Chanakya Niti; – କଥା କଥାରେ ହସୁଥିବା ମହିଳାଙ୍କ ସ୍ଵଭାବ କିପରି ହୋଇଥାଏ ?

ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ଝିଅ ମାନଙ୍କ ହସ ଉପରେ କିଛି ଏପରି କଥା କହିଛନ୍ତି । ଯାହା ହୁଏତ ବହୁତ କମ ଲୋକ ଜାଣିଛନ୍ତି । ପ୍ରାୟତଃ ସମସ୍ତେ ଝିଅଙ୍କ ସ୍ମାଇଲ ଦେଖି ତାଙ୍କ ଉପରେ ଫିଦା ହୋଇଥାନ୍ତି ବା ତାଙ୍କୁ ପସନ୍ଦ କରିଥାନ୍ତି । ହେଲେ ମୁହଁର ଏହି ହସ ବା ସ୍ମାଇଲ ଜଣେ ଲୋକ ବିଷୟରେ ବହୁତ କିଛି କହିଦେଇଥାଏ । କୁହାଯାଇଛି ଯେ ଯେମିତି କୌଣସି ରଙ୍ଗ ବା କୌଣସି ଜିନିଷ ପସନ୍ଦ କରିବା ଦ୍ଵାରା ବ୍ୟକ୍ତି ମାନଙ୍କ ସ୍ଵଭାବ ବିଷୟରେ ଜଣା ପଡିଥାଏ ଠିକ ସେମିତି ସ୍ତ୍ରୀ ମାନଙ୍କ ହସ ଦ୍ଵାରା ତାଙ୍କ ସ୍ଵଭାବ ଓ ବ୍ୟକ୍ତିତ୍ବ ବିଷୟରେ ଜଣା ପଡିଥାଏ ।

ମୁହଁ ବନ୍ଦ କରି ଅଳ୍ପ ଅଳ୍ପ ହସୁଥିବା ମହିଳା ବହୁତ ଭୟଙ୍କର ହୋଇଥାନ୍ତି । ଏହି ଭଳି ମହିଳା ନିଜ କାମ କରେଇବା ବହୁତ ଭଲ ଭାବରେ ଜାଣିଥାନ୍ତି । ଏହି ଭଳି ମହିଳାଙ୍କ ଉପରେ ଭରସା କରି କେବେ ତାଙ୍କୁ ନିଜ ରହସ୍ୟ କଥା କୁହନ୍ତୁ ନାହିଁ । କାରଣ ସେ କେବେ ନିଜ ପର୍ଯ୍ୟନ୍ତ ଏହାକୁ ରଖିବେ ନାହିଁ ।

ଏହି ଭଳି ଝିଅଙ୍କ ମନରେ କାହା ପାଇଁ ଦୟା ଭାବନା ନଥାଏ, ତେବେ କୁହା ଯାଇଛି ଏହିଭଳି ସ୍ତ୍ରୀ ନିଜ ଜୀବନସାଥୀକୁ ମଧ୍ୟ ଦରର୍କର ପଡିଲେ ଧୋକା ଦେଇ ଦେଇପାରନ୍ତି । ତେବେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଏହି ଭଳି ଝିଅଙ୍କ ଠାରୁ ବଞ୍ଚି ରହିବା ଉଚିତ କାରଣ ଏହି ଭଳି ଝିଅ ବହୁତ ଅହଙ୍କାରୀ ହୋଇଥାନ୍ତି ।

ମନ ଖୋଲି ଜୋର ଜୋର କରି ହସୁଥିବା ଝିଅମାନେ ସେହି ଝିଅଙ୍କ ବିଷୟରେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି । ଯେଉଁ ମହିଳା ବା ସ୍ତ୍ରୀ ମନ ଖୋଲି ସବୁ କଥାରେ ଜୋରେ ହସିଥାନ୍ତି ଏହି ଭଳି ମହିଳା ମନର ବହୁତ ସଫା ହୋଇଥାନ୍ତି । ଏହି ଭଳି ମହିଳା ଆପଣଙ୍କୁ ମିଳିଲେ । ଆପଣ ତାଙ୍କୁ ନିଜ ଜୀବନ ସାଥି କରିନେବା ଉଚିତ । ଚାଣକ୍ୟ କହିଛନ୍ତି ଏହି ଭଳି ମହିଳା ଆପଣଙ୍କୁ କେବେ ଧୋକା ଦିଅନ୍ତି ନାହିଁ ।

ଯେଉଁ ମହିଳା ଶାନ୍ତ ହୋଇ ହସିଥାନ୍ତି, ତାଙ୍କ ମନରେ ବହୁତ ଦୁଃଖ ହୋଇଥାଏ । ଏହି ଭଳି ମହିଳା ବହୁତ ରହିଥାନ୍ତି, ହେଲେ କାହାକୁ କିଛି କହିବାକୁ ପସନ୍ଦ କରନ୍ତି ନାହିଁ । ଏହି ଭଳି ମହିଳା ବହୁତ ବିଶ୍ଵାସପୂର୍ଣ୍ଣ ହୋଇଥାନ୍ତି ଯଦି ଏହି ଭଳି ମହିଳା ଆପଣଙ୍କୁ ମିଳିଥାନ୍ତି ତେବେ ଆପଣଙ୍କୁ ତାଙ୍କ ସହ ବିବାହ କରିବା ଭଲ ହେବ ।

ଯେଉଁ ମହିଳା କଥା କଥାରେ ହସିଥାନ୍ତି । ସେହି ମହିଳାଙ୍କ ସ୍ଵଭାବ ଏତେ ଭଲ ହୋଇନଥାଏ । ତେଣୁ କଥା କଥାରେ ସବୁ ସମୟରେ ହସି ପକାଇବା ଉଚିତ ନୁହେଁ । ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *