Chanakya Niti- କଥା କଥାରେ କାନ୍ଦୁଥିବା ମହିଳା ମାନେ କିପରି ହୋଇ ଥାଆନ୍ତି ?

ବନ୍ଧୁଗଣ ଆମ ଜୀବନରେ କୌଣସି ପ୍ରକାରର ସମସ୍ଯା ଥିଲେ ତାହାର ସମାଧାନ ଆମ କୁଣ୍ଡଳୀ ରେ ହିଁ ଥାଏ । ଆମ ଶାସ୍ତ୍ର ଆମ ଜୀବନରେ ଅନେକ ପ୍ରଭାବ ପକାଇଥାଏ ଯାହା ଦ୍ୱାରା ଆମ ଭାଗ୍ୟ ଖୋଲିଯାଏ ।

କାହାକୁ ନିଜ ଜୀଵନ ସାଥୀ କରିବା ପୂର୍ବରୁ ଏହି ବିଷୟ ପ୍ରତି ଧ୍ୟାନ ଦିଅନ୍ତି କି ଆପଣଙ୍କ ର ସମସ୍ତ ଅଭ୍ୟାସ ତାଙ୍କ ସହ ମେଳ ଖାଉଛି କିମ୍ବା ନାହିଁ । ଏହା ଯୋଗୁଁ ଆପଣଙ୍କ ତାଳ ମେଳ ବହୁତ ଭଲ ଭାବରେ ହୋଇ ଥାଏ । ଆପଣ ଯଦି କୌଣସି ବ୍ୟକ୍ତି ସହ ଦେଖା କରନ୍ତି ତେବେ ତାର ପସନ୍ଦ ଏବଂ ନାପସନ୍ଦ ବିଷୟରେ ମଧ୍ୟ ଆପଣ ଜାଣି ଥିବା ଆବଶ୍ୟକ ଏବଂ ଆପଣଂକୁ ତାଙ୍କ ପସନ୍ଦର କାମ ମଧ୍ୟ କରି ପାରିବେ ।

ଆମେ ଏଭଳି ଜୀଵନ ସାଥୀ ଖୋଜି ଥାଉ ଯିଏ ଆମ ପରିବାର ଏବଂ ଆମ ଜୀଵନ କୁ ବହୁତ ଖୁସି ଏବଂ ଭଲ ଭାବରେ ରଖି ପାରିବ । ସମସ୍ତେ ଚାହାନ୍ତି କି ସେମାନଂକୁ ପୁରା ପରଫେକ୍ଟ ଝିଅ ମିଳୁ । ଶାସ୍ତ୍ର ଅନୁସାରେ ବ୍ରହ୍ମା ମଧ୍ୟ ନିଜେ ନାରୀ କୁ ବନାଇ ନିଜେ ହିଁ ନାରୀ ର ମନ କଥା ବିଷୟରେ ଜାଣି ପାରି ନଥାନ୍ତି । କିଛି ନାରୀ ବହୁତ ରାଗି ଥାଆନ୍ତି ତ କିଛି ନାରୀ ବହୁତ ଶାନ୍ତ ସ୍ଵଭାବ ର ହୋଇ ଥାଆନ୍ତି ।

ତେବେ ଆଜି ଆମେ ସେହି ଭଳି ବ୍ୟକ୍ତିତ୍ୱ କିମ୍ବା ସେହି ଭଳି ଝିଅ ମାନଙ୍କ ବିଷୟରେ ଆଲୋଚନା କରିବା ଯିଏ କଥା କଥା ରେ କାନ୍ଦି ଦେଇଥାନ୍ତି । ବନ୍ଧୁଗଣ ନାରୀ ମାନେ ପୁରୁଷ ମାନଙ୍କ ଠାରୁ ବହୁତ ସବଳ ଏବଂ ତାଙ୍କର ଧୋର୍ୟ୍ଯ ଶକ୍ତି ବହୁତ ଅଧିକ ଥାଏ ତେଣୁ ଯେଉଁ ନାରୀ କାନ୍ଦୁ ଥାଏ ତାହାର ପରିହାସ ନ କରି ତାକୁ ସମ୍ମାନ ଦେବା ଆବଶ୍ୟକ ।

ଯେଉଁ ନାରୀ ମାନେ କଥା କଥା ରେ କାନ୍ଦି ଦେଇଥାନ୍ତି ସେମାନେ ହୃଦୟ ରୁ ବହୁତ ସଫା ଥାଆନ୍ତି ସେମାନେ କାହାର ହୃଦୟ ସହ ଖେଳି ତାକୁ ଭାଙ୍ଗି ନ ଥାନ୍ତି । ଏବଂ ଏହି ଭଳି ନାରୀ ଅନ୍ୟ ର ଭାବନା କୁ ସମ୍ମାନ ଦେବା ସହ ବୁଝି ମଧ୍ୟ ଥାଆନ୍ତି । ଏବଂ ଏହି ନାରୀ ମାନେ କାହାର କଷ୍ଟ ଦେଖି ପାରନ୍ତି ନାହିଁ । ଏବଂ ସେମାନେ ନିଜର ଭାବନାକୁ ନିୟନ୍ତ୍ରଣ ରେ ରଖି ପାରନ୍ତି ନାହିଁ ଏବଂ କାନ୍ଦିବାକୁ ଲାଗି ପଡ଼ନ୍ତି ।

ଏହି ପରି ମହିଳା ଯାହାକୁ ବି ଭଲ ପାଇଁ ଥାଆନ୍ତି ତାଙ୍କୁ ହୃଦୟ ରୁ ଭଲ ପାଇଥାନ୍ତି ଏବଂ ସେମାନେ କେବେବି କାହାକୁ ଧୋକା ଦେଇ ନଥାନ୍ତି । ଏହି ନାରୀ ମାନେ କାହାର କ୍ଷତି କରି ନଥାନ୍ତି । ଏବଂ ନିଜର ମନକଥା ଖୋଲି କି କହି ଦେଇଥାନ୍ତି କିଛି ବି ଲୁଚାନ୍ତି ନାହିଁ । ଏବଂ ସେ ସର୍ଵଦା ସତ୍ୟ ର ହିଁ ସାଥ ଦେଇଥାନ୍ତି ଯେଉଁ କଥା ଭୁଲ ତାକୁ ଭୁଲ ହିଁ କହିଥାନ୍ତି ଏବଂ ଯେଉଁ କଥା ଠିକ ତାକୟ ଠିକ ବୋଲି କହିବାର ଶକ୍ତି ମଧ୍ୟ ଥାଏ । ଏହି ନାରୀମାନେ କାହା ସହ ବି ଶତ୍ରୁତା ରଖିବା ପସନ୍ଦ କରନ୍ତି ନାହିଁ ଏବଂ ଏଭଳି ନାରୀ ଭାଗ୍ୟ ରେ ଥିଲେ ମିଳେ ଏବଂ ସେମାନଙ୍କ ଉପରେ କ୍ରୋଧ କରିବା ମଧ୍ୟ ଉଚିତ ନୁହେଁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *