହୋଇ ପଡେ ।

ଚଲା ବୁଲା କରିବାର ଶକ୍ତି ମଧ୍ୟ ରୁହେ ନାହିଁ ଏବଂ ବଧିର ମଧ୍ୟ ହୋଇ ଯାଏ । ଏବଂ ବେଳେ ବେଳେ ଶିରା ଅଧିକ ଟାଣି ମଧ୍ୟ ହୋଇ ଯାଏ । ଏବଂ ବେଳେ ବେଳେ ଅଣ୍ଟା ରେ ପିଠି ରେ କାନ୍ଧ ରେ ମଧ୍ୟ ବହୁତ ବିନ୍ଧା ହୋଇଥାଏ । ଏହାର ମୁଖ୍ୟ କାରଣ ହେଉଛି ଆମ ଖାଦ୍ୟ ରେ ପୋଷକ ର ଅଭାବ । ଆମେ ଯେଉଁ ସବୁ ଖାଦ୍ୟ ଗ୍ରହଣ କରୁଥାଉ ସେଥିରେ ଆଜି କାଲି ଅନେକ କେମିକାଲ ମିଶୁଛି ଯାହା ଦ୍ୱାରା ଆମ ଶରୀର କୁ ଶୁଦ୍ଧ ଖାଦ୍ୟ ମିଳି ପାରୁ ନାହିଁ ଏବଂ ଉଚିତ ଏବଂ ପୌଷ୍ଟିକ ଖାଦ୍ୟ ର ଅଭାବ ଯୋଗୁଁ ଆମ ଶରୀର ର ହାଡ଼ ଦୁର୍ବଳ ହୋଇ ପଡୁଛି ଏବଂ ଏହା ଦ୍ୱାରା ଆମକୁ ଆଣ୍ଠୁ ଗଣ୍ଠି ବିନ୍ଧା ଆଦି ଆରମ୍ଭ ହୋଇ ଯାଉଛି ।

ବାହାର ଖାଦ୍ୟ ଆମେ ଅଧିକ ପରିମାଣରେ ଖାଇ ଥାଉ ସେଥିରେ ଅନେକ ମସଲା ତେଲ ଏବଂ ଖରାପ ତେଲ ମିଶୁଛି ଯାହା ଆମ ଶରୀର ପାଇଁ ସଠିକ ନୁହେଁ ଏବଂ ତାକୁ ଆମ ଶରୀର ଗ୍ରହଣ ମଧ୍ୟ କରୁ ନାହିଁ ଏବଂ ଏହା ଯୋଗୁଁ ଆମ ଶରୀର ଭିତରେ ରକ୍ତ ର ପରିମାଣ ବୃଦ୍ଧି ହେଉ ନାହିଁ ଏବଂ ଆମେ ବୟସ ପୂର୍ବରୁ ହିଁ ଦୁର୍ବଳ ହୋଇ ଯାଉଛୁ ଏବଂ ଅନେକ ଆଣ୍ଠୁ ଗଣ୍ଠି ବିନ୍ଧା ଆଦି ମଧ୍ୟ ଆରମ୍ଭ ହେଇ ଯାଉଛି ।

ଅର୍ଥାତ ଶରୀର ରେ ଥିବା ବିଷାକ୍ତ ପଦାର୍ଥ ବାହାରକୁ ନ ଆସିବା ଯାଏଁ ଆମ ଶରୀର ସଠିକ ଏବଂ ସବଳ ହୋଇ ପାରିବ ନାହିଁ । ତେଣୁ ଆଜି ଆମେ ଆପଣ ଙ୍କୁ ଏପରି ଏକ ଜିନିଷ କହିବୁ ଯାହା ଦ୍ୱାରା ଆପଣ ନିଜର ହାଡ଼ ଏବଂ ମାଂସପେଶୀୟ ଶକ୍ତି କୁ ଦୃଢ଼ କରିବା ସହିତ ଆଣ୍ଠୁ ଗଣ୍ଠି ବିନ୍ଧା ମଧ୍ୟ ଭଲ ହୋଇ ଯାଇଥାଏ । ତେବେ ଆସନ୍ତୁ ସେହି ଉପାୟ ବିଷୟ ରେ ଜାଣିନେବା ।

ଉପାୟ ପାଇଁ ଆପଣ ଙ୍କୁ କ୍ୟାଲଷ୍ଟର ତେଲ ନେବାର ଅଛି ଏବଂ ଗୋଟିଏ ତୁଳା କୁ ନେଇ ଏହି ତେଲ ଭିତରେ ରାତି ଯାକ ଭିଜେଇ କରି ରଖିଦେବେ ଏବଂ ଏହା ପରେ ଯେଉଁଠି ବି ବିନ୍ଧା ହେଉଥିବ ଅଣ୍ଟା କିମ୍ବା କାନ୍ଧ ଯେଉଁଠି ବି ବିନ୍ଧା ହେଉଥିବ ସେଠାରେ ଆପଣ ସେହି ତୁଳା ରୁ ତେଲ ବାହାର କରି ସେହି ତୁଳା କୁ ସେଠାରେ ଲଗାଇ ଦେବେ । ଏହା ଦ୍ୱାରା ଆପଣଙ୍କ ଆଣ୍ଠୁ ଗଣ୍ଠି ବିନ୍ଧା ଭଲ ହୋଇ ଯିବ ।

ଏହା ଛଡା ଆପଣ ଗରମ ପାଣି ରେ ତେଜପତ୍ର,ଜୁଆଣି, ସୁଣ୍ଠି ପକାଇ ପାଣିକୁ ଫୁଟାଇ ଦେବେ ଏବଂ ତାର ରଙ୍ଗ ବଦଳିଯିବା ପରେ ଛାଣି କରି ରଖିବା ପରେ ସେଥିରେ ଗୁଡ଼ ପକାନ୍ତୁ ଏବଂ ଏହାକୁ ଚାରିଟା ରୁ ପାଞ୍ଚ ଟା ଭିତରେ ପିଇବାର ଅଛି ଏହା ଦ୍ୱାରା ଆପଣଙ୍କ ଶରୀର ରେ ଥିବା ସମସ୍ତ ବିନ୍ଧା ଭଲ ହୋଇଯିବ । ଏହା ଛଡା ଆପଣ ସବୁଦିନ ଯୋଗ ପ୍ରାଣାୟମ ମଧ୍ୟ କରିବା ଆବଶ୍ୟକ ଅଟେ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *