ବନ୍ଧୁଗଣ, କଥା କଥା ରେ ଚିଲାଉଥିବା ମହିଳା କିଭଳି ହୋଇଥାନ୍ତି ? ଯଦି ଆପଣ ଏହି କଥାକୁ ଜାଣିନେବେ ତେବେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ । ଏହିଭଳି ମହିଳା ହୋଇଥାନ୍ତି ଅଜୀବ । ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ସ୍ତ୍ରୀ ବହୁତ ନରମ କଣ୍ଢେଇ ଭଳି ହୋଇଥାନ୍ତି । ୧;- ଏହିଭଳି କ୍ଷେତ୍ରରେ ଆଚାର୍ଯ୍ୟ ଚାଣକ୍ୟ କରିଛନ୍ତି ଯେ କଥା କଥାରେ କାନ୍ଦି ଚିଲାଉଥିବା ମହିଳା ଅନ୍ୟ ମୁକାବିଲା ରେ କମ ନୁହଁନ୍ତି । ଏହିଭଳି ମହିଳାଙ୍କ ସମ୍ବନ୍ଧରେ କେତେଜଣ ଅପଶବ୍ଦ ମଧ୍ୟ କହିଥାନ୍ତି ।
ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ମହିଳା ମାନଙ୍କ ଠାରେ ସହନଶକ୍ତି କେତେ ମାତ୍ରାରେ ପୁରୁଷଙ୍କ ଠାରୁ ଅଧିକ ରହିଥାଏ । ଏଭଳି କ୍ଷେତ୍ରରେ ଯେଉଁ ସ୍ତ୍ରୀ କଥା କଥାରେ କାନ୍ଦିଥାଏ ତାହାର ସନ୍ନମାନ ଆପଣଙ୍କୁ କରିବା ଆବଶ୍ୟକ । ଚାଣକ୍ୟ କହିଛନ୍ତି ଯେ ଏଭଳି ମହିଳା ଆପଣଙ୍କୁ କେବେ ମଧ୍ୟ ମିଳିବେ ନାହିଁ । ସ୍ତ୍ରୀ ଙ୍କୁ ସଚ୍ଚା ବିଚାର ଯୁକ୍ତ ମାନାଯାଇଅଛି ।
୨;- ଯେଉଁ ସ୍ତ୍ରୀ କଥା କଥା ରେ କାନ୍ଦିଥାଏ, ସେ ନିଜ ପ୍ରେମୀ ଠାରୁ କେବେ ମଧ୍ୟ ଦୂରେଇବାକୁ ଚାହିଁନଥାଏ । ସ୍ତ୍ରୀ ପରିବାର ପାଇଁ ବହୁତ ଉତ୍ତମ ମାନାଯାଇଥାନ୍ତି । ସେମାନଙ୍କ ହୃଦୟ କୋମଳ ହେବା ସହିତ ସେମାନେ ସମସ୍ତଙ୍କ ଭାବନାର ମାନ୍ୟତା ରଖିଥାନ୍ତି । ତେଣୁ ଏହିଭଳି ସ୍ତ୍ରୀ କୁ କେବେ ମଧ୍ୟ ହରାଇବା ଉଚିତ ନୁହେଁ । ଭୁଲ ନଥାଇ ମଧ୍ୟ ଯେଉଁ ସ୍ତ୍ରୀ କାନ୍ଦିଥାଏ, ସେମାନଙ୍କ ମନରେ ମମତା ଅତ୍ୟଧିକ ଭରି ରହିଥାଏ । ଯାହା ଆପଣଙ୍କ ନିମନ୍ତେ ଉଚିତ ଅଟେ ।
୩;- ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ମହିଳା ମାନଙ୍କ କାନ୍ଦିବା ଅଥବା ଚିଲାଇବା ଦ୍ଵାରା କେତେକ ପ୍ରକାରର ଘାତକ ବେମାରି ସଠିକ ହୋଇଯାଇଥାଏ । କାନ୍ଦିବା ଦ୍ଵାରା ହୃଦୟ ହାଲ୍କା ମଧ୍ୟ ହୋଇଯାଇଥାଏ ।
୪;- କଥା କଥା ରେ କାନ୍ଦୁଥିବା ମହିଳା ପ୍ରାଏ ସମସ୍ତଙ୍କ ଭାଗ୍ୟ ରେ ନଥାନ୍ତି । ଏମାନଙ୍କ ହୃଦୟ ବହୁତ କୋମଳ ହୋଇଥାଏ । ଏହିଭଳି ମହିଳା କାହାର ହୃଦୟ ଭାଙ୍ଗି ନଥାନ୍ତି । ଅଧିକ କାନ୍ଦୁଥିବା ମହିଳା ନିଜେ ଭୋକିଲା ରହିଯାଇଥାନ୍ତି ମାତ୍ର ଅନ୍ୟକୁ ପେଟ ପୁରା ଖୁଆଇବାରେ କୌଣସି ତ୍ରୁଟି ରଖି ନଥାନ୍ତି । ଅଧିକ କାନ୍ଦୁଥିବା ମହିଳା ସଂପୂର୍ଣ୍ଣ ଭାବରେ ଘାତକ ହୋଇ ନଥାନ୍ତି । ଏମାନଙ୍କ ହୃଦୟରେ ଝାଙ୍କି ଦେଖନ୍ତି ତ ବହୁତ ଦୁଃଖ ଭରି ରହିଥାଏ । ଏଣୁ ଆପଣଙ୍କୁ ଏମାନଙ୍କ ସନ୍ନମାନ କରିବା କଥା । ଏହିଭଳି ମହିଳା ମାନଙ୍କ ହୃଦୟ ଆଦୌ ଭାଙ୍ଗିବା କଥା ନୁହେଁ । ଏହିଭଳି ମହିଳାଙ୍କ ହୃଦୟ ଭାଙ୍ଗିବା ପାପ ସାଦୃଶ୍ୟ ହୋଇଥାଏ ।
୫;- ମାତ୍ର ନିଜର ଭୁଲ ଥାଇ ମଧ୍ୟ ଯେଉଁ ମହିଳା ଅନ୍ୟ ଉପରେ ଚିଲାଇ ଥାଏ ସେହିଭଳି ମହିଳା ଚାଲାକ ଏବଂ ଚତୁର ରହିବା ସହିତ ଆପଣଙ୍କ ମୃତ୍ୟୁ ର କାରଣ ହୋଇଥାନ୍ତି । ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ